ଖେଳ

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ...

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟଙ୍କ ଫର୍ମ...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି। ବାଂଲାଦେଶଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ଜିତିବା ପରେ କୋହଲି କହିଥିଲେ,...

୩ ଖେଳାଳିଙ୍କୁ ବାସନ୍ଦ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୫।୧୧ (ପି.ଟି.)- ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶନିବାର ୩ ଖେଳାଳିଙ୍କୁ ବାସନ୍ଦ କରିଛି। ସେମାନେ ହେଲେ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଟିମ୍‌ ଏଫ୍‌ସି ଗୋଆର ସେଇମିନଲେନ ଡୋଉଙ୍ଗେଲ ଓ ହୁଗୋ ବୋଉମୋଉସ ଏବଂ ନର୍ଥଇଷ୍ଟ...

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ଓପନ୍‌ ବର୍ଗରେ କଟକ ପୁରୁଣା ଷ୍ଟିଓ୍ବାର୍ଟ ସ୍କୁଲର ହର୍ଷିତ ସାହୁ...

ଆଜମଙ୍କ ଶତକ ସତ୍ତ୍ୱେ ଅଷ୍ଟେଲିଆର ଇନିଂସ ବିଜୟ

ବ୍ରିସବେନ୍‌,୨୫।୧୧(ଏଏଫ୍‌ପି)- ସ୍ଥାନୀୟ ଗାବା ଷ୍ଟାଡିୟମରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ କରିଛି। ମିଡଲଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମ ୧୦୪ ରନର ଲଢୁଆ ଶତକୀୟ ପାଳି...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସି- ଏଟିକେ ମ୍ୟାଚ୍‌ ଡ୍ର’

ପୁଣେ,୨୫।୧୧(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଅମୀମାଂସିତ ରହିଛି। ସ୍ଥାନୀୟ ଶ୍ରୀ ଶିବ୍‌ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍‌ ବେଶ୍‌...

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡ ସ୍ଥିତି ଦୃଢ଼; ଓ୍ବାଟଲିଂଙ୍କ ଦ୍ୱିଶତକ, ସାଣ୍ଟନରଙ୍କ ଶତକ

ମାଉଣ୍ଟ ମାଉନଗାନୁଇ, ୨୫।୧୧(ଏଏଫ୍‌ପି)- ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ତା’ର ସ୍ଥିତ ଦୃଢ଼ କରିଛି। ଅନ୍ୟପଟେ ମ୍ୟାଚ୍‌ ବଞ୍ଚାଇବା ପାଇଁ ଇଂଲଣ୍ଡ ସଂଘର୍ଷ ଜାରି...

ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖର୍ଚ୍ଚ ହେବ ୬ କୋଟି ୪୨ ଲକ୍ଷ

କଟକ ଅଫିସ,୨୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୪ଟି ପ୍ରସଙ୍ଗ ଉପରେ ବିଶେଷ...

ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତର ରେକର୍ଡ କ୍ରମାଗତ ଦ୍ୱାଦଶ ଘରୋଇ ସିରିଜ ବିଜୟ

କୋଲକାତା,୨୪।୧୧(ପି.ଟି.)- ତୃତୀୟ ଦିବସରେ ଆଉ ମାତ୍ର ୪୭ ମିନିଟ୍‌ରେ ଭାରତ ଔପଚାରିକତା ପୂରଣ କରିଥିଲା। ପିଙ୍କ୍‌ ବଲ୍‌ରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାକିଥିବା ୪ ଉଇକେକେଟ ଅକ୍ତିଆର କରି ଭାରତ ରବିବାର...

ସୁପର ଜିଟି x ଡିଟିଏମ୍‌ ଡ୍ରିମ ରେସ ଜିତିଲେ କାର୍ତ୍ତିକେୟାନ

ଟୋକିଓ,୨୪।୧୧(ପିଟି)- ଭାରତର ପ୍ରଥମ ଫର୍ମୁଲା ଓ୍ବାନ ଡ୍ରାଇଭର ନାରାୟଣ କାର୍ତ୍ତିକେୟାନ ଏଠାରେ ଅନୁଷ୍ଠିତ ସୁପର ଜିଟି x ଡିଟିଏମ୍‌ ଡ୍ରିମ ରେସରେ ବିଜୟୀ ହୋଇଛନ୍ତି। ଫଳରେ କାର୍ତ୍ତିକେୟାନ ଫର୍ମୁଲା ଓ୍ବାନ ଟାଇଟଲ ସହ ଚଳିତ ସିଜନ ଶେଷ କରିଛନ୍ତି। ଅତ୍ୟଧିକ...

ସ୍ବତନ୍ତ୍ର କ୍ଲବରେ ଓ୍ବାଟଲିଂ

ମାଉଣ୍ଟ ମାଉନଗାନୁଇ,୨୪।୧୧- ଶହେରୁ ଅଧିକ ବର୍ଷର ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ କେବଳ ୯ ଜଣ ଉଇକେଟକିପର ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ଏହି କ୍ଲବରେ ସଦ୍ୟତମ ଖେଳାଳି ଭାବେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡର ବି. ଜେ. ଓ୍ବାଟଲିଂ। ସେ ଦେଶର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri