ଖେଳ

୫୧ ହଜାର କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇଲେଣି ଏହି ବିସ୍ଫୋରକ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୫: ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ ସେଲିବ୍ରିଟି। ଏଥିରେ ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଅଛନ୍ତି। ତାଙ୍କ ସଂଗଠନ ଙ୍‌ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛି। ସେହ୍ବାଗ...

କରୋନା ସହ ଲଢ଼ୁଛନ୍ତି ଚହଲଙ୍କ ମା’ବାପା; ଭାବବିହ୍ବଳ ପୋଷ୍ଟ ଲେଖି…

ନୂଆଦିଲ୍ଲୀ,୧୬।୫: କରୋନାରେ ସଂକ୍ରମିତ ହୋଇଛନ୍ତି କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ମା’ବାପା। ଅବସ୍ଥା ଗୁରୁତର ଥିବାରୁ ଚହଲଙ୍କ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘରେ ତାଙ୍କ ମା’ଙ୍କ ଚିକିତ୍ସା ଜାରି ରହିଛି। ଏସବୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଚହଲ। ମା’ବାପାଙ୍କ...

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ବ୍ୟାଟ୍ସମ୍ୟାନ୍‌...

ଇଂଲଣ୍ଡର ଆଇପିଏଲ୍‌ ଖେଳାଳି ଟେଷ୍ଟ ଦଳରୁ ବାଦ୍‌ ପଡ଼ିପାରନ୍ତି

ଲଣ୍ଡନ,୧୬।୫ (ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଘରୋଇ ପରିବେଶରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବ। ତେବେ ଟେଷ୍ଟ ଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଥିବା ଇଂଲଣ୍ଡ ଖେଳାଳିଙ୍କୁ ସାମିଲ କରାଯାଇ ନ ପାରେ ବୋଲି ଏକ...

ଜୁନିୟର ଚୟନକର୍ତ୍ତା ହେବାକୁ ସୁରିନ୍ଦରଙ୍କ ଆବେଦନ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ଜୁନିୟର କ୍ରିକେଟ ଦଳର ଚୟନକର୍ତ୍ତା ହେବାକୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଆବେଦନ କରିଛନ୍ତି। ୫ଟି ପଦ ପାଇଁ ଗତମାସ ଶେଷ ତାରିଖ ରହିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଖୁବ୍‌ଶୀଘ୍ର...

ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି: ରମଣ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ମହିଳା ସିନିୟର ଦଳର କୋଚ୍‌ ପଦରୁ ବହିଷ୍କୃତ ହେବା ପରେ ଡବ୍ଲ୍ୟୁ.ଭି. ରମଣ ଏବେ ମୁହଁ ଖୋଲିଛନ୍ତି। ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ତଥା ଅଭିଯାନକୁ ରୋକିବା...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଭାରତର ମୁକାବିଲା ପାଇଁ କନ୍‌ଓ୍ବେଙ୍କ ସ୍ବତନ୍ତ୍ର ରଣନୀତି

ଅକଲାଣ୍ଡ,୧୬।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ। ଏହି ହାଇପ୍ରୋଫାଇଲ ଟାଇଟଲ ମୁକାବିଲା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ...

ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୬ା୫: ଦୁଇଥର ଅଲିମ୍ପିକ ପଦକ ବିଜୟୀ ରେସ୍‌ଲର ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛନ୍ତି। କେବଳ ସୁଶୀଲ ନୁହନ୍ତି ପୂର୍ବତନ ଜାତୀୟ ଜୁନିୟର ରେସ୍‌ଲିଂ ଚାମ୍ପିୟନ ୨୩ ବର୍ଷୀୟ ସାଗର...

ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ରୋମ୍‌, ୧୬ା୫ (ଏପି)- ଷ୍ଟିଫାନସ ସିତ୍‌ସିପାସଙ୍କ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍‌ ଜୋକୋଭିଚ୍‌ ଏଠାେରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ଷା ଯୋଗୁ ବିଳମ୍ବରେ ଖେଳାଯାଇଥିବା ଏହି କ୍ୱାର୍ଟରଫାଇନାଲ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗନେବେ ଲାଲ୍‌ରିନୁଙ୍ଗା, ଶିଉଳି

ନୂଆଦିଲ୍ଲୀ, ୧୬ା୫(ପି.ଟି.)-ତାସ୍‌କେଣ୍ଟରେ ମେ’ ୨୩ରୁ ୩୧ ପର୍ଯ୍ୟନ୍ତ ହେବାକୁଥିବା ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଭାଗ ନେବା ଲାଗି ୟୁଥ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା (୬୭କେଜି) ମଙ୍ଗଳବାର ଗସ୍ତ କରିବେ। ତାଙ୍କ ସହିତ ଅଚିନ୍ତା ଶିଉଳି(୭୩କେଜି) ମଧ୍ୟ...

ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ଭାରତୀୟ ଦଳର ଏହି ପ୍ରମୁଖ ଖେଳାଳି; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା, ସେମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର...

କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; ଏଥର ରୋଜଗାରକୁ ବି…

ନୂଆଦିଲ୍ଲୀ,୧୫।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ହେଲେ କିଛି ଲୋକ ବିରାଟ ଅଥବା ଟିମ୍‌ ଇଣ୍ଡିଆର ସଫଳତାକୁ ସହି ପାରନ୍ତି ନାହିଁ। ସେଭଳି ଜଣେ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri