ଖେଳ

ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି...

VIDEO:ସୂର୍ଯ୍ୟକୁମାର ଲଗାତର ଚୌକା ମାରୁଥିବା ଦେଖି ରାଗିଗଲେ ରଶିଦ: ଦେଲେ ଏମିତି ଧମକ

ନୂଆଦିଲ୍ଲୀ,୨୧।୯: ଟି-୨୦ ବିଶ୍ୱକପ ୨୦୨୪ରେ ଗୁରୁବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ସୁପର-୮ ରାଉଣ୍ଡରେ ୪୭ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜେତା ସୂର୍ଯ୍ୟକୁମାର ଯାଦବ ପ୍ରମାଣିତ...

ମହମ୍ମଦ ସାମିଙ୍କୁ ବିବାହ କରିବେ କି ସାନିଆ ମିର୍ଜା: ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଏବଂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିବା କୁହାଯାଉଛି। ଯଦିଓ ଉଭୟଙ୍କ ମଧ୍ୟରେ ବିବାହ ସମ୍ବନ୍ଧରେ...

ଗମ୍ଭୀର ନୁହେଁ, ଏହି କ୍ରିକେଟର୍‌ ହେବେ ଟିମ୍‌ ଇଣ୍ଡିଆର କୋଚ!

ନୂଆଦିଲ୍ଲୀ,୨୧।୬: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚଙ୍କୁ ନେଇ ଆଜିକାଲି ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆ ଆଜିକାଲି ଟି-୨୦ ବିଶ୍ୱକପ ୨୦୨୪ ଖେଳୁଛି। ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ।...

ଟି-୨୦ ବିଶ୍ୱକପ୍‌ରେ ବଡ଼ ରେକର୍ଡ ହାସଲ କଲା ଟିମ୍‌ ଇଣ୍ଡିଆ

ବାର୍ବାଡୋଶ୍‌,୨୧।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଟିମ ଇଣ୍ଡିଆ ଗୁରୁବାର ଆଫଗାନିସ୍ତାନକୁ ୪୭ ରନ୍‌ରେ ପରାସ୍ତ କରିଛି। ଏହି ସଂସ୍କରଣରେ ଏହା ଟିମ ଇଣ୍ଡିଆର ଚତୁର୍ଥ ବିଜୟ ଥିଲା। ଭାରତର ୧୮୧ ରନ...

ସୁପର୍‌-୮ରେ ଭାରତର ପ୍ରଭାବୀ ବିଜୟ

ବାର୍ବାଡୋସ୍‌,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ। ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌...

ନ୍ୟାଶନାଲ କ୍ରିକେଟ ଲିଗ୍‌: ସିଡିଏ ଡିଏଭିର ପ୍ରୀତିଶ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ

କଟକ,୨୦ା୬(କାର୍ତ୍ତିକ ସାହୁ): କୋଲକାତାରେ ଖେଳାଯାଇଥିବା ନ୍ୟାଶନାଲ କ୍ରିକେଟ ଲିଗ୍‌(ଏନ୍‌ସିଏଲ)ର ଷ୍ଟେଟ ସେଲେକ୍ସନ ମ୍ୟାଚ୍‌ରେ ପ୍ରୀତିଶ ମିଶ୍ର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାମ ହାତୀ ବ୍ୟାଟ୍‌ସ ମ୍ୟାନ୍‌ ପ୍ରୀତିଶ ବିଭିନ୍ନ ବୟସ ବର୍ଗର...

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହାତରେ କଳା ପଟି ବାନ୍ଧି କାହିଁକି ପଡ଼ିଆକୁ ଆସିଲେ ଭାରତୀୟ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଆଫଗାନିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୪ ସୁପର ୮ର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳର ଖେଳାଳିମାନେ ବାମ ହାତରେ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ପ୍ରବେଶ କରିଥିଲେ। ସମସ୍ତେ...

ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ...

ବିଜୟ ‘ଚୌକା’ ଲଗାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ଇଣ୍ଡିଆ:ଜାଣନ୍ତୁ କେବେ, କେଉଁଠି ଦେଖିପାରିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ। ବାରବାଡୋସରେ ଏହି ମ୍ୟାଚ ଖେଳାଯିବ। ସୁପର-୮ରେ ଉଭୟ ଦଳ ଗ୍ରୁପ-୧ରେ ଅଛନ୍ତି। ଆଫଗାନିସ୍ତାନର ଆହ୍ବାନ ଭାରତ ପାଇଁ ସହଜ ହେବ ନାହିଁ। ତେବେ ତିନିଟି ଗ୍ରୁପ ପର୍ଯ୍ୟାୟ...

ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ…

ନୂଆଦିଲ୍ଲୀ,୨୦।୬: ଟି -୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଆରମ୍ଭ ହୋଇଛି। ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯିବ। ୧୯୯୭ରେ ଖେଳୁଥିବାବେଳେ ଟେଷ୍ଟ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗୁରୁବାର...

ମନ୍ଧାନା, ହରମନ୍‌ପ୍ରୀତଙ୍କ ଶତକ; ଭାରତର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୯ା୬: ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ମହିଳା ଦିନିକଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ଭାରତ। ୪ ରନ୍‌ରେ ଜିତିବା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri