ଖେଳ

ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୨୨।୨: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୪) ର ୧୭ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ଟି -୨୦ ଲିଗର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ...

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି।...

କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨।୨: ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର ପ୍ରାୟତଃ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ । ଏଥର ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି କଶ୍ମୀରରେ ପହଞ୍ଚିଛନ୍ତି। ତେନ୍ଦୁଲକର କଶ୍ମୀରରେ ଏକ କ୍ରିକେଟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ବ୍ୟାଟର ରାସ୍ତାରେ...

ବିରୁଷ୍କାଙ୍କ ପୁଅ ହେବେ ବ୍ରିଟିଶ ନାଗରିକ! ଲଣ୍ଡନରେ ଜନ୍ମ ହେବା ପରେ ବଢୁଛି ଚର୍ଚ୍ଚା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ପୁଣି ଥରେ ପିତାମାତା ହୋଇଛନ୍ତି। ଅନୁଷ୍କା ୧୫ଫେବୃଆରୀରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଚନ୍ତି। ଫେବୃଆରୀ ୨୦ରେ ଦମ୍ପତି ଏହି ଖବର ଶେୟାର କରି...

ରାଞ୍ଚି ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି ବୁମ୍‌ରା, ହେଲେ ଜବରଦସ୍ତ ଦିଆଯାଇଛି ବିଶ୍ରାମ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୨୨।୨: ଭାରତ ରାଞ୍ଚିରେ ଶୁକ୍ରବାର ଠାରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳିବ। ଏହି ଟେଷ୍ଟ ପୂର୍ବରୁ ବିସିସିଆଇ କହିଛି ଯେ ସିରିଜର ଅବଧିକୁ ବିଚାର କରି ବମ୍‌ରାଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ଦଳରୁ...

ଗୁଜରାଟ ଟାଇଟାନ୍ସକୁ ବଡ ଝଟକା, ଆଇପିଏଲ୍ ୨୦୨୪ ରୁ ବାଦ ପଡ଼ିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି। ଏହାପୂର୍ବରୁ, ୨୦୨୨ ର ଚାମ୍ପିଅନ୍ ଦଳ ଏବଂ ୨୦୨୩ ରନର୍ ଅପ୍ ଗୁଜରାଟ ଟାଇଟାନ୍ସକୁ ଏକ ବଡ଼ ଝଟକା ଲାଗିଛି। ପିଟିଆଇ ରିପୋର୍ଟ ଅନୁଯାୟୀ ବାମ...

ସାମ୍ନାକୁ ଆସିଲା ଆଇପିଏଲ୍‌ ଫାଇନାଲ ତାରିଖ, ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ସହ ଲଢ଼ିବ ଏହି ଟିମ୍‌ !

ନୂଆଦିଲ୍ଲୀ,୨୨।୨: ଆଇପିଏଲ୍‌ ପ୍ରଶଂସକଙ୍କ ଲାଗି ଖୁସିଖବର। ଟୁର୍ନାମେଣ୍ଟ ଆରମ୍ଭ ହେବାର ତାରିଖ ସ୍ଥିର ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଏହା ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ...

କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାମସି କ୍ରିଷ୍ଣା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୧।୨: ସି.କେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ଭାମସି କ୍ରିଷ୍ଣା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ଏହା ସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ...

ରାଞ୍ଚି ପିଚ୍‌ ଦେଖି ଇଂଲଣ୍ଡ ଅଧିନାୟକଙ୍କ ମୁଣ୍ଡ ଘୂରିଲା: କହିଦେଲେ ଏମିତି କଥା

ରାଞ୍ଚି,୨୨।୨:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳାଯାଇଛି। ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗରେ ରହିଛି। ଶେଷ ମ୍ୟାଚରେ ଭାରତ ରାଜକୋଟରେ ୪୩୪ ରନ ବ୍ୟବଧାନରେ...

ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ

ଦୁବାଇ,୨୨ା୨ବନ୍ଧୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ୟୁଏଇରେ ପହଞ୍ଚିଛି ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ। ଭାରତ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଦୃଷ୍ଟିବାଧିତ କ୍ରିକେଟକୁ ନେଇ ସଚେତନତା ସୃଷ୍ଟି କରିବା ଏହି ସିରିଜ୍‌ର ଳକ୍ଷ୍ୟ...

ମନୀଷାଙ୍କ ଡବଲରେ ଭାରତ ବିଜୟୀ

ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମନୀଷା କଲ୍ୟାଣ ଡବଲ୍‌ ଗୋଲ କରି ବିଜୟରେ...

କିଟ୍‌ ଚାମ୍ପିୟନ, ସମ୍ବଲପୁର ରନରଅପ୍‌

ଭୁବନେଶ୍ୱର, ୨୨।୨(ତପନ ସ୍ବାଇଁ)କିଟ୍‌ କ୍ରିକେଟ ଷ୍ଟାଡିୟମରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ସହଯୋଗରେ କିଟ୍‌ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri