ଖେଳ

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। କିଛି ଦଳ ଚେନ୍ନାଇରେ ସିଜିନ ଆରମ୍ଭ କରିଥିବାବେଳେ...

ନିଜ ଦୁଃଖ ବଖାଣିଲେ ଧୋନୀ

ମୁମ୍ବାଇ, ୨୦।୪: ଆଇପିଏଲ୍‌ ୨୦୨୧ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ପରେ ଧୋନୀ ତାଙ୍କ ଫିଟନେସ ବିଷୟରେ କହିଥିଲେ। ଧୋନି ସ୍ବୀକାର କରିଛନ୍ତି ଯେ,...

ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ

ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ ଅନେକ କ୍ଷେତ୍ରରେ ରବିନ୍ଦ୍ର ଜାଡେଜାଙ୍କ...

ମାତ୍ର ୨୧ ବଲ୍‌ରେ ବଦଳିଗଲା ସମ୍ପୂର୍ଣ୍ଣ ମ୍ୟାଚ୍‌: ବିଜୟୀ ମ୍ୟାଚ୍‌ ହାରିଲା ରାଜସ୍ଥାନ

ମୁମ୍ବାଇ, ୨୦।୪: ଆଇପିଏଲରେ ୨୦୨୧ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପୁଣି ଟ୍ରାକ୍‌କୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ଦଳ ହାରିବା ପରେ ଦଳ କ୍ରମାଗତ ଦୁଇଟି ମ୍ୟାଚ ଜିତି ନିଜର...

ମୁମ୍ବାଇ ସିଟି ଏଫ୍‌ସି ସହ ରହିବେ ବିପିନ ସିଂ

ମୁମ୍ବାଇ, ୨୦ା୪ (ପି.ଟି.)- ଭାରତର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ବିପିନ ସିଂଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ମୁମ୍ବାଇ ସିଟି ଏଫ୍‌ସି ତରଫରୁ ସୋମବାର ଘୋଷଣା କରାଯାଇଛି। ଦଳ ସହିତ ସେ ୨୦୨୫ ମେ’ ପର୍ଯ୍ୟନ୍ତ ରହିବେ। ମଣିପୁରର...

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ...

ଭାରତ ପାଇଁ ୪ ପଦକ ନିଶ୍ଚିତ

ନୂଆଦିଲ୍ଲୀ, ୨୦ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଉଭୟ ପୁରୁଷ ଓ ମହିଳା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଏସିଆନ ଚାମ୍ପିୟନ ଭିନ୍‌କା ଓ ଅଲଫିୟା ପଠାନଙ୍କ ସମେତ ଭାରତର ୪ ବକ୍ସର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି।...

ଦୂତୀଙ୍କୁ ନେଇ ଆଶାରେ ହିମା

ନୂଆଦିଲ୍ଲୀ, ୨୦।୪ (ପିଟି)-ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ୪x୧୦୦ ମିଟର ରିଲେ ଦଳ ଅଂଶଗ୍ରହଣ କରିବ। ସ୍ପ୍ରିଣ୍ଟ କୁଇନ ଓଡ଼ିଶାର ଦୂତୀ ଚାନ୍ଦ ଏହି ଦଳରେ ଥିବାରୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ହାସଲ...

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌ କଷ୍ଟକର। ଏହା ଧୋନୀଙ୍କ ଦକ୍ଷ ନେତୃତ୍ୱ ବଳରେ ସମ୍ଭବ ହୋଇପାରିଛି। ସୋମବାର ଖେଳାଯାଇଥିବା...

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ଭାବେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ...

ଧୋନୀଙ୍କୁ ବୋଲର ହିଁ ଭରସା

ମୁମ୍ବାଇ,୧୯।୪ : ରାଜସ୍ଥାନ ରୟାଲ୍ସ ଆଗରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛିଡ଼ା କରିଛି ୧୮୯ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇ ପିଚ୍‌ରେ ଏହା ଯଥେଷ୍ଟ ନୁହେଁ। ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେକୁ ଜିତିବା ପାଇଁ...

ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ,୧୯।୪ : ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ କାକର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri