ଖେଳ

ଭାରତୀୟ କ୍ରିକେଟର୍‌ର କର୍ନଲ କିଏ ଜାଣନ୍ତି, ତାଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ ସଚିନ-ଗାଭାସ୍କର

ଭାରତର ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। କର୍ନଲ ଭାବରେ ଜଣାଶୁଣା ଦିଲୀପ କ୍ରିକେଟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ଦିଲୀପ ଭେଙ୍ଗସରକାର ନିଜର ଚମତ୍କାର ଷ୍ଟ୍ରୋକପ୍ଲେ ପାଇଁ ଜଣାଶୁଣା ଥିଲେ। ସେ...

ସବିର ହୁସେନ ବିସିସିଆଇ ନୂଆ ଏସିୟୁ ମୁଖ୍ୟ

ନୂଆଦିଲ୍ଲୀ, ୬ା୪ (ପି.ଟି.)- ଅଜିତ ସିଂଙ୍କ ସ୍ଥାନରେ ଗୁଜରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସବିର ହୁସେନ ଶେଖଦମ୍‌ ଖଣ୍ଡଓ୍ବାଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ)ର ନୂତନ ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜସ୍ଥାନର...

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ ୭-୬ (୪), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୪ ବର୍ଷୀୟ ହୁକାର୍ଜଙ୍କ କ୍ୟାରିୟରର...

ଫଖର ଜମାନଙ୍କ ବିବାଦୀୟ ରନ ଆଉଟ

ଲଣ୍ଡନ, ୬ା୪: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ପାକିସ୍ତାନର ଫଖର ଜମାନଙ୍କ ବିବାଦୀୟ ଆଉଟକୁ ନେଇ କ୍ରିକେଟ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି। କ୍ୱିଣ୍ଟନ ଡି’କକ୍‌ ବ୍ୟାଟ୍ସମ୍ୟାନଙ୍କୁ ଭ୍ରମରେ ପକାଇବାକୁ ଚେଷ୍ଟା କରିଥିଲେ ବୋଲି ଅନେକେ କହୁଛନ୍ତି।...

ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟରେ ରଶ୍ମିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୬।୪(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଗତ ୩ ଓ ୪ ତାରିଖ ଦୁଇଦିନଧରି ଅନୁଷ୍ଠିତ ଜାତୀୟ ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେ ୮୦ କେଜି...

ଆଇପିଏଲରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିୟନ ତଥା ଆଇପିଏଲର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ପୁରୁଣା ଫର୍ମରେ ଧୋନୀ: ସିଏସ୍‌କେ ନେଟ୍ସରେ ଛକା ବର୍ଷା

ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ ଯେମିତି ଭଲ ପ୍ରଦର୍ଶନ କରିବ, ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି ଅଧିନାୟକ ମହେନ୍ଦ୍ର...

ମୋଇନ ଅଲିଙ୍କୁ ଅନୁମତି ଦେଲା ସିଏସ୍‌କେ

ଚେନ୍ନାଇ, ୫ା୪- ଚଳିତ ଆଇପିଏଲରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି କୌଣସି ପ୍ରକାର ଲିକର ବ୍ରାଣ୍ଡର ଲୋଗୋ ଥିବା ଜର୍ସି ପିନ୍ଧିବେ ନାହିଁ। ଏ ନେଇ ସ୍ପଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ବ୍ୟକ୍ତିଗତ ଧାର୍ମିକ ଭାବନା ଯୋଗୁ...

ଧୋନୀଙ୍କ ପାଇଁ ଖାସ ଦିନ

ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍‌ ଖାସ ଦିନ। ଆଜିକୁ ଠିକ୍‌ ୧୬ ବର୍ଷ ତଳେ ଏହି ବ୍ୟାଟ୍ସମ୍ୟାନ ହାସଲ କରିଥିଲେ କ୍ୟାରିୟରର ପ୍ରଥମ ଶତକ। ବିଶାଖାପାଟଣାଠାରେ ପାକିସ୍ତାନ ବିପକ୍ଷ...

ଆଖିବୁଜିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୪: ମୁମ୍ବାଇର ପୂର୍ବତନ କ୍ରିକେଟର ମେହଲି ଇରାନୀଙ୍କ ଦୁବାଇରେ ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)ର ସର୍ବୋଚ୍ଚ କମିଟି ସଦସ୍ୟ ତଥା ବିଶିଷ୍ଟ କ୍ୟୁରେଟର ନାଦିମ ମେନନ ସୋମବାର ଏନେଇ ସୂଚନା...

ନୂଆ ଲୁକ୍‌ରେ ଶ୍ରେୟସ

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟାର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌। ଗତ ମାସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ଫଳରେ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା...

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ବିଷୟରେ ସ୍ପଷ୍ଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri