ଖେଳ

ପଡ଼ିଲା ରାହାନେଙ୍କ ଉଇକେଟ

ଇନ୍ଦୋର,୧୫।୧୧- ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ଆଉଟ୍‌ ହେବା ପୂର୍ବରୁ ସେ ୮୬ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ୨୧ ତମ ଅର୍ଦ୍ଧଶତକ। ୧୭୨...

ଇଡେନ ଗାର୍ଡେନରେ ମ୍ୟାଚ୍‌ ଦେଖିବେ ଅମିତ ଶାହ

ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହାଛଡା...

ସୋବର୍ସ, ଆଜାରୁଦ୍ଦିନଙ୍କ ସମକକ୍ଷ ହେଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଓ ଭାରତରେ ତୃତୀୟ ଶତକ। ଏଥିସହିତ ସେ ଭାରତରେ ୪ ଟେଷ୍ଟ...

ଅଗ୍ରଓ୍ବାଲଙ୍କ ୩ୟ ଶତକ

ଇନ୍ଦୋର,୧୫।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ତୃତୀୟ ଶତକ। ତାଙ୍କର ଏହି ଅପରାଜିତ ଇନିଂସରେ ୧୫ ଚୌକା ଓ...

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ ଥରେ ଆକ୍‌ଶନକୁ ଫେରିଛନ୍ତି। ଏହି କୋଚ ନିଜ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପଦରୁ...

ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ ଲୋକପ୍ରିୟ ଭାରତୀୟ କ୍ରିକେଟର

ପ୍ରାୟତଃ ପ୍ରଥମ ଦେଖାରେ ଉଭୟ ଯୁବକ ଓ ଯୁବତୀ ଲାଜ କରନ୍ତି କଥା ହେବାକୁ। ଆଉ ଅନ୍ୟ ସବୁ ତ ଦୂର କଥା। କିନ୍ତୁ ଲୋକପ୍ରିୟ ଭାରତୀୟ କ୍ରିକେଟର ପ୍ରଥମ ଦେଖାରେ ମଡେଲଙ୍କୁ କିସ୍‌ କରିଥିଲେ। ଏହି ଘଟଣା ୭...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିବା ସହ ସେ ବାର୍ସିଲୋନା, ଆଟଲେଟିକୋ ମାଡ୍ରିଡ୍‌ ଓ ଭାଲେନିସିଆ ପ୍ରଭୃତି...

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ...

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପିଙ୍କ୍‌ ବା ଗୋଲାପୀ ବଲ୍‌ରେ ଖେଳାଯିବ। ବିଭିନ୍ନ...

ଖାତା ଖୋଲିପାରିଲେ ନାହିଁ କୋହଲି; ଶତକ ମୁହାଁ ଅଗ୍ରଓ୍ବାଲ

ଇନ୍ଦୋର,୧୫ା୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ବାଂଲାଦେଶ ୧୫୦ ରନ୍‌ କରିଥିବାବେଳେ ଭାରତୀୟ ଦଳ ଶୁକ୍ରବାର ରିପୋର୍ଟ ଲେଖା ହେବା ସୁଦ୍ଧା ୩ ଉଇକେଟ...

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ୧୯୮୯, ନଭେମ୍ବର ୧୫ରେ ମାତ୍ର ୧୬ ବର୍ଷ ୨୦୫ରେ...

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଦୁସାମ୍ବେ (ତାଜିକିସ୍ତାନ), ୧୫ା୧୧ (ପି.ଟି.)-ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହିତ ୧୦୬ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ଗ୍ରୁପ୍‌ ଇ’ରେ ୪ଟି ମ୍ୟାଚରୁ ୩...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri