ଖେଳ

ଜନ୍ମଦିନରେ କ୍ରିକେଟକୁ ବାଏ ବାଏ କହିଲେ ଏହି ଦ୍ରୁତ ବୋଲର

ଚେନ୍ନାଇ,୨୧ା୧୨: ଆଜି ଅର୍ଥାତ୍‌ ଡିସେମ୍ବର ୨୧ରେ ତାମିଲନାଡୁ ତଥା ଚେନ୍ନାଇ ସୁପର କିଙ୍ଗ୍‌ସର ଉଦୀୟମାନ ଦ୍ରୁତ ବୋଲର ୟୋ ମହେଶଙ୍କ ଜନ୍ମଦିନ। ସେ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପ୍ରକୃତ ନାଁ ହେଉଛି ବିଜୟ କୁମାର ମହେଶ।...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସ୍ମିଥ୍‌-କୋହଲି ବ୍ୟବଧାନ କମିଲା

ଦୁବାଇ, ୨୧ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓପନରରେ ଭାରତ ହୁଏତ ଲଜ୍ଜାଜନକ ପରାଜୟ ବରଣ କରିଥାଇପାରେ ହେଲେ ଆଡିଲେଡ୍‌ଠାରେ ପ୍ରଥମ ଇନିଂସରେ ୭୪ରନ ସ୍କୋର କରିଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ...

ଭାରତର ବ୍ୟାଟିଂ ବିପର୍ଯ୍ୟୟ ନେଇ ପୂର୍ବତନ ପାକ୍‌ ଖେଳାଳି ଚକିତ

କରାଚି,୨୧।୧୨(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନ କରି ଅଲଆଉଟ ହେବା ପରେ ବିଶ୍ୱବ୍ୟାପୀ କ୍ରିକେଟ ଜଗତର ଜଣାଶୁଣା ଖେଳାଳିମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାକିସ୍ତାନ ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ, ମହସୀନ...

ବକ୍ସିଂ ଡେ ଟେଷ୍ଟ: ଗିଲ୍‌, ରାହୁଲ, ପନ୍ତ ଖେଳିବାକୁ ପ୍ରସ୍ତୁତ; ରିଦ୍ଧିମାନ, ପୃଥ୍ବୀ ବାଦ୍‌ ପଡ଼ିବା ସମ୍ଭାବନା

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ଆଶା କରାଯାଉଛି। ଯୁବ ଓପନର ପୃଥ୍ବୀ ଶ ଓ ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି।...

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: ସୁପରଲିଗ୍‌ ମ୍ୟାଚରେ କଟକ-ଏ, ଇକୋର୍ସା ବିଜୟୀ

ଭୁବନେଶ୍ୱର,୨୧।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ରବିବାର ସୁପରଲିଗ୍‌ର ଦୁଇଟି ମ୍ୟାଚ ଖେଳାଯାଇଛି। ଏଥିରେ କଟକ-ଏ ଓ ଇକୋର୍ସା...

ପାକିସ୍ତାନକୁ ୯ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲ୍‌ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର ଟିମ୍‌ ସିଫର୍ଟଙ୍କ ଉପଯୋଗୀ ୮୪ରନ ଏବଂ କେନ୍‌ ଓ୍ବିଲିୟମସନଙ୍କ ସହ ତାଙ୍କର ୧୨୯ରନର...

ତୃତୀୟ, ଚତୁର୍ଥ ଟେଷ୍ଟ ଭେନ୍ୟୁ ଅଦଳବଦଳ ସମ୍ଭାବନା

ଆଡିଲେଡ୍‌,୨୧।୧୨(ପି.ଟି.): ସିଡ୍‌ନୀରେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ତୃତୀୟ ଓ ଚତୁର୍ଥ ଟେଷ୍ଟର ଭେନ୍ୟୁରେ ଅଦଳବଦଳ କରିବାକୁ ଅଷ୍ଟ୍ରେଲିଆ ବିଚାର କରୁଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ତୃତୀୟ ଓ ବ୍ରିସ୍‌ବେନର...

ଅଲ୍‌ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍‌ ଟାଇଟଲ

ସାନ୍‌ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍‌ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍‌ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍‌ ସୁପର ମିଡିଲଓ୍ବେଟ୍‌ ଚାମ୍ପିୟନଶିପ୍‌ ଏବଂ ଖାଲିପଡ଼ିଥିବା ଡବ୍ଲ୍ୟୁବିସି ସୁପର ମିଡିଲଓ୍ବେଟ୍‌ ଟାଇଟଲ ଜିତିଛନ୍ତି।...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୪ ସ୍ବଦେଶୀ ଖେଳ ସାମିଲ ହେବ

ନୂଆଦିଲ୍ଲୀ,୨୧।୧୨(ପି.ଟି.): ହରିୟାଣାରେ ୨୦୨୧ରେ ଆୟୋଜନ ହେବାକୁ ଯାଉଥିବା ଖେଲେ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୪ଟି ସ୍ବଦେଶୀ ଖେଳ ସାମିଲ ହେବ। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଗଟ୍‌କା, କାଲାରିପାୟାଟ୍ଟୁ, ଥାଙ୍ଗ୍‌-ଟା ଓ ମାଲ୍ଲାଖମ୍ବାକୁ ଏହି ୟୁଥ୍‌ ଗେମ୍ସରେ...

ଇଣ୍ଡିଆନ ସୁପର ଲିଗ୍‌: ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସେସନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ...

ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ...

ଇଣ୍ଡିଆନ ସୁପର ଲିଗ୍‌ : ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ସ୍କୋ,୨୦।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ ଚଳିତ ସିଜନରେ ପ୍ରଥମ ପରାଜୟ ବରଣ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri