ଖେଳ

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର...

ଆଇପିଏଲ୍‌:ଫୋକସ୍‌ରେ ନୂଆ ଅଧିନାୟକ ପନ୍ତ, ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଏକାଧିକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୪(ପି.ଟି.): ଆଉ ଦୁଇ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଯୁବ ତଥା ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦଳର ନେତୃତ୍ୱ...

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍‌ ନିୟମ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌...

ଓପନିଂ ମ୍ୟାଚ ଖେଳିବେନି ରାବାଡା, ନର୍ଟଜେ

ମୁମ୍ବାଇ, ୬ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନର୍ଟଜେ ମଙ୍ଗଳବାର ଏଠାରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଏବେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏଣୁ...

ଧୋନୀଙ୍କ ବିପକ୍ଷରେ ଏଭଳି ରଣନୀତି ଆପଣାଇବେ ବୋଲି କହିଲେ ପନ୍ତ; ହରାଇବାକୁ…

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସିଏସ୍‌କେକୁ ହରାଇବା ଲାଗି ନିଜର ଯୋଜନା ବିଷୟରେ ମୁହଁ ଖୋଲିଛନ୍ତି ନୂତନ ଭାବେ ଡିସିର...

ସ୍ମିଥଙ୍କୁ ଟପ୍‌ ୩ରେ ବ୍ୟାଟିଂ କରିବାକୁ ପଡ଼ିବ

ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଏହା ମଙ୍ଗଳବାର କହିିଛନ୍ତି। ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ମାର୍କସ...

ନା ଧୋନୀ, ନା କୋହଲି; କେକେଆର୍‌ର ଏହି ମହଙ୍ଗା ଖେଳାଳିଙ୍କ ପସନ୍ଦର ଅଧିନାୟକ ହେଲେ…

ନୂଆଦିଲ୍ଲୀ,୬।୪: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ସାଢ଼େ ୧୫ କୋଟି ଟଙ୍କାରେ କିଣିଥିଲା। ଏବେ କୁମିନ୍ସ ଆଗାମୀ ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ହାଇଦ୍ରାବାଦ...

ଆଇପିଏଲ୍‌ ପୂର୍ବରୁ କରୋନା ମାଡ: ପୁଣି ୩ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ କରୋନା

ଆଇପିଏଲର ୧୪ ତମ ସିଜିନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମର ୩ଜଣ ଗ୍ରାଉଣ୍ଡ ଷ୍ଟାଫ୍‌...

କୁକୁରର ନାମ ଏମିତି ରଖିଲେ ଓ୍ବାଶିଂଟନ୍‌ ସୁନ୍ଦର: ଏବେ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର୍‌ ୱାଶିଂଟନ ସୁନ୍ଦରଙ୍କ ପାଇଁ ଏବେ ଏକ ସୁବର୍ଣ୍ଣ ସମୟ ଚାଳିଛି। ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାର ଚମତ୍କାର ଫାଇଦା ଉଠା ସେ ସମtସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ...

ଏହି ଷ୍ଟାଡିୟମରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୬।୪: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ ଏହା କହିଛନ୍ତି। ବିଶ୍ୱକପ୍‌ରସମସ୍ତ ମ୍ୟାଚ କେବଳ ଭାରତରେ ଅନୁଷ୍ଠିତ...

ମଇଳା ଭିତରେ ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି: ଫଟୋ ଶେୟାର କରି କହିଲେ…

ଆଇପିଏଲ୍‌ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ ଏବେ ଭାରତରେ ପହଞ୍ଚି ସାରିଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ନିଜ ଦଳ ସହ ଅଭ୍ୟାସ ପାଇଁ ଯୋଗ ଦେଇ ନାହାନ୍ତି। କୋଭିଡ୍‌-୧୯ ଯୋଗୁ ଏବେ ସେ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।...

ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ଏହି ଖାସ୍‌ ରେକର୍ଡ କରିପାରନ୍ତି ବିରାଟ କୋହଲି

ବିରାଟ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୧ରେ ସେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିପାରିବାର ସୁଯୋଗ ରହିଛି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ଏହା କରିନାହାଁନ୍ତି। ଟି -୨୦ ଲିଗ ଏପ୍ରିଲ ୯ରୁ ଆରମ୍ଭ ହେବ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri