ଖେଳ

ଟିଟି ଖେଳାଳି ଚନ୍ଦ୍ରଶେଖରଙ୍କ ଦେହାନ୍ତ

ଚେନ୍ନାଇ,୧୩।୫(ପି.ଟି.): ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିତ୍ବା ଭାରତୀୟ ଟେବୁଲ ଟେନିସ ଖେଳାଳି ଭି. ଚନ୍ଦ୍ରଶେଖର ୬୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏକ ସ୍ଥାନୀୟ ପ୍ରାଇଭେଟ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ...

ଅବସର ନେବେ ବିଜେ ଓ୍ବାଟଲିଂ

ଓ୍ବେଲିଂଟନ,୧୩।୫(ଏପି): ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ମାସରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପରେ ସେ ସବୁପ୍ରକାର କ୍ରିକେଟରୁ ଅବସର ଘୋଷଣା କରିବେ...

ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌: କହିଲେ, କରୋନା ଛଡେଇ ନେଲା..

ଲକ୍ଷ୍ନୌ,୧୩।୫: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂଙ୍କ ପିତା ଶିବ ପ୍ରସାଦ ସିଂଙ୍କର କରୋନାରେ ମୃତ୍ୟୁ ହୋଇଛି। ଆରପି ସିଂ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କ ପିତା ଅନେକ ଦିନ ଅସୁସ୍ଥ ଥିଲେ ଏବଂ ତାଙ୍କୁ...

ବିରାଟ କୋହଲିଙ୍କୁ ପ୍ରବଳ ଡରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌: ଜାଣନ୍ତୁ କାହିଁକି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ଅତି ଘନିଷ୍ଠ ବନ୍ଧୁତା ଅଛି। ପଡ଼ିଆରେ ଏବଂ ବାହାରେ ଉଭୟ ବହୁତ ଭଲ। ଉଭୟ ଖେଳାଳି ଦୀର୍ଘ ଦିନ ଧରି ଆରସିବି ପାଇଁ ଖେଳୁଛନ୍ତି।...

ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ...

ସାଇନା, ଶ୍ରୀକାନ୍ତଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଶେଷ

ନୂଆଦିଲ୍ଲୀ,୧୩।୫(ପି.ଟି.): ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ମହିଳା ଖେଳାଳି ସାଇନା ନେହ୍ବାଲଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା ଶେଷ ହୋଇଛି। ସିଙ୍ଗାପୁର ଓପନ୍‌ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବା ପରେ ଏହି...

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଏବଂ ପରେ...

ପୁଣି ଥରେ ବଦଳିଲେ ଶ୍ରୀଲଙ୍କା ଦଳର ଅଧିନାୟକ

କଲମ୍ବୋ,୧୨।୫: ଶ୍ରୀଲଙ୍କାର ଦିନିକିଆ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅଧିନାୟକ ଦିମୁଥ କରୁଣାରତ୍ନେ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲଙ୍କୁ ଦଳରେ ଯାଗା ମିଳିନାହିଁ। ଓପନର କୁସାଲ ପେରେରାଙ୍କୁ ମିଳିଛି ନେତୃତ୍ୱ ଦାୟିତ୍ୱ। ଗତ ୫...

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ସୁଯୋଗ ମିଳୁନାହିଁ। ଏହି ବର୍ଷ ହିଁ ଧୋନୀ ଖେଳିଥିଲେ...

ଭାଙ୍ଗିଗଲା ସାଇନା, ଶ୍ରୀକାନ୍ତଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୧୨।୫: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପକ୍ସରେ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସତ୍ତ୍ୱେ ଟୋକିଓରେ ଚଳିତ ବର୍ଷ ହେବାକୁ ଯାଉଛି ଅଲିମ୍ପିକ୍ସ। ଏହି...

ଡବ୍ଲ୍ୟୁଟିସି ଫାଇନାଲ ହେବ ଏହି କ୍ରିକେଟରଙ୍କ ଲାଗି ଅନ୍ତିମ ମ୍ୟାଚ୍‌

ଅକ୍‌ଲାଣ୍ଡ,୧୨।୫: ଇଂଲଣ୍ଡର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏହା ହୋଇପାରେ ନ୍ୟୁଜିଲାଣ୍ଡର ବରିଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ...

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri