ଖେଳ

ଶ୍ରୀଲଙ୍କାରେ ଭାରତ ୩ ଦିନିକିଆ, ଟି୨୦ ଖେଳିବ

ନୂଆଦିଲ୍ଲୀ, ୧୧।୫- ଶ୍ରୀଲଙ୍କାରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ଜୁଲାଇରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ତେବେ ଶୀର୍ଷସ୍ଥାନୀୟ ଖେଳାଳିମାନେ ସେତେବେଳେ ୟୁକେରେ ଥିବାରୁ ଏକ ଦ୍ୱିତୀୟ ଶ୍ରେଣୀୟ ଭାରତୀୟ...

ସୁଶୀଲଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର

ନୂଆଦିଲ୍ଲୀ,୧୧ା୫ (ପି.ଟି.)-ଭାରତୀୟ କୁସ୍ତିର ଅଭୂତପୂର୍ବ ସଫଳତା ପଛରେ ରେସ୍‌ଲର ସୁଶୀଲ କୁମାରଙ୍କ ବିଶେଷ ଅବଦାନ ରହିଛି। କିନ୍ତୁ ସେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପୋଲିସ ତରଫରୁ ସେ ନେଇ ତଦନ୍ତ ଜାରି ରହିଛି। ଏହା...

ଜେଭ୍‌ରେଭଙ୍କୁ ମାଡ୍ରିଡ ଓପନ ଟାଇଟଲ

ମାଡ୍ରିଡ, ୧୧।୫(ଏପି)- ଚମତ୍କାର ଫର୍ମ ବଜାୟ ରଖି ଆଲେକଜାଣ୍ଡର ଜେଭ୍‌ରେଭ ମାଡ୍ରିଡ ଓପନ ଟେନିସ ଟାଇଟଲ ଜିତିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ପାଇଁ ସେ ମାଡ୍ରିଡ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ରାଫାଲ ନାଡାଲଙ୍କୁ କ୍ୱାର୍ଟର ଫାଇନାଲ ଏବଂ ୪ର୍ଥ...

ଦି ହଣ୍ଡ୍ରେଡ: ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ ଶେଫାଳି

ନୂଆଦିଲ୍ଲୀ, ୧୧।୫(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେସନ ଶେଫାଳି ବର୍ମା ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣରେ ବର୍ମିଂହାମ ଫୋଏନିକ୍ସ ପକ୍ଷରୁ ଖେଳିବେ। ଏହା ବ୍ୟତୀତ ଚଳିତ ବର୍ଷ ଶେଷଭାଗରେ ହେବାକୁଥିବା ମହିଳା ବିଗ୍‌ବାଶ୍‌ ଲିଗ୍‌ରେ ସେ ସିଡ୍‌ନୀ ଫ୍ରାଞ୍ଚାଇଜ୍‌...

ବାବର, ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୧।୫(ପି.ଟି.):ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉଇକେଟ କିପର ଆଲିସା ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଏପ୍ରିଲରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ଏହି ସୌଭାଗ୍ୟ ପାଇଛନ୍ତି।...

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ ଏହି ଟୁର୍‌ରେ ଟିମ୍‌ ଇଣ୍ଡିଆର ତାରକା ଖେଳାଳିମାନେ ୟୁକେରେ ଥିବେ। ଏଣୁ ଏକ...

ବାବର ଆଜାମଙ୍କ ରେକର୍ଡ ତାଲିକାରେ ନୂଆ ଫର୍ଦ୍ଦ

ହରାରେ,୧୦।୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୋମବାର ପାକିସ୍ତାନ ପୁରୁଷ ଦଳର ଅଧିନାୟକ ବାବର ଆଜାମଙ୍କୁ ଶୁଭେଚ୍ଛା ଜଣାଇଛି। ସେ ପ୍ରଥମ ପାକିସ୍ତାନ ଅଧିନାୟକ ଭାବେ ପ୍ରଥମ ୪ ଟେଷ୍ଟ ମ୍ୟାଚ୍‌ ଜିତିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାକୁ...

କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍‌ରେ କଲେ ଫଟୋ ଅପଲୋଡ୍‌…

ନୂଆଦିଲ୍ଲୀ,୧୦।୫: ଟିମ୍‌ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ସଦସ୍ୟଙ୍କୁ କରୋନା ପ୍ରତିଷେଧକ ଟିକାଦାନ...

ଦାନ ଦେଇ ଟ୍ରୋଲ୍‌ ହେଲେ ଏହି କ୍ରିକେଟର୍‌

ମାରାତ୍ମକ କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ଆଗକୁ ଆସିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଟଙ୍କା ସଂଗ୍ରହ କରିବା ଲୋକଙ୍କୁ ସହାୟତା କରିବା। ସେ ସମସ୍ତଙ୍କୁ ଏଥିରେ...

ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୫: ଭାରତୀୟ ଲେଗ ସ୍ପିନର ପୀୟୁଷ ଚାୱଲାଙ୍କ ବାପା ପ୍ରମୋଦ କୁମାରଙ୍କ ସୋମବାର ସକାଳେ କରୋନାରେ ପରଲୋକ ଘଟିଛି। ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ଏହି କଷ୍ଟ...

’ଆଇ ଲଭ୍‌ ଚିକୁ’ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କୋହଲି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ସହିତ ନିଜର ଫ୍ୟାଶନ ଏବଂ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ବୋଧେ କମ୍‌ ଲୋକ ଜାଣିଥିବେ କୋହଲିଙ୍କ ଡାକନାମ ଚିକୁ। କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି।...

ଶ୍ରୀଲଙ୍କା ଗସ୍ତରେ ଏହି କ୍ରିକେଟର ହୋଇପାରନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ…

କୋଲକାତା,୧୦।୫: ଟିମ୍‌ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ ନାହିଁ। ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଏକଦିବସୀୟ ଏବଂ ଟି-୨୦ ସିରିଜ୍‌ ଖେଳିବ। ଏଥିପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri