ଖେଳ

ଲୋକେଶ ରାହୁଲ ଆପେଣ୍ଡିସାଇଟ୍ସରେ ପୀଡ଼ିତ

ଅହମଦାବାଦ, ୩ା୫ (ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କୁ ଆପେଣ୍ଡିସାଇଟ୍ସରେ ପୀଡ଼ିତ ହୋଇଛନ୍ତି। ଅସ୍ତ୍ରୋପଚାର ପାଇଁ ସେ ବିମାନ ଯୋଗେ ବମ୍ବେ ଗସ୍ତ କରିଛନ୍ତି। ଅତିକମ୍‌ରେ ସେ ଦୁଇ ସପ୍ତାହ ଖେଳରୁ ଦୂରେଇ ରହିବେ, ଏପରିକି...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ,୩।୫(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ତୃତୀୟ ସଂସ୍କରଣରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଆସନ୍ତା ବର୍ଷ ଫେବୃୟାରୀ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ ସୂଚନା ଦିଆଯାଇଛି।...

ପ୍ରଥମ ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ହାରାରେ,୩।୫: ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଏକ ଇନିଂସ ଓ ୧୧୬ ରନରେ ବିଜୟୀ ହୋଇଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ପାକିସ୍ତାନ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ...

ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ,୨।୫ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ି ଏହାକୁ ଅତି ସାଧାରଣ ସ୍କୋରରେ ପରିଣତ କରି ଦେଇଥିଲା। ଦୁହେଁ...

ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବାନ ମ୍ୟାନ ଶୋ’

ଅହମ୍ମଦାବାଦ,୨।୫ : ଗୋଟିଏ ପଟେ ପଡ଼ି ଚାଲିଥିଲା ଉଇକେଟ ପରେ ଉଇକେଟ। କିନ୍ତୁ କୌଣସି ବୋଲରଙ୍କୁ ଖାତିର କରି ନ ଥିଲେ କାମଚଳା ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ। ବିସ୍ଫୋରକ ବ୍ୟାଟିଂ କରିବା ସତ୍ତ୍ୱେ ପୂରଣ କରିପାରି ନ ଥିଲେ ଶତକ।...

ମେଡିକାଲରେ ଭର୍ତ୍ତି ହେଲେ ରାହୁଲ

ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଅତିକମ୍‌ରେ ଗୋଟେ ସପ୍ତାହ ପାଇଁ ସେ ଆଇପିଏଲରୁ ଦୂରେଇ ରହିବେ। ତାଙ୍କ...

ବଦଳିଗଲା କ୍ୟାପଟେନ୍‌, ଭାଗ୍ୟ ନୁହେଁ

ନୂଆଦିଲ୍ଲୀ,୨।୫ : କ୍ରମାଗତ ବିଫଳତା ପରେ ବଦଳି ଦେଲେ ଅଧିନାୟକ। କିନ୍ତୁ ଫଳାଫଳରେ ଆସିଲା ନାହିଁ କୌଣସି ପରିବର୍ତ୍ତନ। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୫୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ଏହା ହାଇଦ୍ରାବାଦ୍‌ ଦଳର ଚଳିତ...

ଆଇପିଏଲ ଇତିହାସରେ ପ୍ରଥମ ଥର

ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ି ନ ଥିଲେ। ହେଲେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍‌ ଦଳର ଖରାପ ପ୍ରଦର୍ଶନ ଯୋଗୁ...

ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ପାଲଟିଛି ଦିଲ୍ଲୀ

ନୂଆଦିଲ୍ଲୀ,୨।୫ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ଏବେ ପାଲଟିଛି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ। ଶନିବାର ଭଳି ରବିବାର ମଧ୍ୟ ଏଠାରେ ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ ରାଜୁତି। ଜୋସ ବଟଲର(୧୨୪)ଙ୍କ ବିସ୍ଫୋରକ ଶତକ ଯୋଗୁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୨୧...

କ୍ରିକେଟ୍‌ର ଏଭଳି ରେକର୍ଡ ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

ୱେଷ୍ଟଇଣ୍ଡିଜ ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ପରେ ଯଦି କୌଣସି ଖେଳାଳି କ୍ରିକେଟ ଉପରେ ଅଧିକ ପ୍ରଭାବ ପକାଇଥିବେ, ତେବେ ସେ ହେଉଛନ୍ତି...

ଟସ୍‌ ଜିତିଲା ହାଇଦ୍ରାବାଦ୍‌: ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ସିଜିନ ୧୪ର ୨୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଜବାବରେ ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଓପନର୍‌ ଜଶସ୍ବୀ ଜଶଓ୍ବାଲ ମାତ୍ର ୧୨...

ଚେନ୍ନାଇ ବିପକ୍ଷରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ: ହିଟ୍‌ମ୍ୟାନ୍‌ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨।୫: ଶନିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏଥିରେ ବାଜିମାରିଥିଲା ରୋହିତ ଶର୍ମାଙ୍କ ଦଳ। ଚେନ୍ନାଇ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ନିର୍ଧାରିତ ୨୦...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri