ଖେଳ

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଖେଳର ତୃତୀୟ ମିନିଟ୍‌ରେ ଅଧିନାୟିକା ରାଣୀ ରାମପାଲ ଏକ ଗୋଲ...

କୋପା ଆମେରିକା: କ୍ୱାର୍ଟରରେ ବ୍ରାଜିଲ

ପ୍ୟାରିସ,୨୩ା୬: ପେରୁ ଗୋଲକିପର ପେଡ୍ରୋ ଗାଲେସେଙ୍କ ତ୍ରୁଟି ଯୋଗୁ ବ୍ରାଜିଲ ଦଳ ତା’ର କୋପା ଆମେରିକା ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ହାସଲ କରିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସାଉ ପାଉଲୋଠାରେ ଖେଳାଯାଇଥିବା ମୁକାବିଲାକୁ ବ୍ରାଜିଲ ୫-୦ ଗୋଲରେ...

ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଦେଲେ ନ୍ୟୁଜିଲାଣ୍ଡ ଖେଳାଳି

ମାଞ୍ଚେଷ୍ଟର,୨୩ା୬: ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା। କାର୍ଲୋସ ବ୍ରାଥଓ୍ବେଟଙ୍କ ବିସ୍ଫୋରକ ଶତକୀୟ ଇନିଂସ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୫ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ବ୍ରାଥଓ୍ବେଟଙ୍କ ଇନିଂସ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ...

କୋହଲି, ବୁମରାଙ୍କୁ ମିଳିବ ବିଶ୍ରାମ

ନୂଆଦିଲ୍ଲୀ,୨୩ା୬: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ସୀମିତ ଓଭର କ୍ରିକେଟ ସିରିଜ୍‌ରୁ ବିଶ୍ରାମ ଦିଆଯିବ। ଏହି ସିରିଜ୍‌ ୟୁନାଇଟେଡ୍‌ ଷ୍ଟେଟ୍ସ ଅଫ୍‌ ଆମେରିକାରେ ଅଗଷ୍ଟ ୩ ତାରିଖରୁ ଖେଳାଯିବ।...

ହାଲେ ଓପନ ଫାଇନାଲରେ ଫେଡରର

ହାଲେ ଓ୍ବେଷ୍ଟଫଲେନ(ଜର୍ମାନୀ),୨୩ା୬(ଏଏଫ୍‌ପି): କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ ପିଏରେ ହୁଗୁସ ହବର୍ଟଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ...

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ କାଟ୍‌ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଆବଶ୍ୟକତାଠାରୁ ଅଧିକ ଅପିଲ କରି କୋହଲି...

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ ଭାରତ ୧୧ ରନ୍‌ରେ ଜିତିଥିଲେ ମଧ୍ୟ ଆଫଗାନିସ୍ତାନ ଦଳ ସମସ୍ତଙ୍କ ହୃଦୟ ଜିତିଛି।...

ଇମ୍ରାନ, ସଚିନଙ୍କୁ ନେଇ ଦ୍ୱନ୍ଦ୍ୱରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ନୂଆଦିଲ୍ଲୀ,୨୩ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜଣେ ସହଯୋଗୀ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ନେଇ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। ପାକିସ୍ତାନ ପିଏମ୍‌ଙ୍କ ସ୍ପେଶାଲ ଆସିଷ୍ଟାଣ୍ଟ ନଇମ ଉଲ ହକ୍‌ ଶନିବାର ତେନ୍ଦୁଲକରଙ୍କ ଯୁବ ଅବସ୍ଥାର ଏକ ଫଟୋ...

ଧିମା ବ୍ୟାଟିଂ ଲାଗି ଧୋନୀଙ୍କୁ ସମାଲୋଚନା

ସାଉଥାମ୍ପଟନ,୨୩ା୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣି ଥରେ ସମାଲୋଚନା କରାଯାଇଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନୀ ଧିମା ବ୍ୟାଟିଂ କରିଥିଲେ, ଯେଉଁ ମ୍ୟାଚ୍‌କୁ ଭାରତୀୟ ଦଳ ୧୧ ରନ୍‌ରେ ଜିତି ନେଇଥିଲା। ଶନିବାର ଅଧିନାୟକ ବିରାଟ...

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ଦକ୍ଷିଣ ଆଫ୍ରିକା ସମ୍ମାନ ଲଢ଼େଇ

ଲଣ୍ଡନ,୨୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ...

ମାଲିଙ୍ଗାଙ୍କ ବୋଲିଂରେ ଏବେବି ଚମକ ଅଛି

ମାଞ୍ଚେଷ୍ଟର, ୨୩ା୬ (ଏଏଫ୍‌ପି)- ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ସାମର୍ଥ୍ୟକୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ବୋଲିଂରେ ଏବେବି ଚମକ ରହିଛି। ଏହି ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ଫେଭରାଇଟ୍‌ ଇଂଲଣ୍ଡ...

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଭାରତ ୧୧ ରନ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ର ଅନ୍ତିମ ଓଭରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri