ଖେଳ

ବ୍ୟାଟିଂ କରୁଛନ୍ତି ଭଗବାନ ଗଣେଶ

ଚେନ୍ନାଇ, ୭।୭: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତରେ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଫ୍ୟାନ୍‌ମାନେ ନିଜ ଦଳକୁ ଚିୟର୍‌ କରିବା ପାଇଁ ଅଭିନବ...

ମେସି ଆଣିଲେ ଦୁର୍ନୀତି ଅଭିଯୋଗ

କୋପା ଆମେରିକାର ପ୍ଲେ ଅଫ୍‌ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ୫ ଥର ବାଲୋନ ଡି’ ଅର ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଚିଲି ଅଧିନାୟକ ଗାରି ମେଡେଲ ଫିଲ୍ଡରେ ଯୁକ୍ତିତର୍କ କରିଥିଲେ। ଏଥିରେ ମେଡେଲ ଛାତିରେ ମେସିଙ୍କୁ ଧକ୍କା...

ଓ୍ବାଦେ, ମାର୍ଶଙ୍କୁ ଡକାରା

ମାଞ୍ଚେଷ୍ଟର,୭।୭(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଦେ ଓ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ଯୋଗଦେବାକୁ ଡାକରା ଦିଆଯାଇଛି। ଏମାନେ ଅଷ୍ଟ୍ରେଲିଆ ଦଳର ଉସ୍ମାନ ଖ୍ବାଜା ଓ ମାର୍କସ ଷ୍ଟୋଇନିସଙ୍କ ସ୍ଥାନ ନେଇପାରନ୍ତି। ଖ୍ବାଜା ଓ ଷ୍ଟୋଇନିସ ଆହତ ସମସ୍ୟା...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଅମ୍ପାୟର ଇଲିଂଓ୍ବର୍ଥ, କେଟିଲବର୍ଗ

ଲିଡ୍ସ,୭।୭(ପିଟି)- ଚଳିତ ବିଶ୍ୱକପ୍‌ର ପ୍ରବଳ ଦାବୀଦାର ଭାରତ ଓ ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରଠାରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଇଂଲିଶ ଅମ୍ପାୟର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟିଲବର୍ଗ...

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ଦଳ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଫଳରେ...

ଏହି ଦଳର ଅଧିନାୟକଙ୍କ ଦୃଢୋକ୍ତି: ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ

ଲଣ୍ଡନ, ୭।୭: ଆଇସିସି ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ୍ର ୧୦ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ସେମିଫାଇନାଲ ଭାରତ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ ପରେ...

ଫାଇନାଲରେ କାଶ୍ୟପ

କାଲଗାରି,୭।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ୬ଷ୍ଠ ସିଡ୍‌ ଭାରତୀୟ ଖେଳାଳି ପ୍ରଥମ ଗେମ୍‌ରେ ପରାସ୍ତ ହେବା ସତ୍ତ୍ୱେ ୪ର୍ଥ ସିଡ୍‌ ଚାଇନିଜ...

ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌

ଇସଲମାବାଦ୍‌, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍‌ ବାଂଲାଦେଶକୁ ୯୯ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଥିଲା ପାକିସ୍ତାନ। ଏହି ମ୍ୟାଚ୍‌ରେ ଓପନର ଇମାମ-ଉଲ-ହକଙ୍କ ଶତକୀୟ ଇନିଂଶ ବଳରେ ପାକିସ୍ତାନ...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡରେ ଥିବା ଧୋନୀ ନିଜର ସହ-ଖେଳାଳି, ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭା...

ରୋହିତ-ରାହୁଲଙ୍କ ରେକର୍ଡ ଓପନିଂ ଭାଗୀଦାରି

ଲିଡ୍ସ,୭।୭- ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ...

ତାହିର, ଡୁମିନିଙ୍କ ଅବସର

ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୦ ରନ୍‌ରେ ହରାଇ ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ...

୩୮ ବର୍ଷରେ ପାଦ ଦେଲେ ଧୋନୀ

ଲିଡ୍ସ,୭।୭- ଭେଟେରାନ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ରବିବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ଧୋନୀଙ୍କ ଜନ୍ମ ଦିନ ପାଳନ ହୋଇଥିଲା। ଏହି ଅବସରରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri