ଖେଳ

କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖରେ ହେବ ପରିବର୍ତ୍ତନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସିଜନ ଆରମ୍ଭ ହୋଇଯାଇଛି। ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳାଯାଇଛି । ଏହି ସମୟରେ କେକେଆର ଏବଂ ରାଜସ୍ଥାନ ମ୍ୟାଚକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ବାସ୍ତବରେ କୋଲକାତା ଏବଂ ରାଜସ୍ଥାନ...

ଯନ୍ତ୍ରଣାରେ ଛଟପଟ ହେଲେ ଧୋନି, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ଆଇପିଏଲ ୨୦୨୪ ର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ବିଶାଖାପଟନମର ଓ୍ବାଇଏସ ରାଜଶେଖରା ରେଡ୍ଡୀ ଷ୍ଟାଡିୟମରେ ନୀଳ ଜର୍ସି ଅପେକ୍ଷା ଅଧିକ ଦର୍ଶକ...

ବିଶ୍ୱର ପ୍ରଥମ ଉଇକେଟ୍‌କିପର୍‌ ଭାବେ ଏମିତି କାରନାମା କଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲ୍‌ ୨୦୨୪ର ଏମଏସ ଧୋନୀ ପ୍ରଥମ ଦୁଇଟି ମ୍ୟାଚରେ ଏମଏସ ଧୋନୀ କେବଳ ଉଇକେଟକିପିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପି ବିପକ୍ଷରେ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ଖେଳିଥିଲା...

ଧୋନୀଙ୍କ ବ୍ୟାଟିଂ ଦେଖି ଅଷ୍ଟ୍ରେଲିଆ କ୍ରିକେଟର୍‌ ଆଶ୍ଚର୍ଯ୍ୟ: ଦେଲେ ଏମିତି ଉପଦେଶ

ବିଶାଖାପାଟନମ,୧।୪: ଦୀର୍ଘ ଦିନ ପରେ ପ୍ରଶଂସକମାନେ ଏମଏସ ଧୋନୀଙ୍କ ବ୍ୟାଟିଂକୁ ଉପଭୋଗ କରିଛନ୍ତି। ଧୋନୀ ପ୍ରାୟ ୩୦୮ ଦିନ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଶେଷ ଥର ପାଇଁ ଆଇପିଏଲ ୨୦୨୩ର ଫାଇନାଲରେ ବ୍ୟାଟିଂ କରିଥିଲେ, ଏଠାରେ ସେ...

ପଡ଼ିଆ ବାହାରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲର ୧୩ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିଲା। ଉଭୟ ଦଳରୁ ଏକ ଭଲ ଖେଳ ଦେଖିବାକୁ ମିଳିଥିଲା। ପ୍ରାୟ ୩୦୮ ଦିନ ପରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ...

ସ୍ବାମୀଙ୍କ ପ୍ରଶଂସା କରିବା ପୂର୍ବରୁ ବିପକ୍ଷଙ୍କ ଅଧିନାୟକଙ୍କ ପାଇଁ ଏମିତି କହିଲେ ଧୋନୀଙ୍କ ସ୍ତ୍ରୀ: ସମସ୍ତେ କରୁଛନ୍ତି ବାଃ ବାଃ

ବିଶାଖାପାଟନମ,୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬ଟି ବଲରେ ଏମଏସ ଧୋନୀ ୩୭ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୪ଟି ଚୌକା ଓ ୩ ଛକା ସାମିଲ ଥିଲା। ଧୋନୀଙ୍କ ଏହି...

ବିଜୟ ସତ୍ତ୍ୱେ ପନ୍ତଙ୍କୁ ମିଳିଲା ବଡ଼ ଦଣ୍ଡ: ଦେବାକୁ ପଡ଼ିବ ଏତିକି ଟଙ୍କା ଜୋରିମନା

ବିଶାଖାପାଟନମ,୧।୪: ରିଷଭ ପନ୍ତଙ୍କ ଦ୍ୱାରା ଅଧିନାୟକ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୪ର ପ୍ରଥମ ବିଜୟ ହାସଲ କରିଛି। ଦିଲ୍ଲୀ ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଜିତିଛି। କିନ୍ତୁ ବର୍ତ୍ତମାନ ଏହି ବିଜୟ ପରେ...

ଅନ୍ତିମ ଟେଷ୍ଟରେ ଶ୍ରୀଲଙ୍କା ୪୭୬ ରନ୍‌ରେ ଅଗ୍ରଣୀ

ଚଟ୍ଟୋଗ୍ରାମ,୩୧ା୩: ସ୍ଥାନୀୟ ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ପ୍ରଥମ ଇନିଂସ୍‌ରେ ୫୩୧ ରନ୍‌ ସଂଗ୍ରହ କରିଛି। ଜବାବରେ ରବିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧ ଉଇକେଟ...

ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା ଦିଲ୍ଲୀ

ବିଶାଖାପାଟନମ୍‌,୩୧।୩:ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ...

୬ ମାସ ପରେ ପ୍ରତିଯୋଗିତାକୁ ଫେରିବେ ମୀରାବାଈ

ଫୁକେଟ(ଥାଇଲାଣ୍ଡ),୩୧ା୩: ଛଅ ମାସ ହେଲା ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିବେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଭାରୋତ୍ତୋଳିକା ମୀରାବାଈ ଚାନୁ। ସୋମବାର ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା ତାଙ୍କର ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ ସ୍ପଷ୍ଟ ହୋଇଯିବ।...

ଛକା ମାରି ଗୁଜରାଟ ଟାଇଟାନ୍ସକୁ ଜିତାଇଲେ ମିଲର

ଅହମ୍ମଦାବାଦ୍‌,୩୧।୩: ଗୁଜରାଟ ଟାଇଟାନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାସ୍ତ କରିଛି। ଡେଭିଡ ମିଲର ଛକା ମାରି ଦଳକୁ ବିଜୟ ସ୍ଥାନରେ ପହଞ୍ଚାଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୬୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ୧୯.୧...

ମୋହିତଙ୍କ ଚମତ୍କାର ବୋଲିଂ: ଗୁଜରାଟକୁ ୧୬୩ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୩୧।୩:ଆଇପିଏଲ୍‌ର ୧୨ତମ ମ୍ୟାଚ୍‌ ଆଜି ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଗୁଜରାଟକୁ ୧୬୩ ରନ୍‌ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୨ ଚୌକା ଓ ୨ ଛକା ସହାୟତାରେ ୨୯...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri