ଖେଳ

କରୋନା ସଂଘର୍ଷରେ ହାରିଗଲେ କୌଶିକ

ନୂଆଦିଲ୍ଲୀ, ୯ା୫(ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ତଥା କୋଚ୍‌ ଏମ୍‌.କେ. କୌଶିକ୍‌ଙ୍କର ଶନିବାର ଦେହାନ୍ତ ହୋଇଯାଇଛି। କରୋନାରେ ପୀଡ଼ିତ ହେବା ପରେ ସେ ଗତ ୩ ସପ୍ତାହ ହେଲା ଜୀବନ ପାଇଁ ସଂଘର୍ଷ ଚଳାଇ ଆସୁଥିଲେ। ତାଙ୍କୁ ୬୬ବର୍ଷ ବୟସ...

ଇଂଲଣ୍ଡ ଆୟୋଜନ କରିପାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍‌ ଲିଷ୍ଟରେ ସାମିଲ କରିଛି। ଇଂଲଣ୍ଡ ଉପରେ ଅତ୍ୟାବଶ୍ୟକ ଯାତ୍ରା ଉପରେ ନୂଆ କଟକଣା...

ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ୟୁକେ ଯିବ: ଖେଳାଳିଙ୍କ ସହ ପରିବାର ଯିବେ

ନୂଆଦିଲ୍ଲୀ,୯।୫(ପି.ଟି.): ଏକ ମାରାଥନ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ) ଯିବ। ଜୁନ୍‌ ୨ରେ ଦଳ ଇଂଲଣ୍ଡ ଯାତ୍ରା ଆରମ୍ଭ କରିବ। ଏହି ସାଢେ ୩ ମାସ ବିଶିଷ୍ଟ ଦୀର୍ଘ ଗସ୍ତରେ ଭାରତ...

କରୋନାରୁ ଆରୋଗ୍ୟ ହେଲେ ରାନୀ, ଅନ୍ୟ ୬ ଖେଳାଳି

ନୂଆଦିଲ୍ଳୀ,୯।୫(ପି.ଟି.): କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଭାରତୀୟ ମହିଳା ହକି ଦଳର ଖେଳାଳିମାନେ। ଅଧିନାୟିକା ରାନୀ ରାମପଲ, ଅନ୍ୟ ୬ଜଣ ଖେଳାଳିଙ୍କ ସମେତ ଦୁଇଜଣ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଏହି ମହାମାରୀରୁ ମୁକ୍ତ ହୋଇଛନ୍ତି। ଏମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ...

ହାମିଲଟନଙ୍କୁ ୧୦୦ତମ ପୋଲ୍‌ ପୋଜିଶନ

ମଣ୍ଟମେଲୋ, ୯ା୫: ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ପଛରେ ପକାଇ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୧୦୦ତମ...

ଦ୍ୱିତୀୟ ଟେଷ୍ଟ: ଆବିଦଙ୍କ ଦ୍ୱିଶତକ, ପାକିସ୍ତାନ ସ୍ଥିତି ଦୃଢ଼

ହରାରେ,୯।୫: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଓପନର ଆବିଦ ଅଲିଙ୍କ ଅପରାଜିତ ୨୧୫ ରନର ଦ୍ୱିଶତକୀୟ ଇନିଂସ ଓ ଆଝାର ଅଲିଙ୍କ ୧୨୬ ରନର ଶତକ ବଳରେ ସ୍ଥିତି ଦୃଢ କରିଛି। ଟସ୍‌ ଜିତି ପାକିସ୍ତାନ...

ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୯ା୫ (ପି.ଟି.)- ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ଶନିବାର ସକାଳେ ଲକ୍ଷ୍ନୌରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କରୋନା ସଂକ୍ରମିତ ହୋଇ ସେ ଦୁଇ ସପ୍ତାହ ହେଲା ଚିକିତ୍ସିତ ହୋଇ...

ରବିନାରାୟଣଙ୍କ ବିୟୋଗରେ ଓସିଏର ଶୋକ

ଭୁବନେଶ୍ୱର,୯।୫(ସ୍ପୋର୍ଟ୍ସ ବ୍ୟୁରୋ): ପୂର୍ବତନ କ୍ରିକେଟର ତଥା ସିନିୟର ଚୟନ କମିଟି ସଦସ୍ୟ ରବିନାରାୟଣ ପଣ୍ଡାଙ୍କ ଅକାଳ ବିୟୋଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଶୋକ ପ୍ରକାଶ କରିଛି। ଆସୋସିଏଶନର ସମସ୍ତ କର୍ମକର୍ତ୍ତା ଓ ପଦାଧିକାରୀ ଶୋକ ଜଣାଇଛନ୍ତି। କୋଭିଡ୍‌-୧୯ ଲକ୍ଷଣ...

ଟିମ୍‌ ଇଣ୍ଡିଆର ଏହି ଫାଷ୍ଟ୍‌ ବୋଲର୍‌ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୮।୫: ଟିମ୍‌ ଇଣ୍ଡିଆର ଫାଷ୍ଟ୍‌ ବୋଲର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆଇପିଏଲ୍‌ର ୧୪ତମ ସିଜିନ୍‌ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ସାମିଲ ହୋଇଥିଲେ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ୍‌...

ସୁମିତ୍‌ଙ୍କୁ ଅଲିମ୍ପିକ କୋଟା

ସୋଫିଆ (ବୁଲଗେରିଆ), ୮ା୫ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ୧୨୫ କେଜି ଶ୍ରେଣୀର ଫାଇନାଲରେ ପ୍ରବେଶ କରିବା ଦ୍ୱାରା ସୁମିତ୍‌ ମଲିକ ଭାରତର ଚତୁର୍ଥ ଫ୍ରିଷ୍ଟାଇଲ ପୁରୁଷ ରେସ୍‌ଲର ଭାବେ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।...

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର ଅଲିି (୧୨୬ ରନ) ଶତକ ହାସଲ କରିଛନ୍ତି। ଭ୍ରମଣକାରୀ ଦଳ ପ୍ରଥମ ଦିବସ...

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ଏହି ଦୁଇ ରୋୟର ପୁରୁଷ ଲାଇଟ ଓ୍ବେଟ ଡବଲ୍ସ ସ୍କଲ ଇଭେଣ୍ଟ ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri