ଖେଳ

ଆଇପିଏଲ୍‌ରେ କରୋନା ମାଡ: ବିସିସିଆଇର ନେଲା ବଡ଼ ନିଷ୍ପତ୍ତି

ଅହମଦାବାଦ,୪।୫: ଆଇପିଏଲର ୧୪ତମ ସିଜିନ ରେ ମଧ୍ୟ କରୋନା ବିପଦ ଦେଖାଦେଇଛିି। କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି ଅଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟରଙ୍କ କୋଭିଡ...

ଶ୍ରୀଲଙ୍କାର ସିରିଜ ବିଜୟ

ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ ଜିତି ନେଇଛି। ଫଳରେ ଘରୋଇ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ...

ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ୟୁନୁସଙ୍କ ପରଲୋକ

  ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ସେକ୍‌ ୟୁନୁସଙ୍କର ସୋମବାର ସକାଳ ୫ଟାରେ ପରଲୋକ ଘଟିଛି। କଟକ ସେକ୍‌ ବଜାର ବାସିନ୍ଦା ୟୁନୁସ କିଛିଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ...

ଅନ୍‌ଲାଇନ ଚେସ୍‌: ଆରିନ ଚାମ୍ପିୟନ, ରବୀନ୍ଦ୍ର ରନର୍ସଅପ୍‌

ଭୁବନେଶ୍ୱର, ୪।୫(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଅଗ୍ରଣୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୭ତମ ଅନ୍‌ଲାଇନ୍‌ ଚେସ୍‌ରେ ଲୋୟଲା ସ୍କୁଲର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୫.୫ ପଏଣ୍ଟ...

ପ୍ରମୋଦଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା

ନୂଆଦିଲ୍ଲୀ, ୪।୫(ପି.ଟି.)-ଓଡ଼ିଶାର ଶୀର୍ଷସ୍ଥାନୀୟ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ପାରାଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ଦେଶର ଅନ୍ୟତମ ଖେଳାଳି ସୁକାନ୍ତ କଦମଙ୍କ ଅବସ୍ଥା ମଧ୍ୟ ତାହା। କୋଭିଡ୍‌-୧୯ ମହାମାରୀ ଯୋଗୁ ନୂଆ କ୍ୱାରାଣ୍ଟାଇନ୍‌ ନିୟମ ଅନୁସାରେ ଏ...

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଦଳର ମୁଖ୍ୟ କାର୍ଯ୍ୟର୍ନିବାହୀ କାଶୀ ବିଶ୍ୱନାଥନ, ବୋଲିଂ କୋଚ...

ମାତ୍ର ୩୨ ବର୍ଷରେ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୩।୫: ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୦୯ରେ ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ପେରେରା ଶ୍ରୀଲଙ୍କା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଦୁଇ ବର୍ଷ ପରେ ସେ ଟେଷ୍ଟ ଖେଳିବାର ସୁଯୋଗ ପାଇଲେ।...

ବେଙ୍ଗାଲୁରୁ-କୋଲକାତା ଆଇପିଏଲ୍‌ ମ୍ୟାଚ୍‌ ବାତିଲ: ଜାଣନ୍ତୁ କାହିଁକି

ଅହମ୍ମଦାବାଦ,୩।୫: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି। କେକେଆର ଦଳର ଦୁଇ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଏହା...

ଆଇପିଏଲ୍‌ରେ ବଡ଼ ଝଟ୍‌କା: ସ୍ଥଗିତ ହୋଇପାରେ ଆଜିର ମ୍ୟାଚ୍‌

ନୂଆଦିଲ୍ଲୀ,୩।୫: ଆଜି ଖେଳାଯିବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲର ୩୦ତମ ମ୍ୟାଚ ସ୍ଥଗିତ ହୋଇପାରେ। କେକେଆରର ଅନେକ ଖେଳାଳି ଜ୍ୱରରେ ପୀଡିତ ଅଛନ୍ତି। ଦୁଇ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।...

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଆଇପିଏଲରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ୯୯ ରନରେ...

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। କରିମ ଗତ ଜାନୁୟାରୀ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜେନେରାଲ...

୨୦୦ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଦେବେ ପାଣ୍ଡ୍ୟା ଭ୍ରାତା

ନୂଆଦିଲ୍ଲୀ,୩।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ସାମିଲ ହୋଇଛନ୍ତି ଦୁଇ କ୍ରିକେଟର ଭାଇ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା। ଗ୍ରାମାଞ୍ଚଳରେ ଲୋକଙ୍କ ଚିକିତ୍ସା ପାଇଁ ଏହି ଦୁଇ ଭାଇ ୨୦୦ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଦାନ କରିବେ। ଏ ନେଇ ଶନିବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri