ଖେଳ

ହସ୍ପିଟାଲ୍‌ରେ ହକି କୋଚ୍‌ କୌଶିକ

ନୂଆଦିଲ୍ଲୀ,୬।୫(ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିବା ପରେ ପୂର୍ବତନ ଭାରତୀୟ ହକି କୋଚ୍‌ ଏମ୍‌.କେ. କୌଶିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଓ କୌଶିକ ଏହି ଦଳର ସଦସ୍ୟ...

ଇନ୍‌ଫାଣ୍ଟିନୋଙ୍କ ବଡ଼ ଆଇନଗତ ବିଜୟ

ବେଲିଜୋନା, ୬।୫(ଏପି): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଏକ ବଡ଼ ଆଇନଗତ ବିଜୟ ହାସଲ କରିଛନ୍ତି। ସୁଇଜରଲାଣ୍ଡର ପୂର୍ବତନ ଅଟୋର୍ନି ଜେନେରାଲ ମାଇକେଲ ଲାଉବେରଙ୍କ ସହ ହୋଇଥିବା ତାଙ୍କ ବୈଠକ ନେଇ ତଦନ୍ତ...

ଘରକୁ ଫେରିଲେ ଇଂଲଣ୍ଡ ଖେଳାଳି: ମାଳଦୀପରୁ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶ ଯିବେ

ଲଣ୍ଡନ,୬।୫(ପି.ଟି.): କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଖେଳି ଅଧିକାଂଶ ଇଂଲଣ୍ଡ ଖେଳାଳି ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ଖେଳାଳିମାନେ ମାଳଦୀପରୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଆଇପିଏଲ୍‌...

ଅପହରଣ ପରେ ଛାଡ଼ ପାଇଲେ ମ୍ୟାକ୍‌ଗିଲ

ସିଡ୍‌ନୀ,୬।୫(ପି.ଟି.): ଅଷ୍ଟ୍ରେଲିଆ ପୂର୍ବତନ ଲେଗ୍‌ ସ୍ପିନର ଷ୍ଟୁଆର୍ଟ ମ୍ୟାକ୍‌ଗିଲ ସିଡ୍‌ନୀସ୍ଥିତ ତାଙ୍କ ଘରୁ ଅପହରଣ ହୋଇଥିଲେ ଓ ପରେ ତାଙ୍କୁ ଛାଡି ଦିଆଯାଇଥିଲା ବୋଲି ନ୍ୟୁ ସାଉଥ୍‌ଓ୍ବେଲ୍ସ ପୋଲିସ ସୂଚନା ଦେଇଛି। ଗତ ମାସରେ ଏହି ଘଟଣା ଘଟିଥିଲା। ତାଙ୍କୁ...

ବାର୍ବରା ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରାଗ,୬।୫(ପି.ଟି.): ପୂର୍ବତନ ତାରକା ଡବଲ୍ସ ଖେଳାଳି ତଥା ଓ୍ବିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲିଷ୍ଟ ଚେକ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା ବୁଧବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ଷ୍ଟ୍ରାଇକୋଭା ପୂର୍ବରୁ ଗର୍ଭଧାରଣ କରିବା ନେଇ ସୂଚନା ଦେଇଥିଲେ। ମା’ ହେବା...

ଲଣ୍ଡନରେ ପହଞ୍ଚିଲେ ୮ ଇଂଲଣ୍ଡ ଖେଳାଳି, ଏବେ ବି ଅଟକିଛନ୍ତି ମୋର୍ଗାନ

ନୂଆଦିଲ୍ଲୀ,୫।୫ : ଆଇପିଏଲ ସ୍ଥିଗିତ ହେବା ପରେ ଇଂଲଣ୍ଡର ୮ ଖେଳାଳି ବୁଧବାର ଲଣ୍ଡନ ଫେରିଛନ୍ତି। ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ୍‌ ସ୍ଥଗିତ ରଖାଯିବା ପରେ ଇଂଲଣ୍ଡ ଦଳର ସଦସ୍ୟମାନେ ଦିଲ୍ଲୀରୁ ଫ୍ଲାଇଟ୍‌ ନେଇଥିଲେ। ଜନ୍ନି ବେଆରଷ୍ଟୋ, ଜୋସ ବଟଲର,...

କ୍ଷତିରେ ପଡିଲା ବିସିସିଆଇ: ବୁଡିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ବୋର୍ଡର କ୍ଷତି ବିଷୟରେ ଏବେ ଚର୍ଚ୍ଚା ହେଉଛି। ବିସିସିଆଇ ଆଇପିଏଲ୍‌ର ପ୍ରତି ସିଜିନରୁ ହାରାହାରି ୪ ହଜାର କୋଟି ଟଙ୍କା ରୋଜଗାର କରେ। କିନ୍ତୁ...

ଘରକୁ ଫେରିଲେ ବିରାଟ କୋହଲି: ଏବେ ସ୍ତ୍ରୀଙ୍କ ସହ ମିଶି କରିବେ ଏହି କାମ

ଆଇପିଏଲ ୨୦୨୧ର ୧୪ତମ ସିଜନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇପିଏଲର ସ୍ଥଗିତାଦେଶ ପରେ ଖେଳାଳିମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଏହି କ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମଧ୍ୟ ମୁମ୍ବାଇରେ ଥିବା ନିଜ...

ଜାଡେଜାଙ୍କୁ ‘ସାର୍‌ ଜାଡେଜା’ ଡାକିବାରୁ ମିଳିଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ (ଆଇପିଏଲ ୨୦୨୧)ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର ସୁପରଷ୍ଟାର ରବିନ୍ଦ୍ର ଜାଡେଜା ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରବିନ୍ଦ୍ର...

୬୪ ବଲ୍‌ରୁ ୧୨୪ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଲେ ଏହି ବ୍ୟାଟ୍ସମ୍ୟାନ୍‌: ମ୍ୟାଚ୍‌ ପରେ ଖୁସିରେ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ଶେୟାର କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନର ଜୋସ ବଟଲର ୬୪ ବଲରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ

ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପ୍ରିଲ ୧୪ରେ ନ୍ୟୁ ସାଉଥ ୱେଲ୍ସ ପୋଲିସ...

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇର ନିଷ୍ପତ୍ତିର କିଛି ଘଣ୍ଟା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri