ଖେଳ

ଏସିଆନ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌: ଭାରତ କୋଚ୍‌ ହେବେ ପାଲମେର

ନୂଆଦିଲ୍ଲୀ,୧୮।୧୨(ପି.ଟି.): ଆସନ୍ତାବର୍ଷ କୁଆଲାଲମ୍ପୁରରେ ଆୟୋଜନ ହେବାକୁଥିବା ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଡେଭିଡ ପାଲମେର ଭାରତୀୟ ଦଳର କୋଚ୍‌ ନିଯୁକ୍ତ ହେବା ନିଶ୍ଚିତ ହୋଇଛି। ଫୁଲ ଟାଇମ କୋଚ୍‌ ବଦଳରେ କେବଳ ଗୋଟିଏ...

ସଙ୍ଗକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୧୮।୧୨ (ପି.ଟି.): କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ଆସନ୍ତା ଫେବ୍ରୁୟାରୀରେ ପାକିସ୍ତାନ ଗସ୍ତରେ ଯାଇ ସେଠାରେ କେତୋଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ପୂର୍ବତନ ମହାନ ଶ୍ରୀଲଙ୍କା କ୍ରିକେଟର୍‌ କୁମାର ସଙ୍ଗକାରାଙ୍କୁ ଏମ୍‌ସିସି...

ଓ୍ବେଷ୍ଟଇଣ୍ଡିଜ ଆଗରେ ବିଶାଳ ଟାର୍ଗେଟ

ବିଶାଖାପାଟଣା,୧୮।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୮୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୫ ଉଇକେଟ...

କୋହଲିଙ୍କଠୁ ଆଗରେ ରୋହିତ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ଚଳିତ ବର୍ଷ ସର୍ବାଧିକ ଦିନିକିଆ ରନ୍‌ କରିବାରେ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୫୯ ରନ୍‌ର ଶତକୀୟ ଇନିଂସ...

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨-  ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ସହାୟତାରେ ୧୦୨ ରନ୍‌...

ରୋହିତଙ୍କ ଶତକ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା (୧୧୪*) ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ରହିଛି। ଏହା ତାଙ୍କ କ୍ୟାରିୟରର ୨୮ତମ...

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର ଅପରାଜିତ ଭାଗୀଦାରି କରିଛନ୍ତି। ଦିନିକିଆ କ୍ରିକେଟରେ ରାହୁଲ-ରୋହିତଙ୍କ ଓପନିଂ ଯୋଡ଼ି ୪ର୍ଥ ଥର...

ରାହୁଲ ୫୦: ୩ ଛକା , ୩ ଚୌକା

ବିଶାଖାପାଟଣା,୧୮।୧୨- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୫୪ ବଲ ଖେଳି ଅପରାଜିତ ୫୩ ରନ୍‌ କରି ଖେଳୁଛନ୍ତି। ତାଙ୍କ ଇନିଂସରେ ୩ ଲେଖାଏ ଛକା...

ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି...

ବିଶାଖାପାଟଣା ଗ୍ରାଉଣ୍ଡରେ ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଶୋ

ବିଶାଖାପାଟଣା,୧୮।୧୨- ସ୍ଥାନୀୟ ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ଏହି ଗ୍ରାଉଣ୍ଡରେ ଗତ ୧୪ ବର୍ଷ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ଆସୁଛି। ୨୦୦୫ ଏପ୍ରିଲ...

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲଙ୍କ ପରଲୋକ

ଫ୍ଲୋରିଡା, ୧୮।୧୨- ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲ ବାଉଚରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ବୋଲି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି। ୧୯୫୮ରେ...

୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଥାଇଲାଣ୍ଡକୁ ହରାଇଲା ଭାରତ

ମୁମ୍ବାଇ,୧୮ା୧୨ (ପି.ଟି.)-ଏଠାରେ ଚାଲିଥିବା ୧୭ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ଗେମ୍‌ରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଦେଇଛି। ଏଥି ସହ ଦଳ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri