ଖେଳ

ଫିଟ୍‌ ହୋଇପାରିବେନି ଶ୍ରେୟସ୍‌! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍‌ର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଫିଟ୍‌ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ସେ ସିରିଜ ଏବଂ ପରେ ଆଇପିଏଲ୍‌...

ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୫।୫- ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାବେଳେ ଶିଖା ପାଣ୍ଡେ ଓ ତାନିୟା ଭାଟିଆ ପ୍ରତ୍ୟାବର୍ତ୍ତନ...

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା ସରଣଦୀପ ସିଂ। ଅନ୍ୟପକ୍ଷରେ ଏହି ପୂର୍ବତନ ଅଲ୍‌ରାଉଣ୍ଡର ଯଦି ତାଙ୍କ କୋଟା ଓଭର...

ପୁଣି ଆଇପିଏଲ୍‌ ହେଲେ ଖେଳିବେ ଆର୍ଚର

ଲଣ୍ଡନ, ୧୫ା୫ (ପି.ଟି.)- ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ଇଂଲଣ୍ଡ ସ୍ପିଡ୍‌ଷ୍ଟର ଜୋଫ୍ରା ଆର୍ଚର କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୋଭିଡ୍‌ ପାଇଁ ବର୍ତ୍ତମାନ ସସ୍‌ପେଣ୍ଡ ଥିବା ଆଇପିଏଲ୍‌ ଯଦି ବର୍ଷର ପରବର୍ତ୍ତୀ ଭାଗରେ ଖେଳାଯାଏ ତେବେ ସେ ଖେଳିବାକୁ...

୬ ସାଥିୟଁ ଦାନ କଲେ ୧ଲକ୍ଷ

ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍‌ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାଛଡ଼ା ସେ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ ପାଇଁ ଆଗେଇ...

ଇର୍ଫାନ ଓ ଅନ୍ୟ ୪ଜଣ ନେଗେଟିଭ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)- ଗୁରୁବାର ହୋଇଥିବା ଦ୍ୱିତୀୟ କୋଭିଡ୍‌ ଟେଷ୍ଟରେ ଅଲିମ୍ପିକରେ ଭାଗ ନେବାକୁ ଥିବା ରେସ୍‌ ଓ୍ବାକର କେ.ଟି. ଇର୍ଫାନ ଓ ଅନ୍ୟ ୪ଜଣ ଆଗଧାଡ଼ି ଦୌଡ଼କୁଦ ଆଥଲେଟ୍‌ଙ୍କ ଫଳାଫଳ ନେଗେଟିଭ ଆସିଛି। ଏହାପୂର୍ବରୁ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି...

ହସି ନେଗେଟିିଭ୍‌, ରିଦ୍ଧିମାନ ପୁଣି ପଜିଟିଭ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ସଦ୍ୟ କୋଭିଡ୍‌ ଟେଷ୍ଟରେ ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟିଂ କୋଚ୍‌ ମାଇକେଲ ହସିଙ୍କର ନେଗେଟିଭ ଆସିଛି। ସେ ସମ୍ଭବତଃ ରବିବାର ଚେନ୍ନାଇରୁ ନିଜ ଦେଶକୁ ଫେରିଯାଇ ପାରନ୍ତି। ତେବେ...

ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍‌ ସନ୍ଦେହ ଘେରରେ

ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍‌ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ କ୍ରିକେଟ ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି),...

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଭାଇରସ୍‌ ଇମର୍ଜେନ୍ସି ବଢ଼ିବ

ଟୋକିଓ,୧୫।୫ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଜାପାନ ସରକାର ତାଙ୍କର ଆଭିମୁଖ୍ୟ ପୁଣି ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ରାଜଧାନୀ ଟୋକିଓ ଓ ଅନ୍ୟ ୫ଟି ଅନ୍ୟ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଡିଫେଣ୍ଡର ସାହିଲ ପାନଓ୍ବାର ଓ ସେବାଷ୍ଟିଆନ ଥଙ୍ଗମୁଆନସଙ୍ଗ ଓଡ଼ିଶା ଏଫ୍‌ସି ସହ...

ଏହି ଭାରତୀୟ ଅଭିନେତାଙ୍କୁ ଭେଟିବାକୁ ପାଗଳ ପାକିସ୍ତାନ କ୍ରିକେଟର୍‌

ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଶାହିଦ୍‌ ଆଫ୍ରିଦିଙ୍କ ପ୍ରଶଂସକ ମଧ୍ୟ ଭାରତରେ ଅଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଆଇପିଏଲ ସମୟରେ ତାଙ୍କ ଏକ ଭିଡିଓ କ୍ଲିପ ୟୁଟ୍ୟୁବରେ ଅଛି। ଏଥିରେ ଶାହିଦ୍‌...

ବୁମରାଙ୍କ ସଫଳତା ପଛରେ ରହିଛନ୍ତି ପୂର୍ବତନ ଖେଳାଳି

ମୁମ୍ବାଇ,୧୪।୫ : ବର୍ତ୍ତମାନ ବିଶ୍ୱ କ୍ରିକେଟର ଅନ୍ୟତମ ଘାତକ ବୋଲର ଭାବେ ଜଣାଶୁଣା ଭାରତୀୟ ପେସର ଯଶପ୍ରୀତ ବୁମରା। ତାଙ୍କ ଚମତ୍କାର କ୍ୟାରିୟର ପଛରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡଙ୍କ ହାତ। ମୁମ୍ବାଇ ଫ୍ରଞ୍ଚାଇଜ ପକ୍ଷରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri