ଖେଳ

ଆଜିଠୁ ଆଇପିଏଲ୍‌: ଟାଇଟଲ୍‌ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍‌ର ଏହି ନୂତନ ସିଜନରେ ୨୩...

ଆଇପିଏଲ୍‌-୨୦୨୧ ହେବ ଧୋନୀଙ୍କ ଶେଷ ଟୁର୍ନାମେଣ୍ଟ ? ସିଏସ୍‌କେର ସିଇଓ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୯।୪: ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ପରେ ସେ ଆଇପିଏଲ୍‌ ଖେଳିବେ କି ନାହିଁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେ ‘ଡେଫିନାଇଟଲି ନଟ୍‌’ କହି ଆଲୋଚନାକୁ ବନ୍ଦ...

ଆଜି ଯାଏ ହୋଇଥିବା ମ୍ୟାଚ୍‌ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍‌ ଇତିହାସରେ ରହିଛି ଏଭଳି ରେକର୍ଡ

ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସିଜିନର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଭେଟିବ। ପାଞ୍ଚଥର ଟାଇଟଲ ବିଜେତା ଏମ୍‌ଆଇ ସିଜିନର ପ୍ରଥମ ମ୍ୟାଚ୍‌ ନିଜ...

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା...

ଆଇପିଏଲ୍‌ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍‌ କରିବାକୁ ଗଣମାଧ୍ୟମକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଅବସ୍ଥା ସୁଧୁରିଲେ ଏହି ନିୟମ ଉଠାଇଦିଆଯିବ ବୋଲି...

ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି ୧୩ତମ ସିଜନ ଅଧିନାୟକ। ସେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୨ ଥର ଅଧିନାୟକ...

କରୋନାକୁ ହରାଇଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୯।୪: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କରୋନାକୁ ପରାସ୍ତ କରିଛନ୍ତି। ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛନ୍ତି। ସଚିନ ଏବେ କିଛି ଦିନ ଘରେ ବିଶ୍ରାମ ନେବେ। ମାର୍ଚ୍ଚ ୨୭ରେ ସଚିନ ତେନ୍ଦୁଲକରଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା...

ଏକ ସପ୍ତାହ ଘୁଞ୍ଚତ୍ଲା ଫ୍ରେଞ୍ଚ୍‌ ଓପନ୍‌

ପ୍ୟାରିସ୍‌, ୯ା୪ (ଏପି)- କରୋନା ଭାଇରସ ମହାମାରୀ ଯୋଗୁ ଫ୍ରେଞ୍ଚ ଓପନ ଟେନିସ୍‌ ଟୁର୍ନାମେଣ୍ଟକୁ ଏକ ସପ୍ତାହ ବିଳମ୍ବ କରାଯାଇଛି। ଆୟୋଜକଙ୍କ ପକ୍ଷରୁ ଗୁରୁବାର ଏ ବିଷୟରେ ଘୋଷଣା କରାଯାଇଛି। ଏହି କ୍ଲେ-କୋର୍ଟ ଟୁର୍ନାମେଣ୍ଟ ମେ ୨୩ରେ ଆରମ୍ଭ ହୋଇଥାନ୍ତା।...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଭୁବନେଶ୍ୱର

ଦୁବାଇ, ୯ା୪ (ପି.ଟି.)-ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ଦୌଡ଼ରେ ରହିଥିବା କ୍ରିକେଟରମାନଙ୍କ ମଧ୍ୟରେ ଭାରତର ଅଭିଜ୍ଞ ସିମ୍‌ ବୋଲର ଭୁବନେଶ୍ୱର କୁମାର ଅନ୍ୟତମ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ମ୍ୟାଚଗୁଡ଼ିକରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ...

ହରେନ୍ଦ୍ର ଆମେରିକା ହକି ଦଳର କୋଚ୍‌ ନିଯୁକ୍ତ

କଲରାଡୋ ସ୍ପ୍ରିଙ୍ଗ୍ସ (ୟୁଏସ୍‌ଏ), ୯ା୪ (ପି.ଟି.)-ଭାରତର ପୂର୍ବତନ ହକି କୋଚ୍‌ ହରେନ୍ଦ୍ର ସିଂ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ହରେନ୍ଦ୍ର ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ଭାରତ...

ବିଷ୍ଣୁ, ଗଣପତି-ବରୁଣଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ନୂଆଦିଲ୍ଲୀ, ୯।୪(ପି.ଟି.)-ଏକ ଐତିହାସିକ ଘଟଣା କ୍ରମରେ ପ୍ରଥମ ଥରପାଇଁ ଅଲିମ୍ପିକ୍ସରେ ୪ ଜଣ ଭାରତୀୟ ସେଲର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଓମାନରେ ଏସୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ମୁସାନା ଓପନ ଚାମ୍ପିୟନଶିପ୍‌ରେ ଚମତ୍କାର ପ୍ରଦର୍ଶନ କରି ବିଷ୍ଣୁ ସରଭାନନ ଏବଂ...

ଧନଶ୍ରୀଙ୍କ ଏହି ଜିନିଷକୁ ବେଶି ପସନ୍ଦ କରନ୍ତି ଚହଲ

ଆଇପିଏଲ୍‌ର ୧୪ତମ ସଂସ୍କରରଣର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଉଭୟ ଟିମ୍‌ର ଖେଳାଳିମାନେ କଠିନ ପରିଶ୍ରମ କରୁଛନ୍ତି। ତେବେ ଆର୍‌ସିବିର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଅଭ୍ୟାସରୁ କିଛି ସମୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri