ଖେଳ

ଅଲିମ୍ପିକ ପୂର୍ବରୁ ଟିକାକରଣ ନେଇ ଆଥ୍‌ଲେଟ ଅନୁରୋଧ କରିନାହାନ୍ତି

ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଥ୍‌ଲେଟ ଅନୁରୋଧ କରିନାହାନ୍ତି ବୋଲି ଆୟୋଜକ କମିଟି...

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସଂଘର୍ଷ କରୁଥିବା କୋଲକାତା...

ଲୋକଙ୍କୁ ଏମିତି ନିବେଦନ କଲେ କୋହଲି

ମୁମ୍ବାଇ,୨୧।୪: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ତିନି ଦିନ ଧରି ଦେଶରେ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର...

ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ମୁମ୍ବାଇ, ୨୧।୪: ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବେନ ଷ୍ଟୋକ୍ସଙ୍କ ପରେ ଆଉ ଜଣେ ଖେଳାଳି ଦଳରୁ ବାଦ୍‌ ପଡିଛନ୍ତି। ଆହତ କାରଣରୁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଚଳିତ ସିଜନରେ...

କମ୍‌ ବୟସରେ ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ କଲେ ଖୁଲାସା

ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର୍‌ ରାହୁଲ ଚହର ନିଜ ବୋଲିଂକୁ ନେଇ ଚର୍ଚ୍ଚାରେ ଥାନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ହେୟାର ଷ୍ଟାଇଲ୍‌ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ। ନିଜ ପ୍ରଶଂସକଙ୍କୁ...

ସବୁ ବିଭାଗରେ ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଚେନ୍ନାଇ,୨୦।୪ : ପ୍ରଥମେ ବୋଲିଂ ଓ ଫିଲ୍ଡିଂ ତା’ ପରେ ବ୍ୟାଟିଂ ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏଥବ ସହ ଗତବର୍ଷରୁ ମୁମ୍ବାଇ ବିପକ୍ଷରେ ଚାଲିଥିବା ପରାଜୟ ଧାରା ଦିଲ୍ଲୀ ଭଙ୍ଗ କରିଛି। ଗତ ସିଜନରେ ଫାଇନାଲ...

୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ

ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌ ଡାଇଭ୍‌ ମାରିଥିଲେ। ୩୯ ବର୍ଷ ବୟସରେ ଫିଟ୍‌ ଥିବାରୁ ଧୋନୀଙ୍କୁ ଅନେକ ପ୍ରଶଂସା...

କୋହଲିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବାବର ଆଜାମ

ହରାରେ, ୨୦।୪: ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ବୁଧବାରଠାରୁ ପାକିସ୍ତାନ ଓ ଜିମ୍ବାଓ୍ବେ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏହି ସିରିଜ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଭାରତୀୟ ରନ୍‌ମେସିନ ବିରାଟ କୋହଲିଙ୍କ...

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କଷ୍ଟକର, ଯାହାକି ପୂର୍ବ କିଛି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ...

ଆଇପିଏଲରେ ଖେଳିବା ପାଇଁ ଫିଟ୍‌ ହେଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍‌ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବାକୁ ସୁଯୋଗ ମିଳିପାରେ। ଗୋଇଠି ଜନିସ ସମସ୍ୟା କାରଣରୁ ସେ ଏପର୍ଯ୍ୟନ୍ତ ଚଳିତ...

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷ ମ୍ୟାଚରେ ସେ ୩ଟି ଉଇକେଟ...

ସାଥୀ ଖେଳାଳିଙ୍କ ପାଇଁ ଉପବାସ ରଖୁଛନ୍ତି ଏହି ଦୁଇ ପ୍ରସିଦ୍ଧ କ୍ରିକେଟର୍‌

ଏପ୍ରିଲ ୧୪ରୁ ପବିତ୍ର ରମ୍‌ଜାନ ମାସ ଆରମ୍ଭ ହୋଇଛି। ଏହି ମାସରେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଉପବାସ ରଖି ଆଲ୍ଲାଙ୍କୁ ସ୍ମରଣ କରନ୍ତି। କିଛି କ୍ରିକେଟର ଅଛନ୍ତି ଯେଉଁମାନେ ମ୍ୟାଚ୍‌ ଚାଲିଥିବା ସମୟରେ ମଧ୍ୟ ଉପବାସ ରଖୁଛନ୍ତି। ଏଥର ଆଇପିଏଲ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri