ଖେଳ

ଭାରତର ବିଜୟ ପରେ ରାଗିଯାଇଥିଲେ କୋହଲି: କାରଣ ଜାଣିଲେ…

କ୍ରିକେଟରେ ହାରିଥିବା ଦଳର ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଦିଆଯିବା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ଠିକ୍‌ ଏମିତି କିଛି ଦେଖିବାକୁ ମିଳିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ। ଏହି ମ୍ୟାଚ୍‌ରେ ଅନେକ ଖେଳାଳି...

ସଚିନ୍‌, ୟୁସୁଫ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ

ନୂଆଦିଲ୍ଲି, ୨୯।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ୟୁସୁଫ୍‌ ପଠାନଙ୍କ ପରେ ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏସ୍‌ ବଦ୍ରିନାଥ। ଏ ନେଇ ବଦ୍ରିନାଥ ନିଜେ...

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ହାତଯୋଡି ପଡ଼ିଆରେ ନତମସ୍ତକ ହୋଇ ସମସ୍ତ ଖେଳାଳିଙ୍କୁ କ୍ଷମା...

ଖାଲି ହାତରେ ସ୍ବଦେଶ ଫେରିଲା ଇଂଲଣ୍ଡ

ପୁଣେ,୨୮।୩ : ଏଥର ଖାଲି ହାତରେ ଫେରିଛି ଇଂଲଣ୍ଡ। କୌଣସି ଫର୍ମାଟରେ ଜିତିପାରିଲା ନାହିଁ ସିରିଜ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଫିଲ୍ଡିଂ ବର୍ତ୍ତମାନ କେଉଁ ସ୍ଥରର ତାହା ଦେଖିବାକୁ ମିଳିଲା। ପ୍ରଥମେ ଟେଷ୍ଟ ଓ ଟି୨୦ ଆଉ...

ପାକିସ୍ତାନର କିମ୍ବଦନ୍ତୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଫିକ୍ସିଂରେ ଜଡ଼ିତ ଥିବା କ୍ରିକେଟର

ଲାହୋର,୨୮।୩ : ବଲକୁ ରିଭର୍ସ ସିଇଂ କରାଇବା ଲାଗି ଚିଟିଂ କରୁଥିଲେ କିମ୍ବଦନ୍ତୀ ପାକିସ୍ତାନ ପେସର ଓ୍ବାକର ୟୁନିସ। ଏଭଳି ମନ୍ତବ୍ୟ ଦେଇ ଅନ୍ତର୍ଜାତୀୟ ସ୍ତରରେ ୭୮୯ ଉଇକେଟ ହାତେଇଥିବା ଓ୍ବାକରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପାକିସ୍ତାନ...

ସଚିନ-ଗାଙ୍ଗୁଲିଙ୍କ କ୍ଲବରେ ରୋହିତ-ଧାଓ୍ବନଙ୍କ ଯୋଡ଼ି

ପୁଣେ,୨୮।୩ : ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ରବିବାର ଦେଶର ଦ୍ୱିତୀୟ ଯୋଡ଼ି ଭାବେ ଦିନିକିଆରେ ୫ ହଜାର ରନ୍‌ର ଭାଗୀଦାରିତା କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ହାସଲ...

ତାରକା ବ୍ୟାଟ୍ସମ୍ୟାନ ଫେଲ୍‌ ମାରିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ ଛିଡ଼ା କଲା ବିଶାଳ ବିଜୟ ଲକ୍ଷ୍ୟ

ପୁଣେ,୨୮।୩ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନମାନେ। ଏହା ସତ୍ତ୍ୱେ ଭ୍ରମଣକାରୀ ଦଳ ଆଗରେ ୩୩୦ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ...

ତେନ୍ଦୁଲକରଙ୍କୁ କ୍ଷମା ମାଗିଲେ ପିଟରସନ୍, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୮।୩: କୋଭିଡ ସମ୍ବନ୍ଧିତ ଏକ ଟୁଇଟ୍‌କୁ ନେଇ ଅଡ଼ୁଆରେ ପଡ଼ିବା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ଷମା ମାଗିଛନ୍ତି ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ୍‌ ପିଟରସନ୍। ଶନିବାର ସଚିନ କରୋନା ସଂକ୍ରମିତ ହୋଇଥିବା ନେଇ ଟୁଇଟ୍‌ କରିଥିଲେ। ଏହାପରେ...

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ। କୋଭିଡ ପଜିଟିଭ୍‌ ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ୟୁସୁଫ ନିଜର ସୋସିଆଲ...

ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌…

ପୁଣେ,୨୮।୩: ରବିବାର ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ସ୍ଥିତି ବରାବରରେ ଥିବାରୁ ସିରିଜର ତୃତୀୟ ତଥା ଶେଷ ଦିନିକିଆକୁ ଜିତିବା ଲାଗି ଉଭୟ ଟିମ୍‌ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ...

ଏଏଫ୍‌ସି କପ୍‌: ଅଲ୍‌ ଟାଇମ୍‌ ବେଷ୍ଟ ଥ୍ରୀ ପୁରସ୍କାର ଦୌଡ଼ରେ ଛେତ୍ରୀ

ନୂଆଦିଲ୍ଲୀ, ୨୮ା୩ (ପି.ଟି.)-ଏଏଫ୍‌ସି କପ୍‌ରେ ଅଲ୍‌ ଟାଇମ୍‌ ବେଷ୍ଟ ଥ୍ରୀ ପୁରସ୍କାର ଦୌଡ଼ରେ ରହିଥିବା ୧୩ଜଣ ଷ୍ଟ୍ରାଇକରଙ୍କ ମଧ୍ୟରେ ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ଅନ୍ୟତମ ରହିଛନ୍ତି। ଏଏଫ୍‌ସି କପ୍‌ ହେଉଛି ମହାଦେଶର ଦ୍ୱିତୀୟ ପାହ୍ୟା କ୍ଲବ...

କେକେଆର୍‌ରେ ଯୋଗଦେଲେ ହରଭଜନ

ମୁମ୍ବାଇ, ୨୮ା୩ (ପି.ଟି.)-ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ସ୍ପିନ ବିଭାଗରେ ସଦ୍ୟ ଯୋଗଦାନ କରିଛନ୍ତି ଭେଟେରାନ ହରଭଜନ ସିଂ। ଶନିବାର ଅପରାହ୍ନରେ ସେ ଟିମ୍‌ ହୋଟେଲରେ ପ୍ରବେଶ କରିଛନ୍ତି। ଅନ୍ୟ କେତେଜଣ ଖେଳାଳି ଡିଓ୍ବାଇ ପାଟିଲ ଷ୍ଟାଡିୟମରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri