ଖେଳ

ଫିଲ୍ଡିଂ ସୁପରଷ୍ଟାର: ପଡ଼ିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ହେଉଥିଲେ ଛିଡ଼ା, ଅଡୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୩: ବିଶ୍ୱରେ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଂ ନଚେତ ବୋଲିଂ ବ୍ୟତିତ ଫିଲ୍ଡିଂକୁ ନେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଜୋଣ୍ଟି ରୋଡ୍ସ, ହର୍ଷଲ ଗିବ୍ସ, ମହମ୍ମଦ ଆଜାରୁଦ୍ଦିନ ସେଭଳି ଖେଳାଳି ଥିଲେ। ହେଲେ ପଡ଼ିଆରେ...

ଭାରତୀୟ ଦଳକୁ ଏହି ଖେଳାଳି ଫେରିଲେ ଭିନ୍ନ କାହାଣୀ ରଚାଯିବ: ରଣବୀର ସିଂହ

ନୂଆଦିଲ୍ଲୀ,୧୮।୩: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ୨-୧ ସ୍ଥିତିରେ ପହଞ୍ଚିଛି। ମ୍ୟାଚ୍‌ର ଫଳାଫଳ ଆସିବା ପରେ ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ...

ଖେଳରେ ପରାଜୟ ପରେ ଫାଶୀ ଦେଇ ଆତ୍ମହତ୍ୟା କଲେ ରିତିକା

ନୂଆଦିଲ୍ଲୀ,୧୮।୩: ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ଏବଂ ଗୀତା ଫୋଗାଟଙ୍କର ଭଉଣୀ ରତିକା ଫୋଗାଟ ଖେଳରେ ପରାଜୟ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଭାରତୀୟ ରେସଲିଂ ଜଗତରେ ଶୋକର ଛାୟା ଖେଳି ଯାଇଛି।...

ଧୋନୀଙ୍କୁ ବୋଲ୍ଡ କଲେ କଡପାର ‘ବାହୁବଳୀ’

ଚେନ୍ନାଇ,୧୮।୩: ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ। ଚେନ୍ନାଇରେ ଏକ ଅଭ୍ୟାସ ଶିବିରରେ ଧୋନୀ ପ୍ରସ୍ତୁତି କରୁଛନ୍ତି। ଏକ ଅଭ୍ୟାସ ମ୍ୟାଚରେ ୨୨ ବର୍ଷୀୟ ଦ୍ରୁତ ବୋଲର ହରିଶଙ୍କର ରେଡ୍ଡୀ ଧୋନୀଙ୍କ...

କେବଳ ବୁମ୍‌ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ କେବଳ ବୁମ୍‌ରା ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍‌ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ...

ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା ନିକଟତର ହୋଇଛି। ଯଦି ଭାରତ ଚତୁର୍ଥ ମ୍ୟାଚରେ ପରାସ୍ତ ହୁଏ, ତେବେ ଟି-୨୦...

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.):  ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି ରହିଯାଉଛି ସେମାନଙ୍କ ଦକ୍ଷତା। ଏଭଳି ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ପରିଚୟ ଦେବାକୁ ସରକାର ଗୁରୁତ୍ୱ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୫କୁ ଫେରିଲେ କୋହଲି

ଦୁବାଇ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୫ଟି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ କୋହଲି ବ୍ୟାଟିଂ...

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦଳ ସହ ଜାଓ୍ବେଦ ଅର୍ଶାଦ ଓ ସୋମନାଥ...

ଚତୁର୍ଥ ଟି୨୦: ଭାରତ ପାଇଁ କର ବା ମର ସ୍ଥିତି

ଅହମଦାବାଦ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଭାରତ କର ବା ମର ସ୍ଥିତିରେ ଉପନୀତ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ପଛରେ ପଡିଥିବା ବେଳେ ଗୁରୁବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ...

ମହିଳା ଦିନିକିଆ: ନାଗାଲାଣ୍ଡ ୧୭ରେ ଅଲଆଉଟ, ୪ଟି ବଲ୍‌ରେ ମୁମ୍ବାଇ ବିଜୟୀ

ଇନ୍ଦୋର,୧୮।୩ (ପି.ଟି.): ମହିଳା କ୍ରିକେଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚଳିତ ସିନିୟର ମହିଳା ଦିନିକିଆ ଟ୍ରଫିରେ ନାଗାଲାଣ୍ଡ ଦଳ ମାତ୍ର ୧୭ ରନକରି ଅଲଆଉଟ ହୋଇଛି। ଜବାବରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ବିନା...

ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟ: କ୍ୱାର୍ଟର ଫାଇନାଲରେ ସୋଲାଙ୍କି

ନୂଆଦିଲ୍ଲୀ,୧୮।୩(ପି.ଟି.): ତୁର୍କୀର ଇସ୍ତାନବୁଲଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜେତା ଗୌରବ ସୋଲାଙ୍କି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋଲାଙ୍କି ୫-୦ରେ କାଜାଖସ୍ତାନର ଆରାପୋଭ ଏଇଡୋସଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri