ଖେଳ

କ୍ୱାର୍ଟରରେ ସିନ୍ଧୁ, ସମୀର

ହାଇଦ୍ରାବାଦ୍‌,୨୧।୧: ବ୍ୟାଙ୍କ୍‌କଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବିଡବ୍ଲ୍ୟୁଏଫ୍‌ ସୁପର-୧୦୦୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦେଶର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ମାଲେସିଆର କିସୋନା ସେଲଭାଡରେଙ୍କୁ ୨୧-୧୦, ୨୧-୧୨ ଗେମ୍‌ରେ ହରାଇ ଦେଇଛନ୍ତି।...

ଅଷ୍ଟ୍ରେଲିଆରୁ ଫେରି ବାପାଙ୍କ ସମାଧିସ୍ଥଳକୁ ଗଲେ ଏହି ଭାରତୀୟ କ୍ରିକେଟର, କୋରାନ ପଢ଼ି ଦେଲେ ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ସ୍ବଦେଶ ଫେରିଛି ଟିମ୍‌ ଇଣ୍ଡିଆ। ଏହି ସିରିଜ୍‌ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ ପେସ୍‌ ବୋଲର୍‌ ମହମ୍ମଦ ସିରାଜ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରୁ ସେ ସିଧା...

ଅନୁଷ୍କାଙ୍କ ସହ ଦୁଇଟି ଚଷମାରେ ନଜର ଆସିଲେ କୋହଲି, ଲୋକେ ପଚାରୁଛନ୍ତି ଏମିତି

ମୁମ୍ବାଇ : ଆଜିକାଲି କ୍ରିକେଟର ବିରାଟ କୋହଲିଙ୍କ ଗୋଡ଼ ଆଉ ତଳେ ଲାଗୁନି। କାରଣ ତାଙ୍କ ଘରକୁ ଏକ ଛୋଟ ପରୀ ଆସିଛି। ଏହି ଖୁସିରେ ବିରାଟଙ୍କ ମନ ଆକାଶରେ ଉଡୁଛି। ସେହିପରି ମା’ ହେବାର ୧୦ ଦିନ ପରେ...

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ ଭଳି ଦିଗ୍ଗଜ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଇତିହାସ ରଚିଥିଲା। କାମଚଳା ଅଧିନାୟକ...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍‌ପି ଗମ୍ଭିର

ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା ପାର୍ଟି(ଭଜାପା)ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭିର ଏଥିପାଇଁ ୧ କୋଟି ଟଙ୍କା...

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ଏହି ଅଷ୍ଟ୍ରେଲିଆ ଖେଳାଳି, ଭାଇରାଲ ହେଉଛି ପୋଷ୍ଟ

ବ୍ରିସବେନ୍‌, ୨୧।୧: ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ଓ୍ବାର୍ନର ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ତାଙ୍କର ଏକ ପୋଷ୍ଟ ସୋସିଆଲ...

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇଥିଲେ। ଏହାପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କାମଚଳା...

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୧।୧: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ ସେନ୍‌ ଓ୍ବାର୍ନ। ଉଇକେଟ ସହ ରନ୍‌ କରିବାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ...

ସ୍ମିଥ୍‌ଙ୍କୁ ଛାଡ଼ିବା ପରେ ଏଭଳି ବିଦାୟ ଜଣାଇଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୨୧।୧:ଆଇପିଏଲ୍‌ର ଆଗାମୀ ୧୪ତମ ସଂସ୍କରଣ ପାଇଁ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଛାଡ଼ିଛି। ତାଙ୍କ ସ୍ଥାନରେ କେରଳର ଯୁବ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତିକୁ...

ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ଏହି ଅଭିଜ୍ଞ ବୋଲର୍‌

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆମାଗୀ ସିଜନ ପାିଁ ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିବା ଚୁକ୍ତି ନବୀକରଣ ନ ହେବା ପରେ ଶ୍ରୀଲଙ୍କାର ଅଭିଜ୍ଞ ଦ୍ରୁତ ବୋଲର୍‌ ଲସିଥ ମାଲିଙ୍ଗା ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଇଛନ୍ତି। ଆଇପିଏଲ୍‌ ଇତିହାସରେ ସର୍ବାଧିକ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ସିଡନୀ ଟେଷ୍ଟ ଖେଳୁଥିବା ସମୟରେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଅଷ୍ଟ୍ରେଲିଆରେ ତାଙ୍କର ସର୍ଜରି କରାଯାଇଥିଲା। ଏବେ...

ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ନିଜ ବ୍ୟାଟିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri