ଖେଳ

ଟେଷ୍ଟ ଚାମ୍ପିୟଶିପ୍‌: ଲଡର୍‌ସରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ

ନୂଆଦିଲ୍ଲୀ,୬।୩: ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ସହ  ଫାଇନାଲରେ ପ୍ରବେଶ କରିଛି। ଭାରତ ମୋଟ...

ଏପ୍ରିଲ ୯ରୁ ଆଇପିଏଲ୍‌

ନୂଆଦିଲ୍ଲୀ, ୬ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ ଶେଷ ହେବାର ୧୨ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ପକ୍ଷରୁ...

ବିଜୟ ସହ ରେକର୍ଡ କଲେ କୋହଲି, ଏହି ଅଷ୍ଟ୍ରେଲିୟ ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଚମକିଛି ଭାରତୀୟ ଟିମ୍‌। ଦଳ ଇଂଲଣ୍ଡକୁ ଗୋଟିଏ ପାଳି ଏବଂ ୨୫ ରନ୍‌ ବ୍ୟବଧାନରେ ପରାଜିତ କରି ୩-୧ରେ ସିରିଜ ବିଜେତା ହୋଇଛି। ଏଥିସହ ଅଧିନାୟକ ବିରାଟ କୋହଲି ନିଜ ନାମରେ ଏକ...

ଭାରତ ନଂ-୧

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଗୋଟିଏ ପାଳି ଏବଂ ୨୫ରନ୍‌ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛି ଭାରତ। ଏହି ଜିତ୍‌ ପରେ ଦଳ ଆଇସିସି ଟେଷ୍ଟ ଟିମ୍‌ ର଼୍ୟାକିଂର ଶୀର୍ଷସ୍ଥାନରେ...

ପନ୍ତଙ୍କୁ ନେଇ ଏହି ବଡ଼ ବୟାନ ଦେଲେ ରୋହିତ ଶର୍ମା, କହିଲେ…

ଅହମ୍ମଦାବାଦ,୬।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୧୮ ବଲ୍‌ରେ ୧୦୧ରନ୍‌ କରି ଭାରତକୁ ମଜଭୂତ ସ୍ଥିତିକୁ ଆଣିଥିଲେ କ୍ରିକେଟର ରିଷଭ ପନ୍ତ। ଏହାକୁ ନେଇ ତାଙ୍କର ପ୍ରଶଂସା କରାଯାଉଥିବାବେଳେ ଭାରତୀୟ କ୍ରିକେଟର ରୋହିତ ଶର୍ମା ପନ୍ତଙ୍କୁ ନେଇ ବଡ଼ ବୟାନ...

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି, ରହିଛି ଏଭଳି ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୬।୩: ଜଣେ କ୍ରିକେଟରଙ୍କ ପାଇଁ ଶୂନରେ ଆଉଟ୍‌ ହେବା ଲଜ୍ଜାଜନକ ହୋଇଥାଏ। ଯଦି କେହି ଲଗାତାର ନିରାଶ କରନ୍ତି ତେବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡେ। ଏପରିସ୍ଥଳେ ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ବିରାଟ...

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋ-ପାଳକ ସମ୍ମାନ ମିଳିଛି। ଝାଡ଼ଖଣ୍ଡର...

ଏହି ସୁନ୍ଦରୀଙ୍କ ହାତ ଧରିବେ ବୁମ୍‌ରା! ଜାଣନ୍ତୁ କିଏ ସେ, କ’ଣ ହେଉଛି ଚର୍ଚ୍ଚା

ଭାରତୀୟ କ୍ରିକେଟର ଜସପ୍ରିତ ବୁମ୍‌ରାଙ୍କ ବିବାହ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଅଧିନାୟକ ବିରାଟ କୋହଲିଙ୍କ ଭଳି ସେ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ବିବାହ କରିବା ବିଷୟରେ ଚିନ୍ତା କରୁଛନ୍ତି। ଏସବୁ ମଧ୍ୟରେ ଯୁବତୀଜଣଙ୍କ କିଏ ତାହା ସ୍ପଷ୍ଟ...

ରାଜେଶ ସିଏସ୍‌କେର ନେଟ୍‌ ବୋଲର

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଓଡ଼ିଶା ଖେଳାଳିମାନେ ନିକଟ ଅତୀତରେ ଖେଳିବାରେ ସକ୍ଷମ ହୋଇନାହାନ୍ତି। ନିଲାମ ପ୍ରକ୍ରିୟାରେ ମଧ୍ୟ ସେମାନେ ସାମିଲ ହୋଇପାରି ନାହାନ୍ତି। ମାତ୍ର ଆଗାମୀ ସଂସ୍କରଣ ପାଇଁ ଦ୍ରୁତ ବୋଲର ରାଜେଶ ମହାନ୍ତି...

ଇଣ୍ଡିଆନ ଗ୍ରାଁ ପ୍ରି: ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଲେ ନୀରଜ

ପଟିଆଲା, ୬ା୩ (ପି.ଟି.)- ତୃତୀୟ ଇଣ୍ଡିଆନ ଗ୍ରାଁ ପ୍ରିରେ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ୮୮.୦୭ ମିଟର ଥ୍ରୋ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। କୋଭିଡ୍‌ ପାଇଁ ଏକ ବର୍ଷ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ସେ...

ମେରୀକମ୍‌ଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ, ୬ା୩ (ପି.ଟି.)-ସ୍ପେନ୍‌ର କାଷ୍ଟଲନଠାରେ ଚାଲିଥିବା ୩୫ତମ ବକ୍ସାମ ଇଣ୍ଟରନ୍ୟାଶନାଲ ବକ୍ସିଂ ପ୍ରତିଯୋଗିତାରେ ୬ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀକମ୍‌ (୫୧କେଜି) ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ଆମେରିକାର ଭର୍ଜିନିଆ...

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ପୁରୁଷ ବର୍ଗରେ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଭଲିବଲ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri