ଖେଳ

ଆଇପିଏଲ ୨୦୨୫ ଯାଏଁ ଖେଳିବେ ଧୋନି!

ନୂଆଦିଲ୍ଲୀ,୨୩।୫: ଯେତେବେଳେ ମେ ୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆଇପିଏଲ ୨୦୨୪ ରୁ ହଟାଗଲା, ଅନେକ ଲୋକ ଭାବିଲେ ଏହା ଏମଏସ ଧୋନିଙ୍କ ଶେଷ ମ୍ୟାଚ । ଅନେକ ସମୀକ୍ଷକ ଏହାକ...

ଲକ୍ଷ୍ୟ, ସିନ୍ଧୁଙ୍କୁ ବିଦେଶରେ ଟ୍ରେନିଂ ନେବାକୁ ମିଳିଲା ସୁଯୋଗ

ପ୍ୟାରିସ, ୨୩ା୫: ଅଲିିମ୍ପିକ ପ୍ରସ୍ତୁତି ପାଇ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଓ ପି. ଭି. ସିନ୍ଧୁଙ୍କୁ ଫ୍ରାନ୍ସ ଏବଂ ଜର୍ମାନୀରେ ଟ୍ରେନିଂ ନେବାକୁ ସୁଯୋଗ ମିଳିଛି। ଏବାବଦରେ ସେମାନଙ୍କ ସମସ୍ତ ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ...

ଭାରତ-ପାକିସ୍ତାନ ଟିକେଟ୍‌ ମୂଲ୍ୟ ଆକାଶଛୁଆଁ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ,୨୩।୫: ଆଉ ମାତ୍ର କିଛି ଦିନ ପରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ସାରା ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଜୁନ ୯ରେ ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି। ରାଜନୈତିକ ତିକ୍ତତା...

ଆଇପିଏଲ ଫାଇନାଲ ପୂର୍ବରୁ କାହିଁକି ଦୁଃଖି ହେଲେ ଅନୁଷ୍କା? କ୍ୟାମେରା ସାମ୍ନାରେ ଅଟକାଇ ପାରିଲେନି ଇମୋଶନ

ନୂଆଦିଲ୍ଲୀ,୨୩।୫: ଅନୁଷ୍କା ଶର୍ମା ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ, କିନ୍ତୁ ବିଶ୍ୱ ଜାଣନ୍ତି ଯେ ସେ ବିରାଟ କୋହଲିଙ୍କ ସ୍ତ୍ରୀ। ଷ୍ଟାଡିୟମରେ ବିରାଟଙ୍କ ମନୋବଳକୁ କିପରି ବଢାଇବେ ସେ ଭଲଭାବେ ଜାଣିଛନ୍ତି। କିନ୍ତୁ, ଆଇପିଏଲ ଫାଇନାଲ ପୂର୍ବରୁ କିଛି ଏମିତି...

ଏହି ୫ କାରଣରୁ ଏଲିମିନେଟର୍‌ ମ୍ୟାଚ୍‌ ହାରିଗଲା ଆରସିବି

ଅହମ୍ମଦାବାଦ,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ହାରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ଟି ଉଇକେଟ ଜିତିଥିଲା। ଏହି ପରାଜୟ ପରେ ବେଙ୍ଗାଲୁରୁ ଟୁର୍ନାମେଣ୍ଟରୁ ବାଦ...

ଭାରତର କୋଚ୍‌ ହେବାକୁ ସଫାସଫା ମନା କରିଦେଲେ ରିକି ପଣ୍ଟିଂ: ଜାଣନ୍ତୁ ଏହା ପଛରେ କାରଣ

ନୂଆଦିଲ୍ଲୀ,୨୩।୫: ଟି-୨୦ ବିଶ୍ୱକପ ୨୦୨୪ରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ। ବିସିସିଆଇ ଜଣେ ନୂତନ ମୁଖ୍ୟ କୋଚ ଖୋଜିବାରେ ବ୍ୟସ୍ତ ଅଛି। ମୁଖ୍ୟ କୋଚଙ୍କ ରେସ୍‌ରେ ଥିବା ରିକି ପଣ୍ଟିଂ ପଛକୁ...

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ, ପ୍ରୀତୀସ୍ମିତାଙ୍କୁ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୩।୫: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଥିବାବେଳେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା...

ଲୁହ ଛଳଛଳ ଆଖିରେ ଆଇପିଏଲ୍‌ରୁ ବିଦାୟ ନେଲେ ଏହି ଖେଳାଳି!

ଅହମ୍ମଦାବାଦ୍‌,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ...

ଆରସିବି ହାରିବା ଦୁଃଖରେ ଏମିତି କହିଦେଲେ ଏବି ଡି ଭିଲିୟର୍ସ

ଅହମ୍ମଦାବାଦ୍‌,୨୩।୫:ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହାରିଛି। ଏହି ପରାଜୟ ସହିତ ପୁଣି ଥରେ ବେଙ୍ଗାଲୁରୁର ପ୍ରଥମ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ଏହି ପରାଜୟ ଆରସିବିର ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

ଆକ୍ରମଣାତ୍ମକ ଢଙ୍ଗରେ ଜିତି ହୁଏ ନାହିଁ ଟ୍ରଫି, କାହିଁକି ଏମିତି କହିଲେ ସିଏସ୍‌କେର ପୂର୍ବତନ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ୍‌,୨୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସ୍ବପ୍ନ ପୁଣି ଅଧୁରା ରହିଯାଇଛି। ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚରେ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଦଳ...

ଟିମ ଇଣ୍ଡିଆ ପାଇଁ ହେଡ କୋଚ ମନୋନୟନ ଲାଗି ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଶେଷ କୋଚଙ୍କୁ କେତେ ମିଳୁଥିଲା ଦରମା..

ନୂଆଦିଲ୍ଲୀ,୨୩।୫: ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ଏକ ହେଡ କୋଚ ପାଇପାରେ। ସୂଚନାଯୋଗ୍ୟ, ବିସିସିଆଇ ଅନୁଯାୟୀ, ଖୁବ ଶୀଘ୍ର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଏହାକୁ...

ଆରସିବି ଏଲିମିନେଟ, କ୍ୱାଲିଫାୟର-୨ ଖେଳିବେ ରାଜସ୍ଥାନ-ହାଇଦ୍ରାବାଦ

ଅହମଦାବାଦ, ୨୨।୫: ଦାୟିତ୍ୱହୀନ ବ୍ୟାଟିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ପୁଣିଥରେ ଏଲିମିନେଟ୍‌ ହୋଇଛି। ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୬ ମ୍ୟାଚ ଜିତି ପ୍ଲେଅଫ୍‌ରେ ପ୍ରବେଶ କରିଥିବା ଏହି ଦଳ ବୁଧବାର ଅନୁଷ୍ଠିତ ଏଲିମିନେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri