ଖେଳ

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ ସିରିଜ ଏବଂ ଟି୨୦ ବିଶ୍ୱକପ ପାଇଁ ସତେଜ ରହିବାକୁ ସେ ବିଶ୍ରାମ ନେବା...

ଆୟାର ପୂରା ପାଉଣା ପାଇବେ

ଚେନ୍ନାଇ, ୨।୪-ଆହତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ସେ କାନ୍ଧରେ ଆଘାତ ପାଇଥିଲେ। ଚଳିତ ମାସ ୮ ତାରିଖରେ...

ଆଇପିଏଲ୍‌ରେ ସର୍ବାଧିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା ଖେଳାଳି କିଏ ଜାଣନ୍ତି କି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ। ଏହି ମ୍ୟାଚ ଆଇପିଏଲର...

ଟି୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଦିଆଯିବ ଭିଜା : ବିସିସିଆଇ

ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଆଶ୍ୱାସନା ଦେଇଛି ଭାରତୀୟ କ୍ରିକେଟ...

ପଜିଟିଭ ନୁହେଁ ନେଗେଟିଭ ଆସିଛି ନୀତିଶ ରାଣାଙ୍କ କୋଭିଡ୍‌ ରିପୋର୍ଟ

କୋଲକାତା,୧।୪: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଷ୍ଟାର ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ଗୁରୁବାର ବିବୃତି ଜାରି କରିଛି କେକେଆର। ମାର୍ଚ୍ଚ ୧୯...

ଡି ଭିଲିୟର୍ସଙ୍କ ଆଇପିଏଲ ଦଳର ଅଧିନାୟକ ଧୋନୀ

ବାଙ୍ଗାଲୋର,୧।୪: ଆଇପିଏଲର ୧୪ତମ ସଂସ୍କରଣ ପୂର୍ବରୁ ସର୍ବକାଳୀନ ଆଇପିଏଲ ଦଳ ଘୋଷଣା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ। ଦଳରେ ୭ ଭାରତୀୟ ଓ ୪ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ଆଉ ମହେନ୍ଦ୍ର...

ଏହା ହୋଇପାରେ ଧୋନୀ, ସିଏସ୍‌କେର ଚିନ୍ତାର କାରଣ

ମୁମ୍ବାଇ,୧।୪: ଆଇପିଏଲର ଅନ୍ୟତମ ସଫଳତମ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଗତବର୍ଷ ବିଫଳ ହୋଇଥିଲା। ମଧ୍ୟକ୍ରମରେ ସୁରେଶ ରାଇନାଙ୍କ ଅନୁପସ୍ଥିତି ଅନୁଭବ କରିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଦଳ। ଚଳିତ ଥର ଦଳରେ ଅଛନ୍ତି ରାଇନା। ଏହାସତ୍ତ୍ୱେ ଧୋନୀ...

ଶେଷ ହେଲା ଜାଡେଜାଙ୍କ କ୍ୱାରେଣ୍ଟିନ

ମୁମ୍ବାଇ,୧।୪: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କ୍ୱାରେଣ୍ଟିନ ପରିୟଡ୍‌ ଶେଷ କରିବା ପରେ ଗୁରୁବାର ଯୋଗ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) କ୍ୟାମ୍ପରେ। ଆହତ ଜନିତ ସମସ୍ୟା ଯୋଗୁ ଗତ ୩ ମାସ ହେଲା କ୍ରିକେଟରୁ ଦୂରରେ ଥିଲେ ଜାଡେଜା।...

ଆଇପିଏଲ୍‌ ଖେଳିବେନି, ତଥାପି ପାଇବେ ପୁରା ପାଉଣା

ନୂଆଦିଲ୍ଲୀ,୧।୪: ଆହତ ସମସ୍ୟା ଯୋଗୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରୁ ବାହାର ହୋଇଛନ୍ତି କ୍ରିକେଟର ଶ୍ରେୟାସ ଆୟାର। ସିଜନରେ ସେ ନ ଖେଳିଲେ ମଧ୍ୟ ପୁରା ପାଉଣା ପାଇବେ। ପୂର୍ବରୁ ତାଙ୍କୁ ୭ କୋଟି ଟଙ୍କା ଲେଖାଏ ମିଳୁଛି। ଏବେ ଖେଳାଳି...

ପନ୍ତଙ୍କୁ ନେଇ ଚମକାଇବା ଭଳି ବୟାନ ଦେଲେ ଏହି ପୂର୍ବ ଭାରତୀୟ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ କରାଯିବର ପରେ ସବୁଆଡେ ତାଙ୍କର ଚର୍ଚ୍ଚା ହେବାରେ ଲାଗିଛି। ଏହି କ୍ରମରେ ପନ୍ତଙ୍କୁ...

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି। ଏକ...

ବୟସଜନିତ ପ୍ରଶ୍ନକୁ ନେଇ ହରଭଜନଙ୍କ ଜବାବ: ହଁ, ମୁଁ ଏବେ ୨୦ ବର୍ଷର ନୁହେଁ; ସ୍ତ୍ରୀ କହିଲେ ମୋତେ ଖେଳିବା ଉଚିତ…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ପକ୍ଷରୁ ଖେଳିବାକୁ ଯାଉଛନ୍ତି ଅଫ୍‌ ସ୍ପିନର ହରଭଜନ ସିଂ। ୪୦ ବର୍ଷୀୟ ଏହି କ୍ରିକେଟର ଗତ ସଂସ୍କରଣରେ ଅଂଶଗ୍ରହଣ କରି ନ ଥିଲେ। ହେଲେ ଚଳିତ ଥର ପାଇଁ ୨...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri