ଖେଳ

ଅଷ୍ଟ୍ରେଲିଆନ ଓପନ୍‌ ଟେନିସ୍‌: କ୍ୱାର୍ଟରରେ ସେରେନା, ହାଲେପ, ଓସାକା

ମେଲବୋର୍ନ,୧୫।୨: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ ରବିବାର ସପ୍ତମ ଦିବସରେ ପ୍ରବେଶ କରିଛି। ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଦଶମ ସିଡ୍‌ ଅମେରିକାର ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସ, ଦ୍ୱିତୀୟ ସିଡ୍‌ ରୋମାନିଆର...

ଓ୍ବେଷ୍ଟଇଣ୍ଡିଜର କ୍ଲିନ୍‌ ସୁଇପ୍‌

ଢାକା, ୧୫ା୨ (ଏପି)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ମ୍ୟାଚ୍‌କୁ ଓ୍ବେଷ୍ଟଇଣ୍ଡିଜ ୧୭ ରନରେ ଜିତି ନେଇଛି। ଏଥିସହିତ ଭ୍ରମଣକାରୀ ଦଳ ୨-୦ରେ କ୍ଲିନ ସୁଇପ୍‌ ସିରିଜ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୩୯୫ରନର...

ଚମକିଲେ ଜୁନିୟର ତେନ୍ଦୁଲକର, ଗୋଟିଏ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୧୫।୨: ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ) ଆନୁକୂଲ୍ୟରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଉଭୟ ବ୍ୟାଟ ଓ ବଲ୍‌ରେ...

ଟି୨୦: ପାକିସ୍ତାନ ସିରିଜ ବିଜୟୀ

ଲାହୋର, ୧୫ା୨- ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୮ଟି ବଲ୍‌ ଥାଇ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ...

ସାହାଣୀ କପ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କଟକକୁ ହରାଇ ସୁନ୍ଦରଗଡ଼ ଚାମ୍ପିୟନ

ସୁନ୍ଦରଗଡ଼, ୧୪।୨: ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ୬୧ତମ ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ରବିବାର ଫାଇନାଲ ଖେଳରେ ସୁନ୍ଦରଗଡ ଦଳ କଟକକୁ ହରାଇ ଚାମ୍ପିୟନ ହୋଇଛି। ଗତବର୍ଷ ବରଗଡଠାରେ ଅନୁଷ୍ଠିତ ସାହାଣୀ କପ୍‌ ଫୁଟବଲ...

ଚେନ୍ନାଇ ପିଚ୍‌କୁ ନେଇ ଦୁଇ ପ୍ରାକ୍ତନ ଖେଳାଳି ମୁହାଁମୁହିଁ

ନୂଆଦିଲ୍ଲୀ, ୧୪।୨ : ଚେନ୍ନାଇଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରୁ ହିଁ ସ୍ପିନରଙ୍କୁ ସହାୟତା ମିଳୁଛି। ୫ ଦିନିଆ ଟେଷ୍ଟର ଦ୍ୱିତୀୟ ଦିନ ସୁଦ୍ଧା ୨୧ଟି ଉଇକେଟ ପତନ ଘଟିଥିବାବେଳେ ସେଥିମଧ୍ୟରୁ ସ୍ପିନରଙ୍କ ହାତରେ ଲାଗିଛି ୧୬ଟି ଉଇକେଟ।...

ଅଶ୍ୱିନଙ୍କ ନାମରେ ବିଶ୍ୱ ରେକର୍ଡ

ଚେନ୍ନାଇ, ୧୪।୨ : ଭାରତୀୟ ଦଳର ବରିଷ୍ଠ ସ୍ପନିର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟ ଇତିହାସର ପ୍ରଥମ ବୋଲର ଭାବେ ଟେଷ୍ଟ ଫର୍ମାଟରେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାତେଇଛନ୍ତି ଅଶ୍ୱିନ। ଇଂଲଣ୍ଡ...

ଭାରତ କବ୍‌ଜାରେ ଦ୍ୱିତୀୟ ଟେଷ୍ଟ

ଚେନ୍ନାଇ, ୧୪।୨: ସ୍ଥାନୀୟ ଚେପକ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ୨ୟ ଦିନ ସୁଦ୍ଧା ଭାରତ କବ୍‌ଜାରେ ରହିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୬)ରୁ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଦଳ ୩୨୯ ରନ୍‌ରେ ସୀମିତ ରହିଥିଲା। ଏହାପରେ...

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ନିଜ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ଜନ ରସୋଇ କ୍ୟାଣ୍ଟିନ୍‌ ଆରମ୍ଭ...

ନିଆରା ରେକର୍ଡ ହାସଲ କଲା ଭାରତୀୟ ଦଳ

ଚେନ୍ନାଇ,୧୪।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୯ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ ଟିମ ଇଣ୍ଡିଆ ଏକ ନିଆରା ରେକର୍ଡ ନେଇଛି। ଅତିରିକ୍ତ ରନ ବିନା ଟେଷ୍ଟର ଇନିଂସରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଆର୍‌. ଅଶ୍ୱିନ୍‌

ଚେନ୍ନାଇ,୧୪।୨: ଭାରତ ଏବଂ ଇଂଲଣ୍ଠ ମଧ୍ୟ ଦ୍ୱିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ଇନିଂସରେ ଭାରତର ୩୨୯ ରନ୍‌ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ ରନ ସଂଗ୍ରହ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସରେ ୧୯୫ରନର ଆଗୁଆ...

ହ୍ବିସିଲ୍‌ ମାରି ଦର୍ଶକଙ୍କୁ ଏମିତି ଡିମାଣ୍ଡ କଲେ କୋହଲି

ଚେନ୍ନାଇ,୧୪।୨: ଚେନ୍ନାଇର ଚେପାକ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ସ୍ପିନରଙ୍କ ଆଧାରରେ ଟିମ ଇଣ୍ଡିଆ ଇଂଲଣ୍ଡ ଉପରେ କଡା ଜବାବ ଦେଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri