ଖେଳ

ଅଭ୍ୟାସ ମ୍ୟାଚ୍‌: ବର୍ଷା ଯୋଗୁ ପ୍ରଥମ ଦିନର ଖେଳି ବାତିଲ

ବିଜୟନଗରମ,୨୬।୯(ପି.ଟି.)- ସ୍ଥାନୀୟ ଡ. ଭିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ତେବେ ପ୍ରବଳ ବର୍ଷା ଯୋଗୁ ପ୍ରଥମ ଦିନର ଖେଳ...

ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯାଇଥିଲା।...

ସେରେନା @ ୩୮

ଲସ୍‌ ଏଞ୍ଜେଲ୍ସ,୨୬।୯: ଟେନିସ ଇତିହାସର ସବୁଠୁ ସଫଳତମ ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ଗୁରୁବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଆମେରିକାନ ଆଥ୍‌ଲେଟ୍‌ ୧୭ ବର୍ଷ ବୟସରେ ୧୯୯୯ରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିଲେ। ଏବେ ସୁଦ୍ଧା ୩୮ ବର୍ଷୀୟା ମା’...

ଧାରରେ ଗ୍ଲୋଭ୍ସ ନେଇ ପ୍ରାକ୍ଟିସ କରୁଥିଲେ ପଙ୍ଘାଲ

ନୂଆଦିଲ୍ଲୀ,୨୬।୯: ବିଜେନ୍ଦ୍ର କୁମାର, ଅଖିଲ କୁମାର, ବିକାଶ କ୍ରିଷ୍ଣନ ଓ ଶିବ ଥପ୍ପାଙ୍କ ପରେ ଦେଶର ଉଦୀୟମାନ ବକ୍ସର ହେଉଛନ୍ତି ରୋହତକର ଅମିତ ପଙ୍ଘାଲ। ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ପଙ୍ଘାଲଙ୍କୁ ବକ୍ସର ହେବା ପାଇଁ ବହୁ...

କୋରିଆ ଓପନ: କ୍ୱାର୍ଟରରେ କାଶ୍ୟପ

ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ କାଶ୍ୟପ ମାଲେସିଆର ଡାରେନ ଲୁଇଙ୍କୁ ହରାଇ ଦେଇଛନ୍ତି। ୫୬ ମିନିଟ୍‌ ଧରି...

ରିଲ୍‌ରେ ବକ୍ସିଂ କୋଚ୍‌ଙ୍କ ପୁଅ ଜିତିଲେ ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ

ମୁମ୍ବାଇ,୨୬।୯: ଟଲିଉଡ୍‌ ଫିଲ୍ମରେ ବକ୍ସିଂ କୋଚ୍‌ ଅଭିନୟ କରିଥିବା ଆର. ମାଧବନଙ୍କ ପୁଅ ବେଦାନ୍ତ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି। ବିଭିନ୍ନ ବୟସ ବର୍ଗରେ ଚାଲିଥିବା ଏସିଆନ ଚାମ୍ପିୟନଶିପରେ ବେଦାନ ରୌପ୍ୟ ପଦକ ଜିତିଛନ୍ତି। ମାଧବନଙ୍କ ପୁଅ ଓ...

ଏହି ମହିଳା ହେଲେ କ୍ରିକେଟ ଆସୋସିଏଶନ୍‌ର ପ୍ରଥମ ସଭାପତି

ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନସିଏ)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ସାଇ ଗୁରୁନାଥ। ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ସଭାପତି ଭାବେ ଚୟନ କରାଯାଇଛି। ଫଳରେ ରାଜ୍ୟ କ୍ରିକେଟ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର...

ମୋଦିଙ୍କ ପରେ ଏହି ଖେଳାଳି ଦେଶରେ ସବୁଠୁ ଅଧିକ ଲୋକପ୍ରିୟ

ନୂଆଦିଲ୍ଲୀ,୨୬।୯: ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟା ସବୁଠୁ ଅଧିକ। ତାଙ୍କ ପଛକୁ ରହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କ୍ରିକେଟରୁ କିଛିଦିନ ଦୂରେଇ ରହିଥିବା ଧୋନିଙ୍କ ଲୋକପ୍ରିୟତା ପୂର୍ବଭଳି ଅତୁଟ ରହିଛି।...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଏକାଦଶତମ ଦିବସ: ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମ୍ୟାଚ୍‌ ଡ୍ର

ଭବାନୀପାଟଣା,୨୬।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ବୁଧବାର ଏକାଦଶତମ ମ୍ୟାଚ୍‌ ଷ୍ଟାର ଇଲେଭେନ୍‌ ବନାମ୍‌ ଆଇଆରବି ନାଇନଥ୍‌ ବେଟାଲିୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଗୋଟାଏ...

ସୁମରିଓ୍ବାଲା ଆଇଏଏଏଫ୍‌ କାଉନସିଲ ମେମ୍ବର ନିର୍ବାଚିତ

ଦୋହା,୨୬।୯(ପି.ଟି.)- ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆଗାମୀ ୪ ବର୍ଷ ପାଇଁ...

କୋ ଆଇଏଏଏଫ୍‌ ମୁଖ୍ୟ ଭାବେ ପୁନଃ ନିର୍ବାଚତ

ଦୋହା,୨୬।୯(ଏଏଫ୍‌ପି)- ବ୍ରିଟେନର ବରିଷ୍ଠ କ୍ରୀଡ଼ା ପ୍ରଶାସକ ସେବାଷ୍ଟିଆନ କୋ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବୁଧବାର ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚତ ହୋଇଛନ୍ତି। ପୂର୍ବତନ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ମିଡ୍‌ ଡିଷ୍ଟାନ୍ସ ରନର...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଓପନର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri