ଖେଳ

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌: ଅକ୍ଟୋବର ୧୦ରେ ଫାଇନାଲ୍‌!

ନୂଆଦିଲ୍ଲୀ,୩୧।୫: କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ଆଇପିଏଲ ୨୦୨୧ର ୧୪ ତମ ସିଜନର ବାକି ମ୍ୟାଚ୍‌ ୟୁଏଇରେ ଖେଳାଯିବ। ନିକଟରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ସଭାରେ ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ଆଇପିଏଲ ୨୦୨୧ର...

କ’ଣ ଖାଇ ନିଜକୁ ଫିଟ୍‌ ରଖିଛନ୍ତି ବିରାଟ କୋହଲି: ଜାଣନ୍ତୁ

ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟନେସକୁ ନେଇ ବହୁତ ଗମ୍ଭୀର। ସେ ଫିଟ ରହିବାକୁ ସାଥୀ ଖେଳାଳିଙ୍କୁ ମଧ୍ୟ କୁହନ୍ତି। ଭାରତୀୟ ଦଳ ଆଗାମୀ ଇଂଲଣ୍ଡ ଗସ୍ତ ଯିବା ପୂର୍ବରୁ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ଅଛି। ଦଳ ଆସନ୍ତା ମାସରେ ଇଂଲଣ୍ଡ...

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ମାଞ୍ଚେଷ୍ଟର ସିଟିକୁ ହରାଇ ଚେଲ୍‌ସି ଚାମ୍ପିୟନ

ପୋର୍ଟେ (ପର୍ତ୍ତୁଗାଲ), ୩୧।୫(ଏପି)-ହାଇପ୍ରୋଫାଇଲ ଫୁଟ୍‌ବଲ ପ୍ରତିଯୋଗିତା ଚାମ୍ପିୟନ୍ସ ଲିଗ୍‌ରେ ଦ୍ୱିତୀୟଥର ପାଇଁ ଚେଲ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ ଇଷ୍ଟାଡିଓ ଡୋ ଡ୍ରାଗାଓ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ଚେଲ୍‌ସି ୧-୦ ଗୋଲରେ ମାଞ୍ଚେଷ୍ଟର...

କର୍ବରଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଲେ ଆନେଲିନା

ପ୍ୟାରିସ, ୩୧।୫-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହୋଇଛି। ୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଏବଂ ପୂର୍ବତନ ନମ୍ବର ଓ୍ବାନ ଆଞ୍ଜେଲିକ୍‌ କର୍ବରଙ୍କୁ ହରାଇ ମହିଳା ସିଙ୍ଗଲ୍ସରେ ବିପର୍ଯ୍ୟୟ ଘଟାଇଛନ୍ତି ଆନେଲିନା କାଲିନିନା। ଆନେଲିନା ଜଣେ କ୍ୱାଲିଫାୟର...

କାହିଁକି ସର୍ବସାଧାରଣରେ ମୁହଁ ଲୁଚାନ୍ତି ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ: ଖୋଲିଲେ ରହସ୍ୟ

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା...

ବର୍ନାଲ ଜିତିଲେ ଗିରୋ ଡି’ ଇଟାଲିଆ ଟାଇଟଲ

ରୋମ୍‌: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ସେନାଗୋଠାରୁ ମିଲାନ ପର୍ଯ୍ୟନ୍ତ ୩୦. ୩ କିଲୋମିଟର ବିଶିଷ୍ଟ ଅନ୍ତିମ ରେସ୍‌ରେ ଇଟାଲୀର ତଥା ଇନୋସ୍‌ ଗ୍ରେନାଡିଅର୍ସ ଟିମ୍‌ର ଫିଲିପୋ ଗାନା ବିଜୟ ଲାଭ କରିଛନ୍ତି। ତାଙ୍କ...

ସେବାଷ୍ଟିଆନ କୋଡ୍ରାଙ୍କୁ ପ୍ରଥମ ଏଟିପି ଟାଇଟଲ

ପର୍ମା (ଇଟାଲୀ),୩୧।୫(ଏପି): ଆମେରିକୀୟ ଯୁବ ଟେନିସ ଖେଳାଳି ସେବାଷ୍ଟିଆନ କୋଡ୍ରା କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏମିଲିଆ- ରୋମାଙ୍ଗା ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ୨୦ ବର୍ଷୀୟ କୋଡ୍ରା ଇଟାଲୀୟ ଓ୍ବାଇଲ୍ଡ କାର୍ଡ ଖେଳାଳି ମାର୍କୋ...

ରାତି ୩.୩୦ରେ କୋଚ୍‌ଙ୍କ ଘରେ ହଠାତ୍‌ ପହଞ୍ଚି ଯାଇଥିଲେ ରିଷଭ ପନ୍ତ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ୨୩ ବର୍ଷୀୟ ପନ୍ତ ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ...

ଲାଇଭ୍‌ ରେସ୍‌ରେ ଚାଲିଗଲା ରେସର୍‌ଙ୍କ ଜୀବନ

ଫ୍ଲୋରେନ୍ସ, ୩୦ା୫- ଇଟାଲିଆନ ଗ୍ରାଁ ପ୍ରି ଇଭେଣ୍ଟର ମୋଟୋ-୩ କ୍ୱାଲିଫାଇଂ ରେସ୍‌ବେଳେ ଦୁର୍ଘଟଣା ଯୋଗୁ ଚାଲିଯାଇଛି ସୁଇଜରଲାଣ୍ଡର ୧୯ ବର୍ଷୀୟ ବାଇକ୍‌ ରାଇଡର ଜାସନ ଡୁପାସ୍କ୍ବିଅର୍‌ଙ୍କ ଜୀବନ। ଏଥିଲାଗି ମୋଟୋଜିପି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଶନିବାର ଯୋଗ୍ୟତାପର୍ଯ୍ୟାୟ ରେସ୍‌...

ଡବ୍ଲ୍ୟୁଟିସି ଫାଇନାଲରେ ରେଟ୍ରୋ ଲୁକ୍‌ରେ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩୦।୫: ବିଗତ ଦିନର ଜର୍ସି ପ୍ରତି ଟିମ୍‌ ଇଣ୍ଡିଆର ଉତ୍ସାହ ବଢିବାରେ ଲାଗିଛି। ଦିନିକିଆ ଓ ଟି୨୦ ପରେ କ୍ରିକେଟର ପାରମ୍ପରିକ ଫର୍ମାଟରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ ରେଟ୍ରୋ ଲୁକ୍‌ରେ। ସାଉଥାମ୍ପଟନରେ ଜୁନ୍‌ ୧୮ରୁ ଆରମ୍ଭ ହେବାକୁଥିବା...

ଆଜିର ଦିନରେ ରାଇନା ଖେଳିଥିଲେ ଆଇପିଏଲ କ୍ୟାରିୟରର ସ୍ମରଣୀୟ ଇନିଂସ

ଚେନ୍ନାଇ, ୩୦।୫: ଠିକ୍‌ ୭ ବର୍ଷ ତଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ତଥା ଚିନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଖେଳିଥିଲେ ଆଇପିଏଲ କ୍ୟାରିୟରର ସ୍ମରଣୀୟ ଇନିଂସ। ଏହାକୁ ମନେ ପକାଇ ଦେଇଛି ସିଏସ୍‌କେ ପକ୍ଷରୁ...

ଆଇପିଏଲ ପାଇଁ ଆଗୁଆ ଶେଷ ହୋଇପାରେ ସିପିଏଲ

ନୂଆଦିଲ୍ଲୀ, ୩୦।୫: ଆଇପିଏଲର ବଳକା ମ୍ୟାଚ୍‌କୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିସିସିଆଇ କାରିବିଅନ ପ୍ରିମିୟ ଲିଗ୍‌ (ସିପିଏଲ)କୁ ଏକ ସପ୍ତାହ କିମ୍ବା ୧୦ ଦିନ ଆଗରୁ ଶେଷ କରିବାକୁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ବୋର୍ଡକୁ ପ୍ରସ୍ତାବ ଦେଇଛି। ଏହାଦ୍ୱାରା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri