ଖେଳ

ଚମତ୍କାର ଇନିଂସ ଖେଳିବା ସତ୍ତ୍ୱେ ୱାଶିଂଟନ ସୁନ୍ଦରଙ୍କ ଉପରେ ରାଗିଲେ ବାପା

ଚେନ୍ନାଇ,୧୮।୧: ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ୱାଶିଂଟନ ସୁନ୍ଦରଙ୍କ ପ୍ରଶଂସା କରୁଛନ୍ତି। କିନ୍ତୁ ପୁଅ ଏକ ଶତକ ସ୍କୋର କରିବାରେ ବିଫଳ ହୋଇଥିବାରୁ ତାଙ୍କ ପିତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରିସବେନ ଟେଷ୍ଟର ତୃତୀୟ ଦିନରେ ୱାଶିଂଟନ ସୁନ୍ଦର...

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ ପ୍ରଥମେ ମାର୍ନୁସ ଲାବୁଶେନଙ୍କୁ ୨୫ ରନରେ ପାଭିଲିୟନରୁ ବିଦା କରିଥିବାବେଳେ ମାଥ୍ୟୁ ୱେଡଙ୍କ...

ଭୁବନେଶ୍ୱର ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଘାଟିକିଆ କଳିଙ୍ଗ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅନୁଷ୍ଠିତ ୩୪ତମ ଭୁବନେଶ୍‌ବର ଓପନ ଚେସ୍‌ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

ନାମକରଣ ଜରିଆରେ ସମ୍ମାନିତ ହେବେ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କୁ ଭିନ୍ନ ଏକ ଉପାୟରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ସ୍ପୋଟର୍‌ସ ଅଥରିିଟି ଅଫ୍‌ ଇଣ୍ଡିଆ (ସାଇ)ରେ ଯେଉଁ ସୁବିଧାସୁଯୋଗ ରହିଛି, ଭବିଷ୍ୟତରେ ସେଗୁଡ଼ିକର ଆଧୁନିକୀକରଣ ସହ...

ଜିମ୍ମି ନିଶାମଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର

ଓ୍ବେଲିଂଟନ୍‌, ୧୮ା୧ (ପି.ଟି.)-ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମଙ୍କ ମଧ୍ୟମା ଆଙ୍ଗୁଠିରେ ଶନିବାର ଅସ୍ତ୍ରୋପଚାର ହୋଇଛି। କ୍ରିକେଟ ଓ୍ବେଲିଂଟନ ତରଫରୁ ଏହା ଘୋଷଣା କରାଯାଇଛି। ସପ୍ତାହକ ମଧ୍ୟରେ ଜଣେ ହ୍ୟାଣ୍ଡ୍‌ ସ୍ପେଶାଲିଷ୍ଟଙ୍କ ଦ୍ୱାରା ତାହାର ସମୀକ୍ଷା କରାଯିବ। ନିଶାମ ଗତବର୍ଷ ଇଣ୍ଡିଆନ...

ପଦାର୍ପଣରେ ୩ ଉଇକେଟ ଓ ଅର୍ଦ୍ଧଶତକ

ବ୍ରିସ୍‌ବେନ,୧୮।୧: ପଦାର୍ପଣରେ ଭାରତୀୟ ସ୍ପିନ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରିବା ସହ ୩ ଉଇକେଟ ନେଇ ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ଅଷ୍ଟ୍ରେଲିଆରେ ଦୀର୍ଘ ୭୪ ବର୍ଷ ପରେ ସେ ପ୍ରଥମ ଭ୍ରମଣକାରୀ କ୍ରିକେଟର ଭାବେ...

୩୦ ବର୍ଷର ରେକର୍ଡ ଭାଙ୍ଗିଲେ ଠାକୁର- ସୁନ୍ଦର

ବ୍ରିସ୍‌ବେନ,୧୮।୧: ଗାବା ଗ୍ରାଉଣ୍ଡରେ ଭାରତ ପାଇଁ ସପ୍ତମ ଉଇକେଟରେ ସବୁଠାରୁ ଅଧିକ ରନ ସଂଗ୍ରହ କରି ଶାର୍ଦ୍ଦୁଳ ଠାକୁର ଓ ଓ୍ବାଶିଂଟନ ସୁନ୍ଦର ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଏହି ଯୋଡି ୬୭ ରନକରିବା ପରେ ଏହି ସଫଳତା...

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରକୁ ଫେରିଲା ନର୍ଥଇଷ୍ଟ

ଭାସ୍କୋ,୧୮।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ ୭ଟି ମ୍ୟାଚ୍‌ ପରେ ବିଜୟୀ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ...

ପ୍ରଥମ ଟେଷ୍ଟ: ଲିଚ୍‌ଙ୍କୁ ୫ ଉଇକେଟ, ବିଜୟ ଦ୍ୱାରରେ ଇଂଲଣ୍ଡ

ଗାଲେ,୧୮।୧(ଏପି): ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ବିଜୟ ଦ୍ୱାରରେ ପହଞ୍ଚିଛି। ଶ୍ରୀଲଙ୍କା ପ୍ରଥମ ଇିନିଂସରେ ୪୬.୧ ଓଭରରେ ୧୩୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ରୁଟ୍‌ଙ୍କ ଦ୍ୱିଶତକୀୟ ପାଳି ବଳରେ...

ଭାଇରାଲ ହେଉଛି ଭାରତନାଟ୍ୟମ ଷ୍ଟାଇଲର ବୋଲିଂ ଭିଡିଓ

ନୂଆଦିଲ୍ଲୀ, ୧୭।୧ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି) ଇନ୍‌ଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ଭିଡିଓ ଶେୟାର କରନ୍ତି। ମଜାଳିଆ ହେଉ କି, ପ୍ରେରଣାଦାୟକ ପୋଷ୍ଟ ସର୍ବଦା ତାଙ୍କ ଫଲୋଅର୍ସଙ୍କୁ ଚକିତ କରିଥାଏ। ନିକଟରେ ସେ ଶେୟାର କରିଛନ୍ତି,...

ଲଗାତାର ୩.୪ ଓଭର ୧୪୨ କି.ମି.ରୁ ଅଧିକ ବେଗରେ ବୋଲିଂ କରିଥିଲେ ଷ୍ଟାର୍କ

ବ୍ରିସବେନ,୧୭।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ପକ୍ଷରୁ ନବାଗତ ଖେଳାଳି ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦୁଳ ଠାକୁରଙ୍କ ଯୋଡ଼ି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳିଙ୍କ...

ଭୋ ଭୋ କାନ୍ଦି ପିତାଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଲେଖିଲେ ଭାବୁକ ପୋଷ୍ଟ

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲଙ୍କ ପିତା ହିମାଂଶୁ ହୋଇପାଣ୍ଡ୍ୟାଙ୍କ ହୃଦ୍‌ଘାତରେ ପରଲୋକେ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ଭୋ ଭୋ କାନ୍ଦି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri