ଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଧୂଳି ଚଟେଇଲା ଇଂଲଣ୍ଡ

ଲଣ୍ଡନ,୩୧।୫: ଟି-୨୦ ବିଶ୍ୱକପ ୨୦୨୪ରେ ସଫଳତାର ଆଶା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବାର ବାବର ଆଜମଙ୍କୁ ଦଳର ଅଧିନାୟକ କରିଛି। ଅଧିନାୟକ ପଦରୁ ହଟାଯିବାର ମାତ୍ର ୫ ମାସ ପରେ ସେ ପୁଣି ଫେରି ଆସିଥିଲେ, କିନ୍ତୁ ପରିସ୍ଥିତି...

ରିକି ପଣ୍ଟିଂଙ୍କ ବଡ଼ ଭବିଷ୍ୟବାଣୀ: ଟି-୨୦ ବିଶ୍ୱକପ୍‌ରେ ଏହି ଭାରତୀୟ ବୋଲର୍‌ ନେବେ ସର୍ବାଧିକ ଉଇକେଟ୍‌

ଓ୍ବାଶିଂଟନ୍‌,୩୧।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ...

ଇତିହାସ ରଚିଲେ ବାବର ଆଜମ: କୋହଲିଙ୍କ ମହାରେକର୍ଡଠାରୁ ମାତ୍ର ଦୂରରେ…

ଲଣ୍ଡନ,୩୧।୫:ପାକିସ୍ତାନ ଅଧିନାୟକ ବାବର ଆଜାମ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୨ ବଲରେ ୩୬ ରନ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଇନିଂସ...

ଆମେରିକାରେ ଟିମ୍‌ ଇଣ୍ଡିଆକୁ ମିଳୁନି ସୁବିଧା:ରୋହିତ-ଦ୍ରାବିଡଙ୍କ ଅସନ୍ତୋଷ

ନୂଆଦିଲ୍ଲୀ,୩୧।୫: ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୧ ରୁ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ମଧ୍ୟ ନିଟ ଅଭ୍ୟାସ ଆରମ୍ଭ କରିଛି। କିନ୍ତୁ ଦଳର ମୁଖ୍ୟ କୋଚ ରାହୁଲ...

ମୁଁ କହିବାରୁ ସୁରେଶ ରାଇନା ଡିଲିଟ କଲେ ଟୁଇଟ: ସାହିଦ ଆଫ୍ରିଦିଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ବିଶ୍ୱକପ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। ଆଇସିସି ଭାରତର ଯୁବରାଜ ସିଂଙ୍କୁ ଏହି ବିଶ୍ୱକପ ପାଇଁ ବ୍ରାଣ୍ଡ ଆମ୍ବାସାଡର କରିଛି। ତାଙ୍କ ବ୍ୟତୀତ ପାକିସ୍ତାନର ସାହିଦ...

ଭାରତ ନୁହେଁ ଟି-୨୦ ଓ୍ବାର୍ଲଡ କପ ଫାଇନାଲରେ ପହଞ୍ଚିିବ ପାକିସ୍ତାନ, ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୦।୫: ଜୁନ ୨ରୁ ଟଇ-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚ ଡଲାସରେ ଆୟୋଜକ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଅନେକ କ୍ରିକେଟର ଟାଇଟଲ ଜିତିବା...

ଯେଉଁ ସିକ୍ରେଟ ପାଇଁ ଆଜି ପର୍ଯ୍ୟନ୍ତ କୋହଲି କରୁଛନ୍ତି ରାଜ, କହିଲେ ମନ ଖୋଲି…

ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ଭାଗ ନେବ। ଏହି ବିଶ୍ୱକପରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋହଲିଙ୍କୁ ବର୍ତ୍ତମାନର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି ଏବଂ ସମସ୍ତେ ପଡ଼ିଆରେ ତାଙ୍କର ଶକ୍ତି...

ଟି-୨୦ ଓ୍ବାର୍ଲଡ କପରେ ବୟସ୍କଙ୍କ ଦବଦବା, ୧୦ ଖେଳାଳିଙ୍କ ବୟସ ୩୦ ଉପରେ

ନୂଆଦିଲ୍ଲୀ,୩୦।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ମହାକୁମ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ଟୁର୍ନାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ, କିନ୍ତୁ ଯଦି ଆମେ ଭାରତୀୟ ଦଳ ପ୍ରତି...

୧୫ ମାସ ପରେ ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍‌ ୟୁ ଭଗବାନ

ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ...

ବିଶ୍ୱର ୧ ନମ୍ବର ଚେସ୍‌ ଖେଳାଳି ମାଗନସ୍‌ କାର୍ଲସନ୍‌ଙ୍କୁ ହରାଇଲେ ଆର. ପ୍ରଞ୍ଜାନନ୍ଦ

ନୂଆଦିଲ୍ଲୀ,୩୦।୫: ଭାରତୀୟ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଞ୍ଜାନନ୍ଦ ପ୍ରଥମଥର ପାଇଁ କ୍ଲାସିକାଲ୍‌ ଗେମ୍ସରେ ବିଶ୍ୱର ୧ ନମ୍ବର ମାଗନସ୍‌ କାର୍ଲସନ୍‌ଙ୍କୁ ପରାସ୍ତ କରିଛନ୍ତି। ପୁର୍ବରୁ ରାପିଡ ଏବଂ ପ୍ରଦର୍ଶନୀ ମ୍ୟାଚ୍‌ରେ କାର୍ଲସନ୍‌ଙ୍କୁ ଅନେକ ଥର ପରାସ୍ତ କରିଥିବା ୧୮ ବର୍ଷୀୟ ଭାରତୀୟ...

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ...

ଦଳକୁ ଚାମ୍ପିୟନ୍‌ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍‌ ଆୟର

ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ଜିତିଥିଲା। କେକେଆର୍‌ ଚାମ୍ପିଅନ ହେବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri