ଖେଳ

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଷ୍ଟ୍ରେଲିଆ କ୍ରିକେଟର ବା ଅଷ୍ଟ୍ରେଲୀୟ ମାନସିକତା ରଖୁଥିବା ଖେଳାଳି’ ବୋଲି...

ଇଲି ସିଦ୍ଧିକିଙ୍କୁ ବାହାହେଲେ ମନପ୍ରୀତ୍‌

ଜଳନ୍ଧର,୧୭।୧୨: ଭାରତୀୟ ହକି ଅଧିନାୟକ ମନପ୍ରୀତ୍‌ ସିଂ ଦୀର୍ଘଦିନର ବାନ୍ଧବୀ ମାଲେସିଆର ଇଲି ନଜବା ସିଦ୍ଧିକିଙ୍କୁ ବିବାହ କରିଛନ୍ତି। ଗତ ୯ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଡେଟିଂ କରିଆସୁଥିଲେ। ବୁଧବାର ସ୍ଥାନୀୟ ଗୁରୁ...

ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ କ୍ରିକେଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ଆଡିଲେଡରେ ଦିବାରାତ୍ର ବିଶିଷ୍ଟ ହେବ। ଏହି ସିରିଜ ଦୁଇ ଦେଶର କିମ୍ବଦନ୍ତୀ ଖେଳାଳି ଅଷ୍ଟ୍ରେଲିଆର ଆଲାନ...

ଭାଗ୍ୟ ପରିବର୍ତ୍ତନ ଆଶାରେ ଓଡ଼ିଶା ଏଫ୍‌ସି

ବାମ୍ବୋଲିମ୍‌, ୧୭।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ସାରିଥିଲେ ହେଁ ବିଜୟ ସ୍ବାଦ...

କାତାରରେ ୨୦୩୦ ଏସିଆନ ଗେମ୍ସ

ମସ୍କଟ(ଓମାନ), ୧୭।୧୨(ଏପି)- କାତାରର ଦୋହାକୁ ୨୦୩୦ ଏସିଆନ ଗେମ୍ସ ଆୟୋଜନ ଅଧିକାର ମିଳିଛି। ୨୦୩୪ ଇଭେଣ୍ଟ ସାଉଦି ଆରବର ରିୟାଧରେ ହେବ ବୋଲି ବୁଧବାର ଘୋଷଣା କରାଯାଇଛି। ଅଲିମ୍ପିକ୍‌ କାଉନ୍ସିଲ ଅଫ୍‌ ଏସିଆର ବାର୍ଷିକ ଅଧିବେଶନ ଅବସରରେ ୨୦୩୦ ଗେମ୍ସ...

ଏହି ଖେଳାଳି ବ୍ୟାଟିଂ କରୁଥିବାବେଳେ ଟିଭି ପାଖରୁ ଉଠନ୍ତି ନାହିଁ ସଚିନ ତେନ୍ଦୁଲକରଙ୍କ ଝିଅ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ।...

ହୋଲ୍ଡିଂ ଓ ଇବୋନୀଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର

ଲଣ୍ଡନ,୧୭।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଲିଜେଣ୍ଡ ମାଇକେଲ ହୋଲ୍ଡିଂ ଓ ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର ଇବୋନୀ ରେନଫୋର୍ଡ- ବ୍ରେଣ୍ଟଙ୍କୁ ଫ୍ରିଡମ୍‌ ଅଫ୍‌ ଦି ସିଟି ଅଫ୍‌ ଲଣ୍ଡନ ପୁରସ୍କାର ପ୍ରଦାନ କରାଯାଇଛି। ବର୍ଣ୍ଣବୈଷମ୍ୟ ବିରୋଧରେ ଏହି ଦୁଇ ପୂର୍ବତନ ଖେଳାଳି...

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ * ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ...

ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍‌କାଳୀନ ଜିମ୍‌ଖାନା ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍‌...

ଇଣ୍ଡିଆନ ସୁପରଲିଗ୍‌: ଦ୍ୱିତୀୟକୁ ଉଠିଲା ଏଟିକେ ମୋହନବାଗାନ

ଫତୋର୍ଦା, ୧୬।୧୨- ରୟ କ୍ରିଷ୍ଣାଙ୍କ ବିଳମ୍ବିତ ଗୋଲ ପୁଣିଥରେ ଏଟିକେ ମୋହନବାଗାନକୁ ଫାଇଦାରେ ରଖିଛି। କ୍ରିଷ୍ଣାଙ୍କ ପେନାଲ୍ଟି ଗୋଲ ବଳରେ ଏଟିକେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ମ୍ୟାଚରେ ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଦୁଇ...

ଏହି ପ୍ରସିଦ୍ଧ କ୍ରିକେଟର ଦେଲେ ଖୁସି ଖବର, ଘରକୁ ଆସିଲା ନୂଆ ଅତିଥି

ଅକଲାଣ୍ଡ,୧୬।୧୨: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ଘରେ ନୂଆ ଅତିଥି ଆସିଛି। ୱିଲିୟମସନ ଝିଅର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ସାରା ବୁଧବାର କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୱିଲିୟମସନ ଇନଷ୍ଟାଗ୍ରାମରେ ଝିଅର କଳା ଏବଂ ଧଳା ଫଟୋ ଶେୟାର...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଖେଳିବେ ପୃଥ୍ବୀ, ରିଦ୍ଧିମାନ

ଆଡିଲେଡ୍‌, ୧୬ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଲାଗି ବିସିସିଆଇ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଘୋଷିତ ଭାରତୀୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri