ଖେଳ

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ...

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ଫଟୋଶୁଟ୍‌ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ସ୍ବାମୀ ତଥା ଭାରତୀୟ...

ସିଡ୍‌ନୀ ଟେଷ୍ଟ: ଟିମ୍‌ କମ୍ବିନେଶନ ଉପରେ ନଜର, ମୟଙ୍କ କିମ୍ବା ବିହାରୀଙ୍କ ମଧ୍ୟରୁ ଜଣେ ଖେଳିବେ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ୫ ବୋଲରଙ୍କୁ ନେଇ ଖେଳିବା ରଣନୀତି କାମ ଦେଲା ଓ ଭରତ ମେଲବୋର୍ନ ଟେଷ୍ଟ ଜିତିଲା। କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ଅଜିଙ୍କ୍ୟ ରାହନେଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ପାଇଁ ବ୍ୟାଟିଂ ବିଭାଗରେ ଓପନିଂ ସ୍ଥାନ ନେଇ ପ୍ରଶ୍ନବାଚୀ...

ରୋହିତ ଦଳରେ ଯୋଗଦେଲେ

ମେଲବୋର୍ନ, ୩୧।୧୨(ପି.ଟି.)- ସିଡ୍‌ନୀରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାପରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବୁଧବାର ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇଥିବା ଭାରତୀୟ ଦଳର ବ୍ୟାଟିଂ ବିଭାଗ ଏହାଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛି। କ୍ୱାରାଣ୍ଟାଇନ୍‌...

ବର୍ନ୍ସ ବାଦ୍‌, ଓ୍ବାର୍ନର, ପୁକୋଭସ୍କି ସାମିଲ

ମେଲବୋର୍ନ, ୩୧।୧୨(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରୁ ଓପନର ଜୋ ବର୍ନ୍ସ ବାଦ୍‌ ପଡ଼ିଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କି ଦଳରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇ ଟେଷ୍ଟର ୪...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଟାଇଗର୍ସର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଟାଇଗର୍ସ ୨୮ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ...

ଜାନୁୟାରୀ ୪ ର୍ପୂବରୁ ଭାରତ ଓ ଅଷ୍ଟ୍ରେଲିଆ ଦଳ ସିଡ୍‌ନୀ ଯିବେନି: ହୋକ୍‌ଲି

ମେଲବୋର୍ନ,୩୧।୧୨ (ପି.ଟି.): ଜାନୁୟାରୀ ୪ ତାରିଖ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସିଡ୍‌ନୀ ଗସ୍ତ କରିବେ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି କହିଛନ୍ତି। ଦୁଇ ଦଳ ଆଉ କିଛିଦିନ ମେଲବୋର୍ନରେ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ: ସହଜ ଡ୍ର’ରେ ସିନ୍ଧୁ, ସାଇନାଙ୍କ ପାଇଁ କଷ୍ଟସାଧ୍ୟ

ନୂଆଦିଲ୍ଲୀ, ୩୧।୧୨(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧୦ ମାସର ବ୍ରେକ୍‌ ପରେ ଭାରତର ଦୁଇ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନକୁ ଫେରିବାକୁ ଯାଉଛନ୍ତି। ଥାଇଲାଣ୍ଡରେ ହେବାକୁ ଯାଉଥିବା ଟୁର୍ନାମେଣ୍ଟ ପାଇଁ...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଲା

ଦୁବାଇ,୩୧।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ମେଲବୋର୍ନରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତ ଅପରିବର୍ତ୍ତିତ...

ସଚିନଙ୍କ ‘ହ୍ୟାଲୋ’ ଶୁଣି ଏହି ଖେଳାଳିଙ୍କୁ ହାତରୁ ଖସିପଡିଥିଲା ଖାଦ୍ୟ ଥାଳି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଭାବେ ଜଣାଶୁଣା। ଜଣେ ମହାନ କ୍ରିକେଟର୍‌ ହୋଇଥିବାରୁ ଯୁବ କ୍ରିକେଟରମାନେ ତାଙ୍କୁ ଭେଟିବାକୁ ମଧ୍ୟ ଡରନ୍ତି। ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସହ ମଧ୍ୟ ଏମିତି ହୋଇଥିଲା।...

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ ସ୍କୋର ହୋଇପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‌ ଷ୍ଟ୍ରାଇକର ଆଡ୍ରିଆନା ସାଣ୍ଟାନା ୫୮ତମ...

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ବୃହତ୍‌ ବିଜୟ

ମାଉଣ୍ଟ ମାଉନ୍‌ଗାନୁଇ,୩୧।୧୨(ଏପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୧୦୧ ରନରେ ବିଜୟ ହାସଲ କରିଛି। ଦୁଇ ମ୍ୟାଚବିଶିଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସର ୧୨୯...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri