ଖେଳ

ସୋମବାର ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର

ଲଣ୍ଡନ, ୧୭।୪(ପି.ଟି.)- ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳିରେ ଅସ୍ତ୍ରୋପଚାର ଆସନ୍ତା ସୋମବାର ହେବ। ଫଳରେ ସେ ଅତିକମ୍‌ରେ ୧୨ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଦ୍ୱିତୀୟ ଥର ପାଇଁ ଏକ୍ସ-ରେ ଓ ସିଟି ସ୍କାନରୁ...

ଅବସରରୁ ଫେରିପାରନ୍ତି ଡି’ଭିଲର୍ସ

କେପ୍‌ଟାଉନ, ୧୭।୪- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅବସରରୁ ଫେରିପାରନ୍ତି। ଆସନ୍ତା ଟି୨୦ ବିଶ୍ୱକପରେ ତାଙ୍କୁ ପୁଣି ଦକ୍ଷିଣ ଆଫ୍ରିକା ଜର୍ସିରେ ଦେଖିବାକୁ ମିଳିପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା କୋଚ୍‌ ମାର୍କ ବାଉଚର।...

ଅଲିମ୍ପିକ୍ସରେ ଭାଗ ନେବେନି କୋଲ୍‌ମ୍ୟାନ

ଜେନେଭା, ୧୭ା୪(ଏପି)- ଆମେରିକାନ୍‌ ସ୍ପ୍ରିଣ୍ଟର ଖ୍ରିଷ୍ଟିଆନ୍‌ କୋଲ୍‌ମ୍ୟାନ ଅଲିମ୍ପିକ୍ସରେ ଭାଗ ନେଇପାରିବେ ନାହିଁ। ଜାଣିଶୁଣି ଡୋପିଂ ଟେଷ୍ଟ ଦେଇ ନ ଥିବାରୁ ତାଙ୍କ ଉପରେ୧୦୦ମିଟର ବିଶ୍ୱଚାମ୍ପିୟନଙ୍କୁ ୨ବର୍ଷ ବାସନ୍ଦ କରାଯାଇଥିଲା। ତାହାକୁ ଉଠାଇବା ଲାଗି ସେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ...

ବୋଟାସ ଦ୍ରୁତତମ

ଇମୋଲା(ଇଟାଲୀ),୧୭ା୪(ଏପି)-ଇମିଲିଆ-ରେମାଗ୍ନା ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦୁଇଟି ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଜନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ବୁଲ୍‌ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଦୁଇଟି ଯାକ ପ୍ରାକ୍ଟିସ ସେସନରେ...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ: ଭିନେଶ ଓ ଅଂଶୁଙ୍କୁ ପ୍ରଥମ ସ୍ବର୍ଣ୍ଣ

ଅଲମାଟି, ୧୬ା୪ (ପି.ଟି.)-ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ରେସ୍‌ଲର ଭିନେଶ ଫୋଗତ ଓ ଅଂଶୁ ମଲିକ ଏସିଆନ ଚାମ୍ପିୟନଶିପ୍‌ରେ ସେମାନଙ୍କର ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚାଇନିଜ ଓ ଜାପାନିଜ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କ ଅନୁପସ୍ଥିତିରେ ଭିନେଶ ଶୁକ୍ରବାର ଗୋଟିଏ...

ଯୁବ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଅରୁନ୍ଧତି, ବେବିରୋଜିସାନା

ନୂଆଦିଲ୍ଲୀ,୧୭।୪(ପି.ଟି.): ପୋଲାଣ୍ଡର କିଏଲ୍‌ସିଠାରେ ପୁରୁଷ ଓ ମହିଳାଙ୍କୁ ନେଇ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ପଦକ ବିଜୟିନୀ ଅରୁନ୍ଧତି ଚୌଧୁରୀ ୬୯ କେ.ଜି. ବର୍ଗରେ ଓ ବେବିରୋଜିସାନା ଚାନୁ ୫୧ କେ.ଜି. ବର୍ଗରେ କ୍ୱାର୍ଟର...

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ ଚଲୋ’ ଗୀତ ଉତ୍ସର୍ଗ କରିଛନ୍ତି। ସେହିପରି ଚେନ୍ନାଇର ତାରକା ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ...

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ...

ଧୋନୀଙ୍କ ମାଇଲଷ୍ଟୋନ ମ୍ୟାଚ୍‌, ଜିତିଲା ସିଏସ୍‌କେ

ମୁମ୍ବାଇ,୧୬।୪: ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ପ୍ରଥମ ଖେଳାଳି ଭାବେ ୨୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ଧୋନୀଙ୍କ ଏହି ମାଇଲଷ୍ଟୋନ ମ୍ୟାଚ୍‌ରେ ସିଏସ୍‌କେ ୨୨ ବଲ ବାକି ଥାଇ ୬ ଉଇକେଟରେ ପଞ୍ଜାବ...

ଶାହାରୁଖଙ୍କୁ ଛାଡ଼ି ସବୁ ଫେଲ୍‌

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବୋଲର ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ଧରାଶାୟୀ ହୋଇପଡ଼ିଲା ପଞ୍ଜାବ କିଙ୍ଗ୍ସ। ଶାହାରୁଖ ଖାନଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଲେ ସମସ୍ତ ବ୍ୟାଟ୍ସମ୍ୟାନ। ମୟଙ୍କ ଅଗ୍ରଓ୍ବାଲ ଓ ନିକୋଲାସ ପୁରନ...

ଭୁଲ୍‌ ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ପେସର ନର୍ଟଜେଙ୍କ କୋଭିଡ୍‌ ରିପୋର୍ଟ

ମୁମ୍ବାଇ, ୧୬ା୪- ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅନରିଚ ନର୍ଟଜେ ଶୁକ୍ରବାର କଠିନ କ୍ୱାରେଣ୍ଟିନ ଶେଷ କରିଛନ୍ତି। ଭୁଲ କୋଭିଡ୍‌-୧୯ ରିପୋର୍ଟ ଯୋଗୁ ତାଙ୍କୁ ଅଧିକ କିଛି ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିଥିଲା। ଗତ ସିଜନରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ...

ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ, ୧୬ା୪- କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାଟିଂ ପିଚ୍‌ ଓ ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri