ଖେଳ

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

ନୂଆଦିଲ୍ଲୀ,୧୨।୪ (ପି.ଟି.): କୋଭିଡ-୧୯ କାରଣରୁ ସାରା ବିଶ୍ୱରେ ବିଭିନ୍ନ କ୍ରୀଡ଼ ଓ ଇଭେଣ୍ଟଗୁଡିକ ଠପ୍‌ ହୋଇଛି। ଏପରିସ୍ଥଳେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିବାର ଜରୁରୀ ହୋଇପଡିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରିଦ୍ଦିନ କହିଛନ୍ତି। ବିଶ୍ୱର ସବୁ...

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା ଓ ଜ୍ଞାନ ବାଣ୍ଟିବାକୁ ସବୁବେଳେ ଇଚ୍ଛା ଜାହିର କରିଆସୁଥିବା ତେନ୍ଦୁଲକର ଏହି ଡାକ୍ତରମାନଙ୍କୁ...

୨୦୨୧ ପର୍ଯ୍ୟନ୍ତ ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଇଭେଣ୍ଟ ଘୁଞ୍ଚିଲା

ମଣ୍ଟ୍ରିଲ,୧୨।୪ (ଏଏଫ୍‌ପି): ବର୍ଷର ଅନ୍ତିମ ତଥା ଚତୁର୍ଥ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଠିକ୍‌ ପୂର୍ବରୁ ଖେଳାଯାଉଥିବା ମଣ୍ଟ୍ରିଲ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ବାର ରୋଜର୍ସ କପ୍‌କୁ ଘୁଞ୍ଚାଇ ଦିଆଯାଇଛି। ଏଥର ଏହି ଟେନିସ ଇଭେଣ୍ଟକୁ ବାତିଲ କରାଯାଇଛି ଓ ୨୦୨୧...

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତବୋଲର ସୋଏବ ଅଖତର କହିଛନ୍ତି। ଅଯଥାରେ ଏହାକୁ ଆଗକୁ ବଢାଇବାର କୌଣସି ଆବଶ୍ୟକତା...

କୋଭିଡ୍‌ ହେଲ୍ପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି ଭିନିଥ୍‌

ନୂଆଦିଲ୍ଲୀ, ୧୨ା୪ (ପି.ଟି.)-କେରଳ ରାଜ୍ୟର ଲୋକପ୍ରିୟ ଫୁଟ୍‌ବଲର ସି.ଏସ୍‌, ଭିନିଥ୍‌ ସରକାରଙ୍କ ଏକ ହେଲ୍‌ପଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କିଭଳି ସାମ୍ନା କରିବାକୁ ହେବ ସେ ନେଇ ସେ ଲୋକମାନଙ୍କୁ ପରାମର୍ଶ ହେଉଛନ୍ତି। ଓ୍ବିଙ୍ଗର ଭିନିଥ୍‌ ଜାତୀୟ...

କୃନାଲ, ହାର୍ଦ୍ଦିକଙ୍କ ପ୍ରତିଭାକୁ ଚିହ୍ନିଥିଲେ ରାଇଟ୍‌

ନୂଆଦିଲ୍ଲୀ, ୧୨।୪-ପାଣ୍ଡ୍ୟା ବ୍ରଦର୍ସଭାବେ ପରିଚିତ କୃନାଲ ଏବଂ ହାର୍ଦ୍ଦିକ ଭାରତୀୟ କ୍ରିକେଟରେ ଦୁଇ ପରଚିତ ନାମ। ଦୁହେଁ ଅଲରାଉଣ୍ଡର। କୃନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ ମିଡିୟମ ପେସର। ତେବେ ଫର୍ମରେ ଥିବାବେଳେ କଷ୍ଟସାଧ୍ୟ ପରିସ୍ଥିତିରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ...

କରୋନା ପ୍ରଭାବରେ ଗୃହାବଦ୍ଧ ଶ୍ରଦ୍ଧାଞ୍ଜଳିଙ୍କ ମନକଥା

ଭୁବନେଶ୍ୱର, ୧୨।୪(କ୍ରୀଡ଼ା ପ୍ରତିନିଧି)– କୋଭିଡ୍‌-୧୯ର କରାଳ କାୟା ସମଗ୍ର ବିଶ୍ୱ ସମୁଦାୟର ନିଦ ହଜାଇ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧଭାବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭିନ୍ନଭିନ୍ନ ରଣନୀତିରେ କାର୍ଯ୍ୟ କରୁଛନ୍ତି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ଏବେ...

ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ

ଲଣ୍ଡନ,୧୧ା୪(ଏଏଫ୍‌ପି): କରୋନା ଭାଇରସ ପାଇଁ ସମସ୍ତ ଫୁଟ୍‌ବଲରମାନଙ୍କ ଟେଷ୍ଟ ହେବା ପରେ ଯାଇ ଇଂଲିଶ ସିଜନର ପୁନଃ ଆରମ୍ଭ ହେବ। ଲିଗ୍‌ ମ୍ୟାନେଜର୍ସ ଆସୋସିଏଶନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ବେଭାନ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ବ୍ରିଟେନରେ ପାଖାପାଖି...

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ କହିଛନ୍ତି। ଭାରତ ପାଇଁ ଦୀର୍ଘ ଏକ ଦଶନ୍ଧି ଧରି ଫୁଟବଲ ଖେଳିଆସିଥିବା...

ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରିବା ଉଚିତ ନୁହଁ: ହୁସେନ

ମୁମ୍ବାଇ,୧୧।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହଁ। ଏକଥା କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ। ଧୋନୀଙ୍କ ଭଳି ଖେଳାଳି ଗୋଟିଏ ପିଢିରେ ଥରେ ଆସିଥାନ୍ତି। ଆଉଥରେ ଧୋନୀଙ୍କ...

ବ୍ଲାଟରଙ୍କ ବିରୋଧରୁ ଗୋଟିଏ ମାମଲା ପ୍ରତ୍ୟାହାର କରାଯିବ

ପ୍ୟାରିସ୍‌,୧୧।୪(ଏଏଫ୍‌ପି)- ପୂର୍ବତନ ଫିଫା ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କ ବିରୋଧରୁ ଦୁଇଟି ଗୋଟିଏ ମାମଲା ପ୍ରତ୍ୟାହାର କରିବାକୁ ସୁଇସ୍‌ ପବ୍ଲିକ୍‌ ପ୍ରସିକ୍ୟୁଟର ଅଫିସ୍‌ (ଏମ୍‌ପିସି) ନିଷ୍ପତ୍ତି ନେଇଛି। କାରିବିୟାନ ଫୁଟବଲ ୟୁନିୟନ (ସିଏଫ୍‌ୟୁ)କୁ ଟେଲିଭିଜନ ରାଇଟ୍‌ ବିକ୍ରି ନେଇ ତାଙ୍କ ବିରୋଧାରେ...

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri