ଖେଳ

ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନର ଦ୍ୱିତୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନ(ଏସଏସଏସଏଫ)ର ଦ୍ୱିତୀୟ କାର୍ଯ୍ୟକ୍ରମ ଗୁରୁବାର କ୍ୟାପିଟାଲ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ରୁ ୧୨ ବର୍ଷ ମଧ୍ୟରେ ୫୦ ପିଲାଙ୍କର ୧୫ ପ୍ରକାର ଶାରୀରିକ ପରୀକ୍ଷା କରାଯାଇଥିଲା। ପିଲାଙ୍କ ବୟସ ଅନୁଶୀଳନ,...

ଜାତୀୟ ଶିବିରରେ ଜବାମଣୀ, ଆରତୀ, ସୋନୀ

କଟକ ଅଫିସ,୪ା୧୦- ଚଳିତମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଜାତୀୟ ମହିଳା ଫୁଟବଲ ଦଳର ଶିବିର ଅନୁଷ୍ଠିତ ହେବ। ଏଏଫସି ମହିଳା ଏସିଆନ-୨୦୨୨ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ନିମନ୍ତେ ଏହି ଶିବିରରୁ ବଛାଯିବ ଭାରତୀୟ ସିନିୟର ମହିଳା ଫୁଟବଲ...

ବିସିସିଆଇ ନିର୍ବାଚନ: ସଞ୍ଜୟ ଓସିଏ ପ୍ରତିନିଧି

କଟକ ଅଫିସ,୪ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପ୍ରତିନିଧି ଭାବେ ସାମିଲ ହେବେ ସମ୍ପାଦକ ସଞ୍ଜୟ ବେହେରା। ଗୁରୁବାର ଓସିଏ କାର୍ଯ୍ୟାଳୟରେ ନବ...

ମହିଳା ଟି୨୦: ଭାରତ ୫ ଉଇକେଟ୍‌ରେ ବିଜୟୀ

ସୁରତ, ୪।୧୦ (ପି.ଟି.)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଗୁରୁବାର ଏଠାରେ ଖେଳାଯାଇଥିବା ୫ମ ଟି୨୦ ମ୍ୟାଚ୍‌କୁ ଭାରତ ୫ ଉଇକେଟ୍‌ରେ ଜିତିନେଇଛି। ଫଳରେ ୬ ମ୍ୟାଚ୍‌ବିଶିଷ୍ଟ ସିରିଜରେ ଘରୋଇ ଭାରତୀୟ ଦଳ ଏବେ ୩-୦ରେ...

ବେଲଜିୟମ ଟୁର୍‌ରେ ଭାରତର ଶତପ୍ରତିଶତ ରେକର୍ଡ

ଆଣ୍ଟ୍ବେର୍ପ(ବେଲଜିୟମ), ୪।୧୦- ବେଲଜିୟମ ଟୁର୍‌ରେ ଭାରତୀୟ ହକି ଦଳ ଶତ ପ୍ରତିଶତ ବିଜୟ ରେକର୍ଡ ହାସଲ କରିଛି। ଦଳ ଖେଳିଥିବା ୫ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଟୁର୍‌ର ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମକୁ ୨-୦...

୧୩୫ ମିଟର ଉଚ୍ଚ ସ୍ଥାନରେ ଗର୍ଲଫ୍ରେଣ୍ଡ୍‌ଙ୍କୁ କରିଥିଲେ ପ୍ରପୋଜ୍‌: ଆଜି ଟିମ୍‌ ଇଣ୍ଡିଆ ପାଇଁ ରଚିଲେ ଇତିହାସ

ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ଭାଇଜାଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ମୟଙ୍କ ଏହି କୀର୍ତ୍ତିମାନ କରିଛନ୍ତି। ସେ ବୀରେନ୍ଦ୍ର ସେହଓ୍ବାଗ୍‌ ପରେ...

ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ଓପନିଂ କରି ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନର ପୂର୍ବତନ ବୋଲର୍‌ ସୋଏବ ଅଖତର। ସେ କହିଛନ୍ତି, ୨୦୧୩ରେ ପ୍ରଥମଥର ପାଇଁ ରୋହିତଙ୍କୁ ଭେଟିଥିଲି। ଆଉ...

ପ୍ରଥମ ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼

ବିଶାଖାପାଟଣା,୩।୧୦(ପି.ଟି.)- ଓପନର ରୋହିତ ଶର୍ମାଙ୍କ ଶତକ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ପରେ ସ୍ପିନରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସ୍ଥିତ ଦୃଢ଼ କରିଛନ୍ତି। ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା...

ଆରବ ସାଗରରେ ଭାରତର ପ୍ରଥମ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟ

ମୁମ୍ବାଇ, ୩।୧୦- ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ (ଏନ୍‌ବିଏ) ଭାରତକୁ ପ୍ରଥମ ଫ୍ଲୋଟିଂ ବାସ୍କେଟକଲ କୋର୍ଟ ବାନ୍ଦ୍ରା ଓ୍ବର୍ଲି ସିଲିଙ୍କସ୍ଥିତ ଆରବ ସାଗରକୁ ଆଣିଛି। ଏନ୍‌ବିଏର କିମ୍ବଦନ୍ତୀ ଖେଳାଳି ଜାସନ ଓ୍ବିଲିଅମ୍ସଙ୍କ ସମେତ କେତେକ କ୍ରୀଡ଼ାପ୍ରେମୀ ଫ୍ଲୋଟିଂ ବାସ୍କେଟବଲ୍‌ କୋର୍ଟରେ ଏହାର...

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ ପ୍ରଥମ ଇନିଂସ ଘୋଷଣା କରିଛି। ଭାରତୀୟ ଦଳ ତା’ର ଅସମାପ୍ତ ସ୍କୋର ୨୦୨/୦ରୁ...

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ ପ୍ରଥମ ଇନିଂସ ଘୋଷଣା କରିଛି। ପ୍ରଥମ ଦିନ ଭାରତୀୟ ଦଳ ତା’ର ଅସମାପ୍ତ...

ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ

ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍‌ର ଭାଗୀଦାରି କରିଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ମୟଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri