ଖେଳ

ସିଏସ୍‌କେ-ଆରସିବି ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ କେଉଁଠି ଆଉ କେତେ ଟଙ୍କାରେ କରିପାରିବେ ବୁକିଂ

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରେ ଇଣ୍ଡିଆନ ପ୍ରିମିୟର ଲିଗର...

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ଦେଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ କେଉଁ କମ୍ପାନୀଗୁଡିକ କେଉଁ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ...

ମାଲାମାଲ୍‌ ହେଲେ ଅଶ୍ୱିନ୍‌: ମିଳିଲା ୫୦୦ ସୁନା ମୁଦ୍ରା, ୧ କୋଟି ଟଙ୍କା

ଚେନ୍ନାଇ,୧୮।୩: କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ଭାରତ ବନାମ ଇଂଲଣ୍ଡ ସିରିଜରେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ୱିନ ନବମ ଖେଳାଳି ଭାବେ ୫୦୦ ଉଇକେଟ ପୂରଣ କରିଥିଲେ।...

ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ

ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ସହିତ ବାଙ୍ଗାଲୋରର ଟାଇଟଲ ମରୁଡ଼ି ସମାପ୍ତ ହୋଇଛି। ବାଙ୍ଗାଲୋର ପୁରୁଷ ଦଳ...

ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଦଳ ଏହାର ପ୍ରଥମ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ...

ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତରେ ପହଞ୍ଚିଛନ୍ତି। ଷ୍ଟାର୍କଙ୍କୁ ନଲାମୀରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ୨୪.୭୫ ଟଙ୍କା ମୂଲ୍ୟରେ କ୍ରୟ କରାଯାଇଥିଲା। ଯାହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା...

ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ

ନୂଆଦିଲ୍ଲୀ,୧୮।୩: ମହିଳା ପ୍ରିମିୟର ଲିଗ ୨୦୨୪ (ଡବ୍ଲ୍ୟୁପିଏଲ୍‌) ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ହାରିଥିଲା। ଏହା ଦିଲ୍ଲୀର ପ୍ରଥମ ନୁହେଁ କିନ୍ତୁ ଫାଇନାଲରେ କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମ ସିଜିନରେ ମଧ୍ୟ ଦିଲ୍ଲୀ...

ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍

ଭୁବନେଶ୍ୱର,୧୭।୩: ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚମତ୍କାର ପ୍ରଦର୍ଶନ ସହିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ଟାଇଟଲ୍ ଜିତିଛି। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ...

ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ଆଶିଷ ନେହେରା: କହିଲେ, ମୁଁ ତାଙ୍କୁ ଅଟକାଇବାକୁ…

ମୁମ୍ବାଇ,୧୭।୩: ଗୁଜରାଟ ଟାଇଟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୨ସିଜନରେ ଜିତିଥିଲେ। ଏହା ପରେ ଆଇପିଏଲ ୨୦୨୩ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସର ଅଂଶ ନୁହଁନ୍ତି। ନିକଟରେ ଆଇପିଏଲ ନିଲାମ ପରେ ମୁମ୍ବାଇ...

‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’

ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍‌ ଅଶ୍ୱିନ୍‌ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍‌ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା।...

ନିଜ ଦୁଃଖ ବଖାଣିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୩ ଇଞ୍ଜେକ୍ସନ ନେବା ପରେ ବି…

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ପଡ଼ିଆରୁ ଦୂରେଇ ରହିଛନ୍ତି। ଅବଶ୍ୟ ଆଇପିଏଲ ୨୦୨୪ ସିଜିନ୍‌ରୁ ସେ ପଡିଆକୁ ଫେରିବେ। ଏହି ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ରୋହିତ...

ଭାଇଙ୍କ ଯୋଗୁ ଆଜି କ୍ରିକେଟ୍‌ ପଡ଼ିଆରେ ରାଜ୍‌ କରୁଛନ୍ତି ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୩: ଭାରତୀୟ ମହିଳା କ୍ରିକେଟ ଦଳ ଅଲରାଉଣ୍ଡର ତଥା ଅର୍ଜୁନ ପୁରସ୍କାର ବିଜେତା ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନରେ ଖେଳୁଥିବା ନଜର ଆସିଛନ୍ତି। ୟୁପି ୱାରିୟର୍ସ ଖେଳିବାବେଳେ ଷ୍ଟାର ପ୍ଲେୟାର ଏକ ନୂଆ ରେକର୍ଡ ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri