ଖେଳ

ପାଟନା ପାଇରେଟ୍ସର ରୋମାଞ୍ଚକ ବିଜୟ

ମୁମ୍ବାଇ, ୩୦।୭ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ ୭ମ ସଂସ୍କରଣର ଏକ ରୋମାଞ୍ଚକ ମ୍ୟାଚରେ ପାଟନା ପାଇରେଟ୍ସ ୨୪-୨୩ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରୋ-କବାଡ଼ି ଲିଗ୍‌ର ଦୁଇ ସଫଳ ରେଡର ‘ଦି ଶୋ ମ୍ୟାନ’...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ ସେଠୀ ମେମୋରିଆଲ ମାଷ୍ଟର୍ସ ମିଟ୍‌ ଶୁଟିଂର ୧୦ ମିଟର ଏୟାର ରାଇଫଲ ମହିଳା...

ଉମେଶ ମେମୋରିଆଲ୍‌ ଚେସ୍‌:ରାଜେନ୍ଦ୍ର ଚାମ୍ପିୟନ, ରାଜେଶ ରନର୍ସଅପ୍‌

ଭୁବନେଶ୍ୱର, ୩୦।୭ (କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଉମେଶ ଚନ୍ଦ୍ର ମିଶ୍ର ମେମୋରିଆଲ୍‌ ଚେସ୍‌ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ରାଜେନ୍ଦ୍ର କୁମାର ସାହୁ ୭ ପଏଣ୍ଟ ସହ ଚାମ୍ପିୟନ ହୋଇଥିବାବେଳେ ରାଜେଶ ନାୟକ...

ଜାତୀୟ ହୁଇଲଚେୟାର ଫେନ୍ସିଂ:୬ ସ୍ବର୍ଣ୍ଣ ସହ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର,୩୦ା୭ (କ୍ରୀଡ଼ା ପ୍ରତିନିଧି)- ଚେନ୍ନାଇର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୧୨ତମ ଜାତୀୟ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡ଼ିଶା ୬ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ ସହ ଶ୍ରେଷ୍ଠ ପ୍ରଦର୍ଶନ...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସୋମବାର ପ୍ରକାଶ କରିଛନ୍ତି। ଡବଲ୍ୟୁଟିସିର ପ୍ରଥମ ସଂସ୍କରଣରେ...

ପାକିସ୍ତାନରେ ଖେଳାଯିବା ପିଏସ୍‌ଏଲ-୫

ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍‌ ଆସନ୍ତା ବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟକ୍ରମ ରହିଛି।...

ଭାରତୀୟ ଜୁନିୟର ହକି ଦଳର କୋଚ୍‌ ଦୌଡ଼ରେ ହରେନ୍ଦ୍ର

ନୂଆଦିଲ୍ଲୀ,୨୯।୭- ହକି ଇଣ୍ଡିଆ (ଏଚ୍‌ଆଇ) ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଆବେଦନ ତାରିଖ ଘୁଞ୍ଚାଇବା ପରେ ହରେନ୍ଦ୍ର ସିଂ ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଜୁନିୟର ଦଳ ୨୦୧୬ ବିଶ୍ୱକପ୍‌ ଜିତିଥିଲା। ଗତ...

ବିଶ୍ୱ ଚାମ୍ପିୟନଶିପ ସନ୍ତରଣକାରୀ ଗିରଫ

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ),୨୯।୭(ଏଏଫ୍‌ପି)- ହଙ୍ଗେରି ସନ୍ତରଣକାରୀ ତାମସ କେଣ୍ଡରସି ବିଶ୍ୱ ଚାମ୍ପିୟନଶିପ ବେଳେ ଏକ ନାଇଟ୍‌ କ୍ଲବ ଡ୍ୟାନ୍ସରଙ୍କୁ ଛୁଇଁବା କାରଣରୁ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା ଦାଏର ହୋଇଛି। ୨୨ ବର୍ଷୀୟ ଅଲିମ୍ପିକ୍‌ ବ୍ରୋଞ୍ଜ...

ବାଧାଦୌଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ମହମ୍ମଦ

ଡେସ ମୋଇନେସ(ଆମେରିକା),୨୯।୭(ଏଏଫ୍‌ପି)- ଅଲିମ୍ପିକ୍‌ ଚାମ୍ପିୟନ ଦାଲିଲା ମହମ୍ମଦ ଦୀର୍ଘଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି। ୟୁଏସ୍‌ ଚାମ୍ପିୟନଶିପ ୪୦୦ ମିଟର ମହିଳା ବାଧାଦୌଡ଼ ଇଭେଣ୍ଟରେ ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଡ୍ରାକ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପେରି ୪୭ ରନ୍‌ର ଅପରାଜିତ ଇନିଂସ...

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ ୧୦୬ ଟେରିଟୋରିଆଲ ଆର୍ମି ବାଟାଲିୟନରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ଭାବେ ଡ୍ୟୁଟି କରି...

ଦୃଷ୍ଟିହୀନ କ୍ରିକେଟ୍‌ ସିରିଜ, ରମେଶଙ୍କ ଶତକ: ଭାରତର କ୍ଲିନ୍‌ ସୁଇପ୍‌

ଭୁବନେଶ୍ୱର, ୨୯।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଅତି ଚମତ୍କାର ପ୍ରଦର୍ଶନ ସହ ଏହାର ଜାମାଇକା ଅଭିଯାନ ଶେଷ କରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ଜାମାଇକାକୁ ପରାସ୍ତ କରିଛି। ଫଳରେ ଏକଦିବସୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri