ଖେଳ

ଭାରତୀୟ ଆଥଲେଟଙ୍କୁ ବାରଣ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ଯୋଗୁ କୌଣସି ଭାରତୀୟ ଆଥଲେଟଙ୍କୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦେଶରେ କୌଣସି ପ୍ରତିଯୋଗିତାରେ ଭାଗ ନେବାଲାଗି ଅନୁମତି ମିଳିବ ନାହିଁ । ଶୁକ୍ରବାର ଏକଥା କହିଛନ୍ତି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସଭାପତି ଆଦିଲ...

ଆଇସିସି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୮ରେ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡ ବୈଠକ ଚଳିତ ମାସ ୨୮ ତାରିଖରେ ହେବ। କରୋନା ଭାଇରସ୍‌ କାରଣରୁ ଆସନ୍ତା ଟି୨୦ ବିଶ୍ୱକପ୍‌ ୨୦୨୨କୁ ଘୁଞ୍ଚାଇ ଦେବା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ବୋର୍ଡର ଜଣେ ପ୍ରଭାବଶାଳୀ...

ଜେମିସନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ଖ୍ରୀଷ୍ଟଚର୍ଚ୍ଚ, ୧୬ା୫ (ପି.ଟି.)-ପେସ୍‌ ବୋଲର କାଇଲ ଜେମିସନ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ୨୦୨୦-୨୧ ସିଜନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାଭୁକ୍ତ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଭାରତ ବିପକ୍ଷରେ ତାଙ୍କ ପଦାର୍ପଣ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା।...

ଆସନ୍ତା ସପ୍ତାହରେ ଇଂଲଣ୍ଡ ଖେଳାଳିଙ୍କ ଟ୍ରେନିଂ: ନିଜ ବଲ୍‌, ପାଣି ବୋତଲ ବ୍ୟବହାର କରିବାକୁ ପରାମର୍ଶ

ଲଣ୍ଡନ,୧୫।୫(ପି.ଟି.): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ସପ୍ତାହରେ ଇଂଲଣ୍ଡ କ୍ରିକେଟର ମାନେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆଗକୁ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷ ସିରିଜ ଥିବାରୁ ଟ୍ରେନିଂ ଆରମ୍ଭ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ...

ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର

ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନିକଟରେ ଦକ୍ଷତା ରହିଛି। ଏକଥା କହିଛନ୍ତି ଇଂଲଣ୍ଡ ପୂର୍ବତନ ଅଧିନାୟକ ଡେଭିଡ ଗାଓ୍ବାର।...

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା କାରଣରୁ ଆମେରିକାର ଯାତ୍ରା କଟକଣା ଜାରି କରାଯାଇଥିଲା। ଫଳରେ ସେ...

ଅଲ୍‌-ଷ୍ଟାର ପୂର୍ବତନ ଖେଳାଳି, ମ୍ୟାନେଜର ଓ୍ବାଟ୍‌ସନଙ୍କ ପରଲୋକ

ହ୍ୟୁଷ୍ଟନ,୧୫।୫ (ଏପି): ଆମେରିକା ଓ କାନାଡ଼ା ପର୍ଯ୍ୟବେଷିତ ଜଣାଶୁଣା ପେସାଦାର ବାସ୍କେଟବଲ୍‌ ଲିଗ୍‌ ଏମ୍‌ଏଲବିର ଅଲ- ଷ୍ଟାର ଦଳର ପୂର୍ବତନ ଖେଳାଳି ତଥା ଜେନେରାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ବବ୍‌ ଓ୍ବାଟସନ ୭୪ ବର୍ଷରେ ପରଲୋକ ଗମନ କରିଛନ୍ତି। ସେ...

‘ଦୀର୍ଘ ମିଆଦି ଯୋଜନାରେ ଚାପ ସମ୍ଭାବନା ଥାଏ’

ମୁମ୍ବାଇ, ୧୫।୫: ନିଜ ଖେଳ ଜୀବନରେ କେବେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି ଭାରତୀୟ କ୍ରିକେଟ ଦଳର ତାରକା ଓପନର ରୋହିତ ଶର୍ମା । ତାଙ୍କ ମତରେ ଏଥିରେ ଖେଳାଳି ଅଧିକ ଚାପଗ୍ରସ୍ତ ହେବା ସମ୍ଭାବନା ଥାଏ।...

ରେନଲ୍ଟ ଛାଡ଼ିଲେ ରିକାର୍ଡୋ

ଲଣ୍ଡନ, ୧୫।୫:କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ୨୦୨୦ ଫର୍ମୁଲାୱାନ ମୋଟରରେସିଂ ସିଜନ ଗୁରୁତର ପ୍ରଭାବିତ ହୋଇଥିବାବେଳେ ୨୦୨୧ ସିଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦ରେ ରେନଲ୍ଟ ଟିମ୍‌ ପକ୍ଷରୁ ରେସ୍‌ କରିଥିବା ଡାନିଏଲ ରିକାର୍ଡୋ ଆଗାମୀ ସିଜନରେ ମ୍ୟାକଲରେନ...

ସ୍ପାର୍ଟାନ ସହ ମାମଲାର ସମାଧାନ କଲେ ସଚିନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)- ବ୍ୟାଟ୍‌ ପ୍ରସ୍ତୁତକାରୀ କମ୍ପାନୀ ସ୍ପାର୍ଟାନ ବିରୋଧରେ କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର କରିଥିବା ମକଦ୍ଦମାର ଆପୋସ ସମାଧାନ କରିଛନ୍ତି। ଏହି ମାମଲା ଅଷ୍ଟ୍ରେଲିଆର ଫେଡେରାଲ କୋର୍ଟରେ ବିଚାର ଚାଲିଥିଲା। ଚୁକ୍ତି ଖିଲାପକାରୀ ସ୍ପାର୍ଟାନ କ୍ଷମା ପ୍ରାର୍ଥନା...

କ୍ରସ୍‌ କଣ୍ଟ୍ରି ଚାମ୍ପିୟନ ଫିସିହା ୪ ବର୍ଷ ବାସନ୍ଦ

ଷ୍ଟକ୍‌ହୋମ୍‌, ୧୫ା୫ (ଏଏଫ୍‌ପି)-ୟୁରୋପିଆନ କ୍ରସ୍‌ କଣ୍ଟ୍ରିି ଚାମ୍ପିୟନ ସ୍ବିଡେନ୍‌ର ରୋବେଲ ଫିସିହା ୪ବର୍ଷ ବାସନ୍ଦ ହୋଇଛନ୍ତି ବୋଲି ସ୍ବିଡିଶ ଆଣ୍ଟି ଡୋପିଂ ଅଥରିଟି ଗୁରୁବାର ସୂଚନା ଦେଇଛି। ଫିସିହାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ନିଷିଦ୍ଧ କୃତ୍ରିମ ଟେଷ୍ଟୋଷ୍ଟେରନ ଦ୍ରବ୍ୟ ଠାବ...

ଟ୍ରେନିଂ ଆରମ୍ଭ ପାଇଁ ହକି ଖେଳାଳିଙ୍କ ନିବେଦନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ଭାରତୀୟ ହକି ଖେଳାଳିମାନେ ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଯଥାସମ୍ଭବ ଶୀଘ୍ର ଟ୍ରେନିଂ ଆରମ୍ଭର ବ୍ୟବସ୍ଥା କରିବା ଲାଗି ସେମାନେ ନିବେଦନ କରିଛନ୍ତି। ଏଦିଗରେ ଧ୍ୟାନ ଦିଆଯିବ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri