ଖେଳ

ବାବରଙ୍କ ଠାରୁ କୋହଲି ଟେକ୍‌ନିକ ଶିଖିବା ଦରକାର କହିଲେ ପ୍ରାକ୍ତନ ଖେଳାଳି

ଲାହୋର, ୧୧ା୪- ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟେକ୍‌ନିକ ଶିକ୍ଷା କରିବା ଦରକାର। ଏଭଳି ମତ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପେସର ଆକିବ ଜାଭେଦ। ଏପର୍ଯ୍ୟନ୍ତ ଭାରତ ପାଇଁ ୨୫୪ ଦିନିକିଆ ଓ...

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ରାଣା (୮୦ ରନ୍‌, ୫୬ ବଲ, ୯...

ପ୍ରଥମେ ବ୍ୟାଟିଂ କରିବ କେକେଆର୍‌

ଚେନ୍ନାଇ, ୧୧ା୪-  ଚଳିତ ଆଇପିଏଲର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ସ୍ପିନରଙ୍କୁ ସୁହାଉଥିବା ପିଚ୍‌କୁ ଦୃଷ୍ଟିରେ ରଖି...

ପାକିସ୍ତାନ ଜର୍ନାଲିଷ୍ଟଙ୍କୁ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ବାଙ୍ଗଲୋର, ୧୧ା୪- ପୂର୍ବତନ ଭାରତୀୟ ପେସର ଭେଙ୍କଟେଶ ପ୍ରସାଦ ରବିବାର ପାକିସ୍ତାନର ଜଣେ ଜର୍ନାଲିଷ୍ଟଙ୍କୁ ଜବାବ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଏବେ ପାଲଟିଛି ଚର୍ଚ୍ଚାର କାରଣ। ୧୯୯୬ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅମିର ଶେହେଲଙ୍କୁ...

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ ଆଗରେ ବଡ଼ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ୩ ଥର ଆଇପିଏଲ...

ମକା ପୋଡ଼ିବା ପାଇଁ ବୃଦ୍ଧା ବ୍ୟବହାର କଲେ ସୋଲାର, ପୂର୍ବତନ କ୍ରିକେଟର କହିଲେ ଏମିତି

ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବୃଦ୍ଧା ଜଣକ ଏମିତି କିଛି କରୁଛନ୍ତି, ଯାହା ଆପଣ ଆଗରୁ କେବେ ଦେଖି ନ ଥିବେ। ସେ...

ଇତିହାସ ରଚିଲା ପାକିସ୍ତାନ

ଜୋହାନ୍ସବର୍ଗ,୧୧।୪: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପାକିସ୍ତାନୀ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଜିତିଛି। ଚାରି ମ୍ୟାଚ ବିଶିଷ୍ଟ...

ସେତେବେଳେ ୮ ବର୍ଷର ଥିଲେ ପୃଥ୍ବୀ; ଏବେ ଧଓ୍ବନଙ୍କ ସହ ମିଶି…

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରନ୍‌ର ବର୍ଷା ହୋଇଥିଲା। ମୁମ୍ବାଇର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ ଟିମ୍‌ ବାଜିମାତ କରିଥିଲା। ମୁକାବିଲାରେ ଡିସିର ଯୁବ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ...

ଧୋନୀ ‘ଶୂନ’ରେ ଆଉଟ ହେବା ପରେ ଟ୍ରୋଲ ହେଲେ ରୋହିତ ଶର୍ମା: ଜାଣନ୍ତୁ ଭିତିରି କଥା

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ଧୋନୀ ମାତ୍ର ଦ୍ୱିତୀୟ...

ଶୂନରେ ଆଉଟ୍‌, ମ୍ୟାଚ୍‌ ବି ହାରିଲେ; ଏବେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସ୍ଲୋ ଓଭରକୁ ନେଇ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଦଳ ଏହି ମ୍ୟାଚ୍‌ ଜିତିପାରି ନ ଥିବା ବେଳେ ଆଇପିଏଲ୍‌ର...

ହର୍ଶଲଙ୍କୁ କୋହଲିଙ୍କ ପ୍ରଶଂସା

ଚେନ୍ନାଇ,୧୧।୪(ପି.ଟି.): ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ହର୍ଶଲ ପଟେଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ବଲ୍‌ରେ ପରାସ୍ତ କରିଥିଲା। ହର୍ଶଲ ପଟେଲଙ୍କ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଅଧିନାୟକ ବିରାଟ କୋହଲି...

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri