ଖେଳ

କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୬।୪: ଭାରତରେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଆଇପିଏଲ ୨୦୨୧ର ସୁରକ୍ଷିତ ବାୟୋ ବବୁଲରେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ଭାରତର ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟତୀତ କିଛି ଅଷ୍ଟ୍ରେଲୀୟ ଖେଳାଳି ମଧ୍ୟଭାଗରେ ଲିଗ ଛାଡିଛନ୍ତି। କିନ୍ତୁ ଖେଳ ଜାରି...

କ୍ରିକେଟର୍‌ଙ୍କୁ କରୋନା ଭୟ: ଆଇପିଏଲ୍‌ରୁ ଓହରିଲେ ଆଉ ୨ କ୍ରିକେଟର୍‌

ମୁମ୍ବାଇ,୨୬।୪: ଏବେ ଭାରତରେ କରୋନା କାୟା ବିସ୍ତାର କରିଛି। ଏହାର ପ୍ରଭାବ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ ଓହରି ଯାଉଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଆଣ୍ଡ୍ରିୟୁ ଟାଇ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ...

ମାତ୍ର ୨୩ ବର୍ଷରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ହାସଲ କଲେ ଏମିତି ରେକର୍ଡ

ଚେନ୍ନାଇ,୨୬।୪: ଆଇପିଏଲ୍‌ ୨୦୨୧ରେ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି। ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ ଟେବୁଲରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି। ଦିଲ୍ଲୀର ଏହି ବିଜୟରେ ଅଧିନାୟକ ରିଷଭ ୩୭...

କୋହଲିଙ୍କ ମୁଣ୍ଡବିନ୍ଧା: ମ୍ୟାଚ୍‌ ହାରିଲେ, ଜରିମାନା ବି ଦେଲେ

ମୁମ୍ବାଇ,୨୬।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୬୯ ରନ୍‌ରେ ପରାସ୍ତ କରିଛି। କ୍ରମାଗତ ଚତୁର୍ଥ ବିଜୟ ସହ ଟେବୁଲ ଶୀର୍ଷରେ ପହଞ୍ଚିଛି ସିଏସ୍‌କେ। ଏହାସହ ଚଳିତ ଟୁର୍ନାମେଣ୍ଟରେ ଆର୍‌ସିବିର...

ଟି୨୦ ସିରିଜ ଜିତିଲା ପାକିସ୍ତାନ: ଜିମ୍ବାଓ୍ବେ ୨୪ରନରେ ପରାସ୍ତ

ହାରାରେ,୨୬।୪: ସ୍ଥାନୀୟ ହାରାରେ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ପାକିସ୍ତାନ ଘରୋଇ ଜିମ୍ବାଓ୍ବେକୁ ୨୪ ରନରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ପାକିସ୍ତାନ ୨-୧ରେ ବିଜୟୀ...

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା: ଓହରିଲେ ଏହି ଷ୍ଟାର୍‌ ଖେଳାଳି

ଚେନ୍ନାଇ,୨୬।୪: ସମଗ୍ର ଦେଶ ଏବେ କରୋନା ସହିତ ଲଢୁଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। କରୋନା କାରଣରୁ ଦିଲ୍ଲୀ କ୍ୟାପିଟାଲର ତାରକା ବୋଲର ଆର ଅଶ୍ୱିନ ଆଇପିଏଲ ୨୦୨୧ର...

ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଛାଡ଼ିଲେ ଆଣ୍ଡ୍ର୍ୟୁ ଟାଇ

ମୁମ୍ବାଇ, ୨୬ା୪ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇ ଚତୁର୍ଥ ବିଦେଶୀ ଖେଳାଳି ହିସାବରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ନିଜ ଦେଶକୁ ଫେରିଯାଉଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର (ହାତରେ...

ଗଭର୍ନର୍ସ କପ୍‌ ବକ୍ସିଂ: ଅମିତଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଭାରତୀୟ ବକ୍ସର ଅମିତ ପଙ୍ଘାଲ (୫୨କେଜି) ସେଣ୍ଟ ପିଟରବର୍ଗସଠାରେ ଚାଲିଥିବା ଗଭର୍ନର୍ସ କପ୍‌ ବକ୍ସିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେମିଫାଇନାଲରେ ବିଶ୍ୱ ତଥା ଅଲିମ୍ପିକ ଚାମ୍ପିୟନ ଉଜବେକିସ୍ତାନର ସାଖୋବିଦ୍ଦିନ ଜୋଇରୋଭଙ୍କଠାରୁ ସେ ୫-୦ରେ ହାରିଯାଇଛନ୍ତି। ୨୦୧୯...

ଦୁଇ ଇଞ୍ଚର ତ୍ରୁଟି ହାଇଦ୍ରାବାଦ ହାତରୁ ଛଡ଼ାଇ ନେଲା ମ୍ୟାଚ୍‌

ଚେନ୍ନାଇ, ୨୫।୪: ପୁଣି ଥରେ ଚେନ୍ନାଇରେ ଦେଖିବାକୁ ମିଳିଛି ଥ୍ରିଲର ମ୍ୟାଚ୍‌। ଲୋ ସ୍କୋରିଂ ମ୍ୟାଚ୍‌ ସାଙ୍ଗକୁ ସୁପର ଓଭରର ମଜା। ଦୁଇ ଦଳ ପାଇଁ ସୁପର ଓଭରରେ ବୋଲିଂ କରିଥିଲେ ସ୍ପିନର। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ...

ରାଜସ୍ଥାନର ପିଛା ଛାଡୁ ନାହିଁ ସମସ୍ୟା

ମୁମ୍ବାଇ, ୨୫।୪: ହ୍ୟାଟ୍ରିକ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସର ପିଛା ଛାଡ଼ୁନାହିଁ ସମସ୍ୟା। ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ୟୁ ଟେ ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ (ଆଙ୍ଗୁଠି ଜନିତ...

ଭାରତ ପାଇଁ ପାଣ୍ଠି ଯୋଗାଡରେ ଲାଗିପଡିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌,୨୫।୪: ଭାରତରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି ଯେ, କରୋନା ଯୁଦ୍ଧରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ସେ...

କୋହଲି, ଧୋନୀଙ୍କ କ୍ଲବରେ ରାଇନା

ମୁମ୍ବାଇ,୨୫।୪ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନା ରବିବାର ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି। ୭ମ ବ୍ୟାଟ୍ସମ୍ୟାନ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ରାଇନା। ତେବେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri