ଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ : କୋହଲି, ହାର୍ଦ୍ଦିକ, ଈଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୧-ଅଷ୍ଟ୍ରେଲିଆର ଗାବା ଗଡ଼ରେ ଟିମ୍‌ ଇଣ୍ଡିଆର ମହାବିଜୟ ପାଳନ ହେଉଥିବାବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର...

ମହିଳା କ୍ରିକେଟ ଲିଗ୍‌: ୟେଲୋ, ଭାଓଲେଟ୍‌, ରେଡ୍‌ ବିଜୟୀ

ଭୁବନେଶ୍ୱର,୨୦।୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ମହିଳା ସୀମିତ ଓଭର ଦିନିକିଆ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ଓଡ଼ିଶା ୟେଲୋ, ଓଡ଼ିଶା ଭାଓଲେଟ ଓ ଓଡ଼ିଶା ରେଡ୍‌ ବିଜୟ ହାସଲ କରିଛନ୍ତି। ସସ୍ମିତା, ଅଞ୍ଜଳି, କାଜଲଙ୍କ ଅର୍ଦ୍ଧଶତକ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ମାର୍ଗାଓ,୧୯।୧: ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଆଉ ଏକ ମ୍ୟାଚ୍‌ ଡ୍ର ରଖିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ମଙ୍ଗଳବାର ଓଡ଼ିଶା ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ...

ରାଞ୍ଚିକୁ ହରାଇ ରାଉରକେଲା ଚାମ୍ପିୟନ

ବ୍ରଜରାଜନଗର,୧୯।୧: ସ୍ଥାନୀୟ ଆମ୍ବିସନ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ନକ୍‌ଆଉଟ୍‌ କ୍ରିକେଟ ପ୍ରତିଯୋଗିତାର ଅନ୍ତିମ ମ୍ୟାଚ ମଙ୍ଗଳବାର ଜିମଖାନା ରାଉରକେଲା ଏବଂ ରକଅନ୍‌ ରାଞ୍ଚି ମଧ୍ୟରେ ହୋଇଥିଲା। ରାଉରକେଲା ଜିମଖାନା ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ...

ଦଳକୁ ଫେରିଲେ କୋହଲି, ହାର୍ଦ୍ଦିକ, ଈଶାନ୍ତ

ନୂଆଦିଲ୍ଲୀ, ୧୯।୧- ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିବା ପରେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟାର୍ଗେଟରେ ହେଉଛି ଇଂଲଣ୍ଡ। ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର ଘୋଷିତ ହୋଇଯାଇଛି ୧୮ ଜଣିଆ ଭାରତୀୟ...

ଖୁସିର ମାହୋଲ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ କୋହଲି ଆଉ…

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମ୍‌ଦାର ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଏବଂ ଅନେକ ଖେଳାଳି ଆହତ ଥିବା ସତ୍ତ୍ୱେ ଭାରତୀୟ ଟିମ୍‌ ଅବିଶ୍ୱସନୀୟ ଭାବେ ସିରିଜ...

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର ମଇଦାନରେ ଘରୋଇ ଟିମ୍‌କୁ ହରାଇବାରେ ପ୍ରଥମ ଟିମ୍‌ ହୋଇଛି ଭାରତ। ୧୯୮୮ରେ ଶେଷ...

୩୨ ଛକା, ୩୫ଚଉକା; ୪୬୯ ରନ୍‌: ଭାରତ-ଓ୍ବେଷ୍ଟଇଣ୍ଡିଜର ଏହି ରୋମାଞ୍ଚକର ମ୍ୟାଚ୍‌ରେ କିଛି ଏଭଳି ଥିଲା ପରିଣାମ

ଫ୍ଲୋରିଡା,୧୯।୧: ବିଶ୍ୱର ଦୁଇ ଟି୨୦ ଚାମ୍ପିୟନ୍‌ ଟିମ୍‌ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ୨୦୧୬ରେ ଫ୍ଲୋରିଡାରେ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ପହଞ୍ଚିଥିଲା। ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ...

ସିରିଜ ଜିତିବା ପରେ ଅଷ୍ଟ୍ରେଲିୟ ସ୍ପିନର୍‌ଙ୍କୁ ଉପହାର ଦେଇ ଉଦାହରଣ ସୃଷ୍ଟି କଲା ଟିମ୍‌ ଇଣ୍ଡିଆ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଐତିହାସିକ ବିଜୟ ହାସଲ କରିଛି ଭାରତ। ସିରିଜ ଜିତିବା ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିୟ ଅଫ୍‌ ସ୍ପିନର ନାଇନ ଲିୟୋନଙ୍କୁ ୧୦୦ତମ ଟେଷ୍ଟ ଖେଳିବାକୁ ନେଇ ଉପହାର ଦେଇ ଉଦାହରଣ...

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ କିଭଳି କହିବି ତାହା ଜଣାନାହିଁ। ଦଳର ଖେଳାଳିମାନଙ୍କ ଉପରେ ମୁଁ ଗର୍ବ କରେ।...

୪ ବର୍ଷ ତଳେ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ଛକା ବର୍ଷା

କଟକ,୧୯।୧: ଠିକ୍‌ ୪ ବର୍ଷ ତଳେ ଅର୍ଥାଥ ୨୦୧୭ ଜାନୁୟାରୀ ୧୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଛକା ବର୍ଷା। ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିବାରାତ୍ର ମ୍ୟାଚ୍‌...

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆର ବ୍ରିସବେନଠାରେ ଖଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଉଇକେଟରେ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଋଷଭ ପନ୍ତ ଓ ଶୁବମନ ଗିଲ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦଳର ସିନିୟର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri