ଖେଳ

ବିଶ୍ୱକପ୍‌ ଫାଇନାଲ୍‌ ସୁପର ଓଭର ପୂର୍ବରୁ ସିଗାରେଟ୍‌ ଟାଣିଥିଲେ ଏହି ଖେଳାଳି

ଆଜିକୁ ଠିକ୍‌ ବର୍ଷେ ପୂର୍ବେ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସୁପର ଓଭର ବୋଲିଂ କରିବା ପୂର୍ବରୁ ନିଜକୁ ଚିନ୍ତାମୁକ୍ତ କରିବା...

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ,...

ଡେରାଡୁନ ଷ୍ଟେଶନର ସଂସ୍କୃତ ସାଇନ୍‌ ବୋର୍ଡକୁ ନେଇ ଜବାବ ରଖିଲା ରେଲଓ୍ବେ

ନୂଆଦିଲ୍ଲୀ,୧୪।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଡେରାଡୁନ ରେଲଓ୍ବେ ଷ୍ଟେଶନର ସାଇନ ବୋର୍ଡରେ ସଂସ୍କୃତ ଲେଖାଥିବା ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଡେରାଡୁନକୁ ସଂସ୍କୃତରେ ଡେହରାଡୁନମ୍‌ ଲେଖା ଯାଇଥିବା ଦେଖାଯାଇଛି। ସାଇନ ବୋର୍ଡରେ...

କନ୍ୟା ସନ୍ତାନର ଜନନୀ ହେଲେ ସ୍ତୋସୁରଙ୍କ ପାର୍ଟନର

ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍‌ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍‌ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ ସୋମବାର ରାତିରେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବରକୁ ସେ ଶେୟାର କରିବା ସହ ଏକ...

ଚତୁର୍ଥ ଇନିଂସରେ ୨୦୦ ଟାର୍ଗେଟ: ପରାଜୟ ସ୍ବାଦ ଚାଖିନି ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୪।୭- କରୋନା ସଂକ୍ରମଣ ଜନିତ ୪ ମାସର ବ୍ରେକ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟରେ ବିଜୟ ସ୍ବାଦ ଚାଖିଛି ଓ୍ବେଷ୍ଟଇଣ୍ଡିଜ। ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ...

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭୁବନେଶ୍ୱରରେ ଜାତୀୟ ଫୁଟ୍‌ବଲ କ୍ୟାମ୍ପ

ନୂଆଦିଲ୍ଲୀ, ୧୪।୭(ପି.ଟି.)-ଭାରତୀୟ ଫୁଟ୍‌ବଲ ଦଳ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ କାତାର ଓ ଆଫଗାନିସ୍ତାନ ବିପକ୍ଷରେ ୨ଟି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ବେଙ୍ଗଲ...

ବଟଲରଙ୍କୁ ଗଫ୍‌ଙ୍କ ସତର୍କବାଣୀ

ସାଉଥାମ୍ପଟନ, ୧୪ା୭ (ପି.ଟି.)-ବର୍ତ୍ତମାନ ଫର୍ମରେ ନ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟ୍‌ଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆସନ୍ତା ଦୁଇଟି ଟେଷ୍ଟ ମ୍ୟାଚରେ ଯଦି ଭଲ ପ୍ରଦର୍ଶନ ନ କରନ୍ତି ତେବେ ତାଙ୍କ କ୍ୟାରିୟର ପ୍ରତି ବିପଦ ରହିଛି। ଇଂଲଣ୍ଡର ପୂର୍ବତନ...

ଗୋଞ୍ଜାଲେଜ୍‌ ଏଫ୍‌ସି ଗୋଆ କ୍ଲବର କଣ୍ଡିଶନିଂ କୋଚ୍‌

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ସ୍ପେନର ଜାଭିଏର୍‌ ଗୋଞ୍ଜାଲେଜ୍‌ ଇଣ୍ଡିଆନ୍‌ ସୁପର ଲିଗ୍‌ ଦଳ ଏଫ୍‌ସି ଗୋଆର ଷ୍ଟ୍ରେନ୍ଥ୍‌ ଓ କଣ୍ଡିଶନିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ତରଫରୁ ସୋମବାର ଏହା ଘୋଷଣା କରାଯାଇଛି। ଆସନ୍ତା ଆଇଏସ୍‌ଏଲ୍‌ ସିଜନ ଓ...

ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଟ୍ରେନିଂ ଆରମ୍ଭ

ଓ୍ବେଲିଂଟନ, ୧୪ା୭ (ପି.ଟି.)- ନ୍ୟୁଜିଲାଣ୍ଡର ଟପ୍‌ କ୍ରିକେଟରମାନେ ସୋମବାର ସ୍କ୍ବାଡ୍‌ ଟ୍ରେନିଂକୁ ଫେରିଛନ୍ତି। ଲିନ୍‌କନ୍‌ଠାରେ ଥିବା ଦେଶର ହାଇ ପରଫର୍ମାନ୍ସ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେଉଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍କ୍ବାଡ୍‌ ଟ୍ରେନିଂକୁ ମାର୍ଚ୍ଚ ଶେଷ ଭାଗରେ ବନ୍ଦ ରଖାଯାଇଥିଲା।...

ଅଶୋକ କୁମାରଙ୍କୁ ପୁରସ୍କୃତ କରିବ ମୋହନବାଗାନ

କୋଲକାତା, ୧୪ା୭ (ପି.ଟି.)-ହକି ଷ୍ଟଲଓ୍ବାର୍ଟ ଅଶୋକ କୁମାରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରିବ ସହରର ପ୍ରତିଷ୍ଠିତ କ୍ଲବ ମୋହନ ବାଗାନ। କ୍ଲବର ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ ସୋମବାର ସୂଚନା ଦେଇଛନ୍ତି। ମୋହନବାଗାନ ୧୯୧୧ରେ ଇଷ୍ଟ ୟର୍କଶାୟାର...

ଲାରାଙ୍କୁ ପଛରେ ପକାଇଲେ ହୋଲ୍ଡର

ସାଉଥାମ୍ପଟନ, ୧୩।୭- କରୋନା ଲାଗି ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଘରୋଇ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ୪ ଉଇକେଟ୍‌ରେ ପରାସ୍ତ କରି ଓ୍ବେଷ୍ଟଇଣ୍ଡିଜ ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୦୦...

ପ୍ରଥମ ରୋଜଗାରକୁ ଏହିଭଳି ଭାବେ ଖର୍ଚ୍ଚ କରିଥିଲେ ଭୁବନେଶ୍ୱର

ନୂଆଦିଲ୍ଲୀ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଖେଳ ପରିସ୍ଥିତି ଏବେ ମଧ୍ୟ ଆରମ୍ଭ ହେବାଭଳି ସ୍ଥିତିରେ ନାହିଁ। ବିଶ୍ୱରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri