ଖେଳ

ବାଙ୍ଗରଙ୍କ ପୁଅକୁ ଟିପ୍ସ ଦେଲେ ଅରୁଣ

ମାଞ୍ଚେଷ୍ଟର,୨୬ା୬ (ପି.ଟି.)- ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କୁ ଟିପ୍ସ ଦେଇଛନ୍ତି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ଭରତ ଅରୁଣ। ମଙ୍ଗଳବାର ଏଠାରେ ବିରାଟ କୋହଲି ଏଣ୍ଡ୍‌କୋ’ର ଅତିରିକ୍ତ ଅଭ୍ୟାସ ସେସନ ପରେ ଏହି...

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ନ୍ୟୁଜିଲାଣ୍ଡ ମୁକାବିଲା

ବର୍ମିଂହାମ,୨୬।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କେତୋଟି ଶକ୍ତିଶାଳୀ ଦଳର ପରାଜୟ ପରେ ଏବେ ଟୁର୍ନାମେଣ୍ଟ ପୂରା ଖୋଲା ଯାଇଛି। ଅର୍ଥାତ ପଏଣ୍ଟ ତାଲିକାର ନିମ୍ନରେ ଥିବା କେତୋଟି ଦଳ ପାଇଁ ସେମିଫାଇନାଲ ସୁଯୋଗ ସୃଷ୍ଟି ହୋଇଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ...

ନେଟ୍ସକୁ ଫେରିଲେ ଭୁବନେଶ୍ୱର

ମାଞ୍ଚେଷ୍ଟର, ୨୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିକୁ ଭେଟିବାକୁ ଯାଉଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ପାଇଁ ଏକ ଖୁସି ଖବର...

ସାଇନାଙ୍କୁ ପ୍ରଥମ ମହିଳା ଆଇଏମ୍‌ ନର୍ମ

ଭୁବନେଶ୍ୱର, ୨୬।୬(ସ୍ପୋଟର୍‌ସ ବ୍ୟୁରୋ)- ଉଦୀୟମାନ ଓଡ଼ିଆ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା କ୍ୟାରିୟରର ପ୍ରଥମ ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ନର୍ମ ହାସଲ କରିଛନ୍ତି। ଗୋଆ ଇଣ୍ଟନ୍ୟାଶନାଲ ଜିଏମ୍‌ ଟୁର୍ନାମେଣ୍ଟ ଅବସରରେ ସାଇନା ଏହି ସଫଳତା...

ଫିଞ୍ଚ୍‌ଙ୍କ ଶତକ: ଇଂଲଣ୍ଡକୁ ହରାଇ ସେମିରେ ଅଷ୍ଟ୍ରେଲିଆ

ଲଣ୍ଡନ, ୨୬।୬(ପି.ଟି.)- ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଶତକ ଓ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରିଛି। ଏଥିସହିତ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ବିଶ୍ୱକପ୍‌ ସେମିଫାଇନାଲରେ...

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ଗତବର୍ଷ ଫର୍ମୁଲା ୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ...

ମାଞ୍ଚେଷ୍ଟରରେ ଭାରତଠାରୁ ପରାଜିତ ହୋଇଥିଲା ପାକିସ୍ତାନ: ସମାଲୋଚନା ଯୋଗୁଆତ୍ମହତ୍ୟା କରିବାକୁ ଚାହିଁଥିଲେ କୋଚ୍‌ ମିକି ଆର୍ଥର

ଲଣ୍ଡନ,୨୫ା୬ (ପି.ଟି.)-ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟ ପରେ ପାକିସ୍ତାନ ମୁଖ୍ୟ କୋଚ୍‌ ମିକି ଆର୍ଥର ଆତ୍ମହତ୍ୟା କରିବା ଲାଗି ବିଚାରିଥିଲେ ବୋଲି ପ୍ରକାଶ କରିଛନ୍ତି। ଜୁନ୍‌ ୧୬ରେ ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ଭାରତଠାରୁ ୮୯ ରନରେ...

‘ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ସମ୍ମାନ ଦେଉନାହିଁ ଓ୍ବିମ୍ବେଲଡନ ସିଡିଂ ପ୍ରକ୍ରିୟା’

ମାଡ୍ରିଡ୍‌,୨୫।୬(ଏଏଫ୍‌ପି)- ଟେନିସ କ୍ରୀଡ଼ା ସିଜନର ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମଧ୍ୟରୁ ଓ୍ବିମ୍ବେଲଡନ ଓପନରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଖେଳାଳିଙ୍କୁ ସଡ୍‌ ପ୍ରଦାନ କରାଯାଏ ନାହିଁ। ଗ୍ରାସ ରୁଟ୍‌ ଇଭେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ଭିତ୍ତି କରି ସିଡ୍‌ ପ୍ରଦାନ କରାଯାଏ। ଏହାକୁ...

ଅଲିମ୍ପିକ୍‌ ଯୋଗ୍ୟତା ଲାଗି ସବୁ ପ୍ରକାର ସହଯୋଗ କରାଯିବ- କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୫।୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜି ମଙ୍ଗଳବାର ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟ ଚାମ୍ପିୟନ ମହିଳା ହକି ଦଳର ସଦସ୍ୟଙ୍କ ସହ ଆଲୋଚନା...

ନେଟ୍ସରେ ଭୁବିଙ୍କ ଅଭ୍ୟାସ

ନୂଆଦିଲ୍ଲୀ,୨୫।୬- ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ମଙ୍ଗଳବାର ବଡ଼ ଆଶ୍ୱସ୍ତି ମିଳିଛି। ପେସର ଭୁବନେଶ୍ୱର କୁମାର (ଭୁବି) ୩୦ରୁ ୩୫ ମିନିଟ୍‌ ଧରି ମାଞ୍ଚେଷ୍ଟରର ଇନ୍‌ଡୋର ନେଟ୍ସରେ ଅଭ୍ୟାସ କରିଛନ୍ତି। ଗୁରୁବାର ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମୁକାବିଲାରେ...

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ ଝାଳ ବୁହା ପରିଶ୍ରମ କରିଛନ୍ତି। ତାଙ୍କର ଓ୍ବାର୍କ ଆଉଟ୍‌ ବେଳର ଏକ ଭିଡିଓ...

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ ଡିସଚାର୍ଜ କରାଯିବା ନେଇ ଜଣାପଡ଼ିଛି। ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଛାତିରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri