ଖେଳ

‘୪୫ ମିନିଟ୍‌ ଖରାପ କ୍ରିକେଟ୍‌ ଖେଳ ବଦଳାଇ ଦେଇଥିଲା’

ମାଞ୍ଚେଷ୍ଟର, ୧୧।୭ (ପି.ଟି.)- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର ‘ପ୍ରଥମ ୪୫ ମିନିଟ୍‌ ଖରାପ କ୍ରିକେଟ୍‌’ ଖେଳ ବଦଳାଇ ଦେଇଥିଲା ବୋଲି କହିଛନ୍ତି।...

ଓ୍ବିମ୍ବେଲଡନ ଓପନ୍‌: ଫେଡରର-ନାଡାଲ ସେମି

ଲଣ୍ଡନ, ୧୧।୭ (ଏଏଫ୍‌ପି)- ଏଠାରେ ଚାଲିଥିବା ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଓପନ୍‌ରେ ଚାରିଥରର ଚାମ୍ପିୟନ ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ଙ୍କ ସମେତ ସୁଇଜରଲାଣ୍ଡର ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର...

ଅବସର ନେବେ ନାହିଁ ହାଫିଜ୍‌

କରାଚୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ପାକିସ୍ତାନ ଭେଟେରାନ ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ ବର୍ତ୍ତମାନ ସୀମିତ ଓଭର କ୍ରିକେଟ୍‌ରୁ ଅବସର ନେବାର କୌଣସି ପ୍ଲାନ ନାହିଁ ବୋଲି...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ

ବର୍ମିଂହାମ,୧୧।୭(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଗୁରୁବାର ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍‌ଟେଜ ତଥା ହାଇପ୍ରୋଫାଇଲ ମ୍ୟାଚ୍‌ ଉପରେ...

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି ବିଶ୍ୱକପରୁ ବାଦ୍‌ ପଡିବା ପରେ ସାରା ଦେଶରେ ନୈରାଶ୍ୟ ଖେଳିଯାଇଛି। କେନ୍‌ ଓ୍ବିଲିୟମସନଙ୍କ...

ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ମାଞ୍ଚେଷ୍ଟର, ୧୦।୭: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍‌ରୁ...

ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କଲେ ବିରାଟ

ମାଞ୍ଚେଷ୍ଟର,୧୦।୭(ପିଟି)- ଶୀର୍ଷ ର଼୍ୟାଙ୍କ୍‌ଧାରୀ ଦିନିକିଆ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବୁଧବାର ନଂ.୧ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂ ଶୈଳୀକୁ ନକଲ କରିବାକୁ ଉଦ୍ୟମ କରିଛନ୍ତି। ନ୍ୟୁଜିଲାଣ୍ଡ ଇନିଂସ୍‌ର ଅବଶିଷ୍ଟାଂଶ ଆରମ୍ଭ ହେବା ପୂର୍ବରୁ ବୁମ୍‌ରାଙ୍କ ଭଳି ରନ୍‌ ଅପ୍‌ ନେବାଠାରୁ...

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଲିଟିଲ ମାଷ୍ଟର ଭାବେ ପରିଚିତ ବ୍ୟାଟ୍ସମ୍ୟାନ ୧୯୮୩ ବିଶ୍ୱକପ୍‌...

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି ରାୟୁଡୁଙ୍କ ଅବସର ପାଇଁ ଧୋନୀଙ୍କୁ ଦାୟୀ କରିଛନ୍ତି। ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିବା...

ସଙ୍କଟରେ ଭାରତୀୟ ଦଳ

ମାଞ୍ଚେଷ୍ଟର,୧୦।୭- ଏଠାରେ ଚାଲିଥିବା ସେମିଫାଇନାଲରେ ପ୍ରାରମ୍ଭିକ ଝଟ୍‌କା ଯୋଗୁ ଭାରତୀୟ ଦଳ ସଙ୍କଟରେ ପଡ଼ିଛି। ଫୁଲ୍‌ ଫର୍ମରେ ଥିବା ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଓପ୍‌ନର ଲୋକେଶ ରାହୁଲ ଓ ଦୀନେଶ କାର୍ତ୍ତିକ ସଅଳ ଆଉଟ୍‌ ହୋଇଛନ୍ତି। ରୋହିତ...

ଭାରତକୁ ପ୍ରାରମ୍ଭିକ ଝଟ୍‌କା

ମାଞ୍ଚେଷ୍ଟର,୧୦।୭- ୨୪୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଫୁଲ ଫର୍ମରେ ଥିବା ରୋହିତ ଶର୍ମା ମାତ୍ର ୧ ରନ୍‌ ଆଉଟ୍‌ ହୋଇଛନ୍ତି। ମ୍ୟାଟ ହେନ୍‌ରୀଙ୍କ ବଲରେ ରୋହିତ ଉଇକେଟକିପର ଟମ ଲଥାମଙ୍କ...

ଭାରତ ଆଗରେ ୨୪୦ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୨୪୦ ରନ୍‌ର ବିଜୟ ଲକ୍ଷ୍ୟ ମାଞ୍ଚେଷ୍ଟର,୧୦।୭- ଭାରତୀୟ ଦଳକୁ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବା ପାଇଁ ୨୪୦ ରନ୍‌ ଦରକାର। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଉଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri