ଖେଳ

କେକେଆର୍‌ରେ ଯୋଗଦେଲେ ହରଭଜନ

ମୁମ୍ବାଇ, ୨୮ା୩ (ପି.ଟି.)-ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ସ୍ପିନ ବିଭାଗରେ ସଦ୍ୟ ଯୋଗଦାନ କରିଛନ୍ତି ଭେଟେରାନ ହରଭଜନ ସିଂ। ଶନିବାର ଅପରାହ୍ନରେ ସେ ଟିମ୍‌ ହୋଟେଲରେ ପ୍ରବେଶ କରିଛନ୍ତି। ଅନ୍ୟ କେତେଜଣ ଖେଳାଳି ଡିଓ୍ବାଇ ପାଟିଲ ଷ୍ଟାଡିୟମରେ...

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବରସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର...

ଓଡ଼ିଶା ଓମେନ୍ସ ଲିଗ୍‌: ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ, ଆଇଡବ୍ଲ୍ୟୁଏଲ୍‌ ଲାଗି ଯୋଗ୍ୟତା ହାସଲ

ଭୁବନେଶ୍ୱର,୨୮।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଲିଗ୍‌ ଶନିବାର ଉଦ୍‌ଯାପିତ ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏହି ଫୁଟ୍‌ବଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥିସହିତ ରାଇଜିଂ ଷ୍ଟୁଡେଣ୍ଟ ଆଗାମୀ ୨୦୨୦-୨୧ ଇଣ୍ଡିଆନ ଓମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଖେଳିବାକୁ...

ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି

ମୁମ୍ବାଇ, ୨୮ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ବ୍ରହ୍ମାଣ୍ଡର ୫ ମୌଳକ ଉପାଦାନର ମହତ୍ତ୍ୱକୁ...

ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଫାଇନାଲରେ କ୍ରିଷ୍ଣା- ବିଷ୍ଣୁ, ସାଇନା ଆଉଟ୍‌

ପ୍ୟାରିସ୍‌,୨୮।୩(ପି.ଟି.): ଏଠାରେ ଚାଲିଥିବା ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଭାରତୀୟ ଯୋଡି କ୍ରିଷ୍ଣା ପ୍ରସାଦ ଗାରାଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ପାଞ୍ଜାଲା ପୁରୁଷ ଡବଲ୍ସ ଫାଇନାଲରେ...

ଆଇ- ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳକୁ ପ୍ରଥମ ଟାଇଟଲ

କୋଲକାତା,୨୮।୩(ପି.ଟି.): ଭାରତର ଅନ୍ୟତମ ଫୁଟ୍‌ବଲ ଲିଗ୍‌ ଆଇ- ଲିଗ୍‌ ଉଦ୍‌ଯାପିତ ହୋଇଛି। ଏଥର କେରଳ ଗୋକୁଳମ ଏଫ୍‌ସି ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ...

ତେନ୍ଦୁଲକରଙ୍କୁ କରୋନା

ନୂଆଦିଲ୍ଲୀ, ୨୮ା୩(ପି.ଟି.)-କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଜଣାପଡ଼ିବା ପରେ ସେ ନିଜ ଘରେ ଆଇସୋଲେଶନରେ ଅଛନ୍ତି। ଏଇ କିଛିଦିନ ମଧ୍ୟରେ ଯେଉଁ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି କୋଭିଡ୍‌ ଟେଷ୍ଟରେ ପିଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସହ ସାମିଲ...

ଭାରତ ପାଇଁ ହେବ କଡ଼ା ଚ୍ୟାଲେଞ୍ଜ: ଚହଲ, ଓ୍ବାଶିଂଟନଙ୍କୁ ମିଳିପାରେ ସୁଯୋଗ

ପୁଣେ,୨୭।୩: ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ...

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି। ତେବେ ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଅତିଥି ଇଂଲଣ୍ଡ...

ଦୁଇ ବର୍ଷ, ୪୩ ପାଳି; ହେଲେ ଗୋଟିଏ ଶତକ ନାହିଁ: ଜବାବରେ କୋହଲି କହିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୬ରନ୍‌ କରିଥିଲେ। ସେ ପୁଣି ଥରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ। ଏଯାବତ ବିରାଟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ ଶତକ ମାରିଛନ୍ତି। ହେଲେ...

ଏହି ବୋଲରଙ୍କ ସାମ୍ନାରେ ବିବଶ ହୋଇଯାଉଛନ୍ତି କୋହଲି; ଆଉଟ୍‌ ହେବା ପରେ ସାମ୍ନାକୁ ଆସିଲା….

ନୂଆଦିଲ୍ଲୀ,୨୭।୩: ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏଭଳି ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଯାହାଙ୍କୁ ସାମ୍ନା କରିବାକୁ ବୋଲରମାନେ ଦ୍ୱିଧା ପ୍ରକାଶ କରିଥାନ୍ତି। ଘରୋଇ ହେଉ ଅଥବା ବିଦେଶ ମଇଦାନରେ ଏହି ବ୍ୟlଟ୍ସମ୍ୟାନ୍‌ ନିଜର ଦମ୍‌ ଦେଖାଇବାର କ୍ଷମତା ରଖିଛନ୍ତି।...

ଭାରତକୁ ହରାଇବା ନେଇ ଏଭଳି କହିଲେ ଇଂଲଣ୍ଡ ଅଧିନାୟକ, ବୋଲରମାନେ…

ପୁଣେ,୨୭।୩: ଭାରତକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୬ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ ଟିମ୍‌। ଫଳରେ ଦଳ ପ୍ରଥମ ଦିନିକିଆରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥଳେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର କହିଛନ୍ତି,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri