ଖେଳ

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ ପାଇଁ ଯୁବ ବର୍ଗରେ ଏକ ଆସାଧାରଣ ସଫଳତା ସାବ୍ୟସ୍ତ ହୋଇଛି। ଏହି ୮ଜଣ...

ୟୁଏଇ କ୍ରିକେଟର କାଦିର ଖାଁ ୫ ବର୍ଷ ବାସନ୍ଦ

ଦୁବାଇ,୨୨।୪(ପି.ଟି.): ଦୁର୍ନୀତି ଅଭିଯୋଗରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟର କାଦିର ଖାଁ ସବୁ ପ୍ରକାର କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଛି। ଦୁର୍ନୀତି ଆଚରଣବିଧି ଉଲ୍ଲଂଘନ କରିବା...

ଆଇପିଏଲ୍‌- ୧୪: ବିଜୟଧାରା ବଜାୟ ଲକ୍ଷ୍ୟରେ ବାଙ୍ଗାଲୋର

ମୁମ୍ବାଇ,୨୨।୪(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦମ୍‌ଦାର ଆରମ୍ଭ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବାଙ୍ଗାଲୋର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ...

ରୋହିତଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ, ୨୨।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଙ୍ଗଳବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମ୍ୟାଚରେ ମୁମ୍ବାଇ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌: ପେର୍ସେପଲିସ୍‌ଠାରୁ ଲଢ଼େଇ କରି ହାରିଲା ଗୋଆ

ମାର୍ଗାଓ,୨୨।୪(ପି.ଟି.): ଏଠାରେ ଚାଲିଥିବା ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଚାମ୍ପିୟନ୍ସ ଲିଗ୍‌ରେ ଭାରତୀୟ କ୍ଲବ ଏଫ୍‌ସି ଗୋଆ ପ୍ରଭାବୀ ପ୍ରଦର୍ଶନ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଗୋଆ ଲଢେଇ କରି ୧-୨ ଗୋଲରେ ଗ୍ରୁପ...

ଆର୍ଚେରୀ ବିଶ୍ୱକପ୍‌: କ୍ୱାଲିଫିକେଶନ ରାଉଣ୍ଡରେ ଶୀର୍ଷରେ ଭାରତୀୟ ମହିଳା

ଗ୍ବାଟେମାଲା ସିଟି,୨୨।୪(ପି.ଟି.): ଦୀର୍ଘ ଦୁଇବର୍ଷ ପରେ ଆର୍ଚେରୀ ବିଶ୍ୱକପ୍‌କୁ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ରିକର୍ଭ ଆର୍ଚରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। କ୍ୱାଲିଫିକେଶନ ରାଉଣ୍ଡରେ ଭାରତୀୟ ମହିଳା ରିକର୍ଭ ଟିମ୍‌ ଶୀର୍ଷରେ ରହିଛି। ଅଙ୍କିତା ଭକତ ଓ ଦୀପିକା କୁମାରୀ ପ୍ରାରମ୍ଭିକ...

ସୁପର ଲିଗ୍‌ରୁ ଓହରିଲେ ୬ ଇଂଲିଶ କ୍ଲବ୍‌

ଲଣ୍ଡନ,୨୨।୪(ପି.ଟି.): ହାଇପ୍ରୋଫାଇଲ ସୁପର ଲିଗ୍‌ରୁ ୬ଟି ଇଂଲିଶ କ୍ଲବ୍‌ ଓହରିଯାଇଛନ୍ତି। ଫଳରେ ଆରମ୍ଭ ହେବା ପୂର୍ବରୁ ଏହି ଲିଗ୍‌ ଏକପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇଂଲିଶ କ୍ଲବ୍‌ଗୁଡିକ ଓହରିଯିବା ପରେ ସ୍ପାନିଶ ଓ ଇଟାଲୀର କ୍ଲବଗୁଡିକ ଚକିତ ହୋଇଛନ୍ତି। ଆର୍ସେନାଲ,...

ଅଲିମ୍ପିକ୍ସ ଫୁଟ୍‌ବଲ ଡ୍ର: ଗ୍ରୁପ୍‌ ‘ଡି’ରେ ବ୍ରାଜିଲ

ଜୁରିଚ୍‌, ୨୨।୪(ଏ.ପି.)- ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଡ୍ର’ ଅନୁସାରେ ଗତଥରର ପୁରୁଷ ବିଭାଗ ଚାମ୍ପିୟନ ବ୍ରାଜିଲ...

ପ୍ରଥମ ଟି୨୦ ଜିତିଲା ପାକିସ୍ତାନ

ହରାରେ, ୨୨।୪- ହରାରେ ସ୍ପୋର୍ଟ୍ସ କ୍ଲବରେ ବୁଧବାର ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ପାକିସ୍ତାନ ୧୧ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହମ୍ମଦ ରିଜଓ୍ବାନଙ୍କ ଦ୍ରୁତ ୮୨(୬୧ ବଲ, ୧୦ ଚୌକା, ୧...

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ ମିଳିଲା ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ। ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ...

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି, ଯାହା ଆଇପିଏଲ ଇତିହାସରେ କଦାପି ଘଟି ନ ଥିଲା। ସିଏସ୍‌କେ ଅଧିନାୟକ...

କେକେଆର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେ ଓପନର

ମୁମ୍ବାଇ,୨୧।୪: କୋଲକାତା ନାଇଟ୍‌ ରାଇଜଡର୍ସ (କେକେଆର)ର ବୋଲରଙ୍କ ଉପରେ ଭାରି ପଡ଼ିଲେ ସିଏସ୍‌କେର ବ୍ୟାଟ୍ସମ୍ୟାନ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସର ଓପନର ଛକା ଓ ଚୌକାର ବର୍ଷା କଲେ। ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ମୋଇଲ ଅଲି ଓ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri