ଖେଳ

ଆଇପିଏଲ୍‌- ୧୪: କୋଲକାତା- ହାଇଦ୍ରାବାଦ ମୁକାବିଲା ଆଜି

ଚେନ୍ନାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ତୃତୀୟ ମ୍ୟାଚରେ ରବିବାର ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି...

ହାଇଦ୍ରାବାଦରୁ କୋଲାକୋଙ୍କୁ ଆଣିଲା ଏଟିକେ

ହାଇଦ୍ରାବାଦ, ୧୦ା୪(ପି.ଟି.)-ହାଇଦ୍ରାବାଦ ଏଫ୍‌ସିରୁ ରେକର୍ଡ ଟ୍ରାନ୍ସଫର ଫି’ ବିନିମୟରେ ଲିଷ୍ଟନ କୋଲାକୋଙ୍କ ସହ ଚୁକ୍ତି କରିଛି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ମୋହନବାଗାନ। ହାଇଦ୍ରାବାଦ ଏଫ୍‌ସି ଓ ଏଟିକେ ମୋହନବାଗାନ ଦଳର ସହମତିରେ ଏହି ଟ୍ରାନ୍ସଫର ହୋଇଛି।...

ଆଇପିଏଲ: ଓ୍ବାଙ୍ଖଡେରେ ମ୍ୟାଚ୍‌ ଦେଖିବା ପାଇଁ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ

ମୁମ୍ବାଇ,୧୧।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଏଥର ୧୦ଟି ମ୍ୟାଚ୍‌ ଆୟୋଜନ ହେବ। ଏହି ମ୍ୟାଚ୍‌ଗୁଡିକ ଦେଖିବାକୁ ଏବେ ସୁଯୋଗ ସୃଷ୍ଟି ହୋଇଛି। କୋଭିଡ୍‌-୧୯ ନେଭେଟିଭ ରିପୋର୍ଟ ଦେଖାଇପାରିଲେ ଦର୍ଶକ ଓ୍ବାଙ୍ଖଡେରେ ଏହି...

ଅଂଶୁ, ସୋନମଙ୍କୁ ଅଲିମ୍ପିକ ଯୋଗ୍ୟତା

ଅଲ୍‌ମାଟି (କାଜାଖସ୍ତାନ),୧୧ା୪(ପି.ଟି.)-ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତର ଯୁବ ରେସ୍‌ଲର ଅଂଶୁ ମଲିକ ଓ ସୋନମ ମଲିକ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୯ ବର୍ଷୀୟା ଅଂଶୁ ଓ ୧୮ ବର୍ଷୀୟା...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପଦବୀରୁ ରୋମାଙ୍କ ଇସ୍ତଫା

ନୂଆଦିଲ୍ଲୀ, ୧୧ା୪ (ପି.ଟି.)-୨୦୨୨ରେ ଭାରତରେ ହେବାକୁ ଥିବା ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଏବଂ ଏଏଫ୍‌ସି ମହିଳା ଏସିଆନ କପ୍‌ ପାଇଁ ନିଯୁକ୍ତ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ବ୍ୟକ୍ତିଗତ କାରଣ ଦର୍ଶାଇ ଶନିବାର ତାଙ୍କ ପଦବୀରୁ ଇସ୍ତଫା...

ବିଜୟରୁ ଦିଲ୍ଲୀର ଆରମ୍ଭ

ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍‌)ର ଗତ ସଂସ୍କରଣ ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍‌ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ମହେନ୍ଦ୍ର ସିଂ ଧୋନୀଙ୍କ...

ଦିଲ୍ଲୀ ସମ୍ମୁଖରେ ୧୮୯ ରନ୍‌ର ଟାଗେଟ୍‌

ମୁମ୍ବାଇ,୧୦ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ। ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ । ପିଚ୍‌କୁ ନଜରରେ ରଖି ଦଳ ପକ୍ଷରୁ...

ଆଇପିଏଲ୍‌ ଇତିହାସରେ ପ୍ରଥମ: ମୁମ୍ବାଇ ବିପକ୍ଷରେ ଏଭଳି ରେକର୍ଡ କରି ଚମକାଇଲେ ଆର୍‌ସିବିର ଏହି ବୋଲର୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ଆଇପିଏଲ୍‌-୨୦୨୧। ଶୁକ୍ରବାର ଚେନ୍ନାଇ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପ୍ରଥମ ଲଢ଼େଇ ରୋମାଞ୍ଚର ରହିଥିଲା। ଏଥିରେ ବାଜି ମାରିଥିଲା ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌।...

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍‌ଙ୍କ କଠିନ ପରିଶ୍ରମରେ ପ୍ରଭାବିତ...

ଚାମ୍ପିୟନଶିପ୍‌ ଜିତିବା ମହତ୍ୱପୂର୍ଣ୍ଣ, ପ୍ରଥମ ମ୍ୟାଚ୍‌ ଜିତିବା ନୁହେଁ: ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୪: ନବମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ ଜିତିପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)। ଶୁକ୍ରବାର ଖେଳାଯାଇଥିବା ଆର୍‌ସିବି ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ୨ ଉଇକେଟରେ ପରାଜିତ ହୋଇଛି। ହେଲେ ଏଥିଯୋଗୁ ନିରାଶ ହୋଇ ନ...

ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍‌(ଆଇପିଏଲ୍‌)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଆପଣ କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ ଏହାକୁ ଦେଖିପାରିବେ। କେବେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri